Take a fresh look at your lifestyle.

ଅମୃତସର ରେଳ ଦୁର୍ଘଟଣାକୁ ନେଇ ଆସୁଛି ନୂଆ ତଥ୍ୟ । ଅଜଣା ବ୍ୟକ୍ତିଙ୍କ ନାଁରେ ଜିଆରପିର ଏଫଆଇଆର ଫେରାର

0 102

ପ୍ରତ୍ୟେକ ବର୍ଷ ହୋଇଥାଏ ପଞ୍ଚାବ ର ଅମୃତ ସର ରେ ରାମଲୀଳା ଏହି ରାମଲୀଳା ଦେକିବା ପାଇଁ କାହିଁ କେତେ ଦୂରରୁ ଆସିଥାନ୍ତି ଲୋକ । ଏଓମିତି ରେ ସେମାନେ ବହୁତ ମଜା ବି ଉଠାଇ ଥାନ୍ତି । କିନ୍ତୁ ଲୋକ ମାନେ ଏଥର ମଜା ବି ଉଠାଇଲେ ପୁଣି ମୃତ୍ୟୁ ଆଡକୁ ଅଗ୍ରସର ବି ହୋଇ ଗଲେ । ଏପରି କାର୍ନାମା ରେ କାହାର ଭୁଲ ଏଠାରେ ଜଣା ପଡୁ ନାହିଁ ନା ରେଳ ବାହୀ ର ନାମ ସାଧାରଣ ଜନତା ଙ୍କ ନା ଆୟଯୋନ କରିଥିବା ଲୋକଙ୍କ ର ଅମୃତସର ରେଳ ଦୁର୍ଘଟଣାକୁ ନେଇ ଆସୁଛି ନୂଆ ନୂଆ ତଥ୍ୟ ବାହାରିଛି ସାଧାରଣ ଲୋକ ମାନେ ଏଥି ପାଇଁ ରାବଣ ପୋଡି ଆୟଜନ କରିଥିବା ଲୋକଙ୍କୁ ହିଁ ଦୋଶ ଦେବାରେ ଲାଗିଛନ୍ତି ।

ଏମିତି ବେଳେ ଜଣାପଡିଛି କି ଯେତେ ବେଳେ ଟ୍ରେନ୍ ଆସିବାର ରହିଥିଲା ତା ପୂର୍ବରୁ ସୂଚନା ଯୋଗ୍ୟ କରାଜାଇ ଥିବା ସତ୍ବେ ବି ସେମାନେ ଉଠିବା ପାଇଁ ରାଜି ନଥିଲେ ଏମିତି ଗୋଟିଏ ଭିଡିଓ ରେ ସିଙ୍ଗର କହୁଛନ୍ତି କି ଦୟା କରି ଟ୍ରେନ୍ ଲାଇନ୍ ଉପରୁ ଉଠି ପଡନ୍ତୁ । ଏପରି ବେଳେ କିଛି ଲୋକ ଙ୍କ କହିବା କଥା ଏହାକି ଯେ ରାବଣକୁ ଲୋକମାନଙ୍କ ଦେଖିବା ପାଇଁ ସବୁ ଏଲିଡି ଲାଇଟ୍ ର ମୁହଁ ବି ସାମ୍ନା କୁ ରଖାଯାଇ ଥିଲା ପରେ ଲୋକ ମାନେ ଜାଣି ପାରି ନଥିଲେ କି ତାହା ଲାଇଟ କି ଗୋଟିଏ ଟ୍ରେନ୍ ଆସୁଛି ବୋଲି ।

ଏମିତିରେ ଏହି ଦୁର୍ଘଟଣା ପରେ ହିଁ ଲୋକ ମାନଙ୍କ ବହୁତ ଗଣ୍ଡଗୋଳ ହୋଇ ଥିଲା କିନ୍ତୁ କଥା ଉଠୁଛି କି ଏମିତି ବେଳେ ସୁରକ୍ଷା ଦେବାକୁ ଆରପିଏଫ କୁଆଡେ ଥିଲା । ଏମିତି ରେ ଇଂଟେଲିଜେନ୍ସ ୟୁନିଟ୍ ର ବି କିଛି ବି ଦଖା ସୁଣା ନ ଥିଲା । ବର୍ତ୍ତମାନ , ସମୟ ରେ ସୋସିଆଲ୍ ମିଡିଆ ରେ ବହୁତ ମାତ୍ରା ରେ ଅଲଗା ଅଲଗା ଭିଡ଼ିଓ ଗୁଡିକ ଭାଇରଲ ହେବାରେ ଲାଗିଛି ।

ଏହି ଭିଡ଼ିଓ ଭିତରୁ ଗୋଟିଏ ଭିଡ଼ିଓ ରେ ପ୍ରଷ୍ଟ ଭାବେ ଜଣା ପଡୁଛି କି ରାବଣ ର ଜଳିବା କ୍ଷେଣି ହିଁ ହଠାତ୍ ମାତ୍ରେ ମାଡି ଆସିଥିଲା ଲୈହ ଦାନବ । ପରେ ଲାଇନ୍ ରୁ ହଟି ପାରି ନଥିଲେ ଲୋକ ଓ ମାତ୍ର 3 ସେକେଣ୍ଡ ରେ ହିଁ ଚାଲି ଜାଇ ଥିଲା ପ୍ରାଣ । ଏଥି ବ୍ୟତିତ ବିଷେଶ ଖବର ରୁ ଜଣା ପଡିଛି କି ,ସେହି ସମୟରେ କେବଳ ଗୋଟିଏ ଟ୍ରେନ୍ ନୁହଁ ବରଂ ଦୁଇଟି ଟ୍ରେନ୍ ଆସିଥିଲା । ଏବଂ ଗୋଟିଏ ଟ୍ରେନ୍ ଯେତିକି ଲୋକଙ୍କୁ ଛାଡି ଦେଲା ଅନ୍ୟ ଟ୍ରେନ୍ ଟି ମାରି ଦେଇ ଥିଲା । ଏମିତି ରେ ଏହି ଦୁର୍ଘଟଣା କୁ ନେଇ କଣ ରହିଛି ଆପଣଙ୍କ ରାୟ ଆମକୁ ମତା ମତ ଦିଅନ୍ତୁ ।

Leave A Reply

Your email address will not be published.