Take a fresh look at your lifestyle.

ଅତି ଶିଘ୍ର ଏହି Form fillup କରନ୍ତୁ । ୧୮ରୁ ୩୫ ବର୍ଷ ଭିତରେ ହୋଇଥବା ଦରକାର ବେରୋଜଗାରୀଙ୍କୁ ଚାକିରୀ ଦେବେ ସରକାର

0 143

କଣ ଆପଣ ଚାକିରି କରି ପାରୁ ନାହାନ୍ତି କି । ଏମିତି ରେ ଆପଣ ଜ୍ଞାନ ଏତାଟା ବି ସବଳ ନୁହେଁ ଯେଉଁଥି ପାଇଁ କି ଆପଣ ଗୋଟିଏ ଚାକିରି କରି ପାରିବେ । ବା ଏପରି ହୋଇ ପାରେ କି ଆପଣଙ୍କ ଚାକିରି କରିବା ପାଇଁ ମୋଟେ ରୁ ବି ମନ ନାହିଁ । ଓ ଏପରି ପରିବର୍ତ୍ତେ ଆପଣ ଚାହୁଁଛନ୍ତି କି ଗୋଟିଏ ସୁବଳ ରୋଜଗାର କ୍ଷେମ ପାଇଁ ଗୋଟିଏ ବ୍ୟବସାୟ ଟେ ଛିଡା କରିବେ ବୋଲି । ତେବେ ଆମେ ଆପଣଙ୍କୁ କହବୁ କି ଏଥି ପାଇଁ ଆପଣଙ୍କୁ ସାହାଯ୍ଯ କରିବେ ମୋଦି ସରକାର ।ସୂଚ଼ନା ଅନୁସାରେ ବେରୋଜଗାରୀ ପ୍ରୋତ୍ସାହନ ଯୋଗ୍ୟତା (PMRPY) ଦ୍ବାରା ହିଁ ଆପଣଙ୍କୁ ମୋଦି ସରକାର ସାହାଯ୍ଯ କରି ପାରିବେ । ଏହି (PMRPY) ସହାୟତା ରେ ନୁଆଁ କରି ଆରମ୍ଭ କରୁଥିବା ବ୍ୟବସାୟୀ ମାନେ ବା ଇପିଏସର ର କର୍ମି ମାନଙ୍କୁ 12 ପ୍ରତିଶତ ପର୍ଯ୍ଯନ୍ତ ଛାଡ ମିଳି ପାରିବ । ତେବେ ଏହି ସହାୟତା ନେବା ଆପଣଙ୍କୁ କଣ କରିହା ପାଇଁ ପଡିବ ଯେଉଁଥିରେ କି ଆପଣ ଏହି ସହାୟତା ପାଇ ପାରିବେ ।

କିଭଳି ଲାଭ ଉଠାଇବେ ।
1- ପ୍ରଥମେ ଇପିଏଫ ସହିତ ରେଜିଷ୍ଟ୍ରେସନ କରିବେ ପରେ ପରେ ଏଠାରୁ ଆଇଡେଂଟିଫିକେଶନ ନମ୍ବର ନେବାକୁ ପଡିବ ।
2 – ନୁଆ କରି ଆରମ୍ଭ କରୁଥିବା ବ୍ୟବସାୟୀ ମାନଙ୍କ ପାଖରେ ୟୁନିଭର୍ସାଲ ଆକାଉଂଟ ନମ୍ବର ଥିବା ଥିବା ନିହାତି ଜରୁରୀ ଓ ଏହା ସହିତ ଯେପରି ସେଥିରେ ଆଧାର ସଂଯୋଗ ହୋ ଥିବ । 3 – ନୁଆ କରି ଆରମ୍ଭ କରୁଥିବା ବ୍ୟବସାୟୀ ମାନଙ୍କ ର ମାସ କୁ 15 ହଜାରରୁ ବି ଅଧିକ ଆୟ ହେବା ଦରକାର ।ସହାୟତା ଅନୁସାରେ ୟୁନିଭର୍ସାଲ ଆକାଉଂଟ ରେ ନୁଆ କରି ଆରମ୍ଭ କରୁ ଥିବା କାର୍ଯ୍ଯ କର୍ତା ଙ୍କ ପାଇଁ 8.33 ଛାଡ ମିଳିବ ବୋଲି ସରକାର କହିଛନ୍ତି ।୧୮ରୁ ୩୫ ବର୍ଷ ଭିତରେ ହୋଇଥବା ଦରକାର । ପ୍ରତ୍ୟକ ଗାଁ ପଛା ୩୧ ଜଣକୁ ଚାକିରୀ ଦେବେ ମୋଦି
ଯୋଗ୍ୟତା ।  1. ଏହି ସହାଯତା ର ଲାଭ ଉଠେଇବା ପାଇଁ ଆପଣଙ୍କୁ ନିଶ୍ଚିତ ଭାବେ 18 ରୁ 35 ବର୍ଷ ହୋଇ ଥିବା ଦରକାର ।2. ଏମିତି ରେ ଆପଣଙ୍କ ଘୋରଇ ବାର୍ଷିକ ଆୟ 1 ଲକ୍ଷ ଟଙ୍କା ରୁ ବି ଅଧିକ ହେବା ଦରକାର ।3. ଶିକ୍ଷା ଗତ ଯ୍ୟେଗ୍ୟତା 10 ମ ହେବା ନିହାତି ଅନିର୍ବାର୍ଯ୍ଯ ଅଟେ । 4. କିନ୍ତୁ ଏଥି ସହିତ ଉତ୍ତର ପୂର୍ବ ଭାରତ ରେ ଏହାର ବୟସ ସୀମା 18 ରୁ 40 ରଖା ଜାଇଛି । ଏଥି ସହିତ ଆପଣ କୈଣସି ଭାବେ ଚାକିରି କ୍ଷେତ୍ରରେ ଯୋଡିତ ହୋଇ ନଥିବେ ଯେପରି ।
ତେବେ ଜାଇ ଆପଣ ମୋଦି ବାବୁଙ୍କ ସହାୟତା ର ଲାଭ ଉଠେଇ ପାରିବେ ବୋଲି ଜଣା ପଡିଛି । ଏମିତି ରେ ଆପଣଙ୍କୁ କେବଳ 12 ପ୍ରତିଶତ ହିଁ ଛାଡ ମିଳି ପାରିବ ଏହା ଠାରୁ ଅଧିକ ନୁହେଁ ।

Leave A Reply

Your email address will not be published.