Take a fresh look at your lifestyle.

ଅମୃତସର ରେଳ ଦୁର୍ଘଟଣା ପରେ ମୋଦିଙ୍କ ବୟାନ କୁ ନେଇ ଜୋର ଧରିଲା ରାଜନୀତି । ରେଳ ବିଭାଗ ଓ ରାଜ୍ୟ ସରକାର ମୁହାଁମୁହିଁ

0 84

ଆପଣ ଜାଣି ବହୁତ ଆଶ୍ଚର୍ଯ୍ଯ ହେବେ କି ରେଳ ଧାରଣା ର ମାତ୍ର 70 ମିଟର ଦୂରରେ ଆୟୋଯିତ ହୋଇଥିଲା ଏହି ରାବଣ ପୋଡି । ହେଲେ ରେଳ ଅଧିକାରୀଙ୍କୁ ଟିକିଏ ବି ଜଣା ନଥିଲା ଏମିତି ରେ ଏବେ ମୁହାଁ ମୁହିଁ ହୋଇଛନ୍ତି ରାଜ୍ଯ ସରକାର ବର୍ତ୍ତମାନ ସମୟରେ ଏତି ପାଇଁ ଦାୟୀ କିଏ ବୋଲି ସାଧାରଣ ଜନତା ଉକ୍ଷେପ କରୁଛନ୍ତି । ଏମିତି ରେ ବର୍ତ୍ତମାନ ସମୟ ରେ ରେଳ ବିଭାଗ ଓ ରାଜ୍ୟ ସରକାର ମୁହାଁମୁହିଁ ହୋଇଛନ୍ତି ବୋଲି ଜଣା ପଡିଛି

ଏମିତି ରେ ଏହି ଦୁର୍ଘଟଣା ଏମିତି ଘଟିଥିଲା କି ରାବଣ ପୋଡି ହେତୁ ସେଠାରେ ପ୍ରବଳ ରୁ ଅତି ପ୍ରବଳ ଭିଡ ହୋଇ ଥିଲା ପରେ ଖାସ୍ ସେଇଥି ପାଇଁ ବହୁତ ଲୋକ ମାନେ ଜାଇ ରେଳ ଧାରଣଆ ଉପରେ ବସି ରହିଥିଲେ କିନ୍ତୁ ସେମାନଙ୍କୁ ଏମିତି ରେ ଟିକିଏବି ଜଣା ନିଥିଲା କି ଏମିତି ମର୍ମହତ କାଣ୍ଡ ଘଟିବ ବୋଲି ।

ଏମିତି ବେଳେ ପ୍ରଶ୍ନ ଉଠୁଛି କି ସେଠାରେ ପୋଲିସ୍ ଫୋର୍ସ କାହିଁକି ନଥିଲେ ଘଟଣା ମୁତାବକ ସେଠାରେ ଏମିତି ରାବଣ ପୋଡି ହେଉଛି ବୋଲି କେହି ବି ଜାଣି ନ ଥିଲେ ଓ ଏହା ଛଡା ସେଠାକାର ସ୍ଥାନିୟ ପ୍ରସାଶନ ବି ସେଠାରେ ପଦକ୍ଷେପ ସଠିକ୍ ଭାବେ ନେଇ ପାରିନି ବୋଲି କହିଛନ୍ତି । ସାଧାରଣ ଲୋକ ଏପରି ବି ଜଣା ପଡିଛି କି ସେଠାରେ ଥିବା ରେଳ ଫାଠକ ବି ବନ୍ଦ ଥିବା ବେଳେ କିନ୍ତୁ ଲୋକ ମାନେ ଏମିତି ଭିଡ ଜମାଇଥିଲେ ।

ଏପଟେ ରେଳ ଚଳାଉଥିବା ରେଳ ଡ୍ରାଇଭର ନିଜର ସଫେଇ ଦେଇ କହିଛନ୍ତି କି ମୁଁ ମାନାବାଲାରୁ ଟ୍ରେନ୍ ନେଇ ବାହାରିଲି କିନ୍ତୁ ଏମିତି କିଛି ବାଟ ଗଲା ପରେ ଦେଖିଲି କି ଟ୍ରେନ୍ ଲାଇନ୍ ଉପରେ ଅଦିକ ଧୂଆଁ ଓ ଏହା ସହିତ ବାରୁଦ ର ଗନ୍ଧ ବି ଆସୁଥିଲ ପରେ ଆଗକୁ ଦେଖିଲି ତ ଜଣା ପଡିଲା କି ଟ୍ରନ୍ ଲାଇନ୍ ରେ ବହୁଚ ଭିଡ ରହିଛି । ଓ ଏସବୁ ଦେଖି ମୁଁ ସଂଙ୍ଗେ ସଂଙ୍ଗେ ବ୍ରେକ୍ ମାରିଲି କିନ୍ତୁ ଏମିତି ର ଗାଡିର ଗତି ପ୍ରାୟ ଗଣ୍ଟା ପ୍ରତି 60 ରୁ 70 କିଲୋମିଟର ଥିବା ବେଳେ ମୁଁ ଅଟକାଇବା ପାଇଁ ଅସକ୍ଷମ ହୋଇ ପଡିଲି ।

ଏପରି ବେଳେ ଜେତେ ବେଳେ ମୁଁ ଗାଡି ଅଟକାଇ ଥାନ୍ତି ସେତେ ବେଳକୁ ଦୁର୍ଘଟଣା ହୋଇ ସାରିଛି କିନ୍ତୁ ପରେ ଦେଖିଲି କି ମତେ ଆକର୍ମଣ କରିବା ପାଇଁ ଗାର୍ଡ ମାନେ ମାଡି ଆସୁଛନ୍ତି ଏମିତି ସମୟ ରେ ମୁଁ ଲୋକ ମାନଙ୍କ ସୁରକ୍ଷା କୁ ଦେଖି ଗା4ଡି ଅଟକାଇ ନ ଥିଲି । ଏମିତି ସମୟ ପରେ ବର୍ତ୍ତମାନ ସମୟ ରେ ଏହି ଦୁର୍ଘଟଣା ର ଦାୟୀ କାହାକୁ କରାଝାଇଛି ଏପରି ବେଳେ ବର୍ତମାନ ,ସମୟ ରେ ସେଠାକାର ରାଜ୍ୟ ସରକାର ଓ ରେଳ ବିବାଗ ମୁହାଁ ମୁହିଁ ହୋଇଛନ୍ତି ।

Leave A Reply

Your email address will not be published.