Loading...

ଆଜି ମହା ଅଷ୍ଟମୀ – ଦିନ 9.50 ରୁ ରାତି 12.15 ପର୍ଯ୍ଯନ୍ତ ରହିଛି ଅମୃତ ବେଳା । ଏହି ଛୋଟ କାର୍ଯ୍ଯ ଖୁସି ରେ ରହବେ ବର୍ଷକ ସାରା ।

0 247

ଏହି ବର୍ଷ ପୁଣି ଥରେ ଆସି ସେହି ଆମର ଅତି ପ୍ରିୟ ନବରାତ୍ରୀ ମାନେ ଦୂର୍ଗା ପୂଜା ଆସିଛି । ଏହି ସମୟ ରେ ଆପଣ ବହୁତ ଭଲ ଭାବରେ ଜାଣି ଥିବେ କି ନବରାତ୍ରୀ ର ଅଷ୍ଟମୀ ଓ ନବମୀ ତିଥି ରେ ମହିଳା ମାନେ ବ୍ରତ କରିଥାନ୍ତି ଏଥି ସହିତ ମାତା ଙ୍କ ଦର୍ଷନ କରିବା ପାଇଁ ଜାଇ ଥାନ୍ତି । ଏମିତି ବେଳେ ନିଜର ମନସ୍କାମନା ପୂର୍ଣ୍ଣ କରିବା ପାଇଁ ଲୋକ ମାନେ ବହୁତ କିଛି କରିବା ପାଇଁ ବି ପ୍ରସ୍ତୁତ ରହି ଥାନ୍ତି ।

ମାଁ ଙ୍କୁ କିପରି ଭାବେ ପ୍ରଶନ୍ନ କରିବେ ତାହା ପଛରେ ଲାଗି ପଡି ଥାନ୍ତି । ଏମିତିରେ କିଛି ବିଧି ଏମିତି ରହିଛି ଯେଉଁ ଗୁଡିକ କରିବା ଦ୍ବାରା ମାଁ ଆପଣଙ୍କ ଉପରେ ସବୁ ଦିନ ପ୍ରଶନ୍ନ ହୋଇ ରହିଥାନ୍ତି । ତାହା ବି ସଠିକ୍ ସମୟ ରେ କରାଗଲେ ତ ବହୁତ ଭଲ ହୋଇ ଥାଏ । ତେବେ ଆସନ୍ତୁ ଟିକିଏ ଜାଣି ନେବା କି କଣ ରହିଛି ଏହି ବିଧି ଯେଉଁ ଥିରେ କି ଆପଣ ମାଁ ଙ୍ଖୁ ପ୍ରଶସ୍ନ କରି ପାରିବେ । ଆପଣଙ୍କ ଜାଣିବା ପାଇଁ କହି ଦେଉଛୁ କି ଆଜି ମହା ଅଷ୍ଟମୀ ତିଥି ରେ ଦିନ 9.50 ରୁ ରାତି 11.15 ପର୍ଯ୍ଯନ୍ତ ରହିଛି ଅମୃତ ବେଳା ରହିଛି

ଏହି ଥର ଆସୁଛି ଦୁଇଟି ନବ ରାତ୍ରୀ ମାନେ ଏହା ବୁ ପୁଣି 110 ବର୍ଷ ପରେ ହିଁ ହୋଇଛି । ତେଣଉ ଏପରି ଗୋଟିଏ ମହା ସଂଙ୍ଗମ ରେ ଆପଣ ଯଦି ମାଁ ଙ୍କ ପୂଜା ସଠିକ୍ ଭାବେ କରୁଛନ୍ତି ତେବେ ବହୁତ ସୁଫଳ ମିଳିବା ସହିତ ଆପଣଙ୍କ ଉପରେ ମାଁ ଙ୍କ ଆଶ୍ରୀବାଦ ସବୁ ବେଳେ ରହିବ । ତେବେ ଆସନ୍ତୁ ଟିକିଏ ଜାଣଇ ନେବା କି ପୂଜା ବିଧି ଗୁଡିକ କଣ ରହିଛି ।

ଏମିତି ରେ ଜ୍ୟତିଷ ଶାସ୍ତ୍ର ଅନୁ ସାରେ ଏହି ନବ ରାତ୍ରୀ ବହୁତ ଖାସ ରହିଛି ଏଥି ସହିତ ମହା ଅଷ୍ଟମୀ ତିଥି ରେ ସୂର୍ଯ୍ଯ ତୁଳା ରାଶି ରେ ପ୍ରବେଶ କରିବେ ତେବେ ଏଙି ତିଥି ରେ କୈଣସି ବି ପିଲା ଜନ୍ମ ହେଲେ ବହୁତ ଶୁଭ ହୋଇ ଥାଏ । ଅସଲ ରେ 10 ଅକ୍ଟୋବର ରୁ ଚାଲି ଥିବା ନିବରାତ୍ରୀ ଟି 18 ତାରିଖ ରେ ସରିବ କିନ୍ତୁ 19 ତାରିଖ କୁ ଦଶହରା ରୂପରେ ମନାଯିବ ।

ତେବେ ପୂଜା କରିବା ସମୟ ରେ ଆପଣ କଳସ କୁ ଟିକିଏ ଗର୍ତ କରି ବସିବେ ଏହା କରିଲେ ଶୁଭ ହୋଇ ଥାଏ । ଏହା ସହିତ ଯେଉଁ ଘରେ ଆପଣଙ୍କ ଏହି ପୂଜା ହେଉଛି ପୂଜା ସରିବା ପରେ କେବେ ବି ଖୋଲା ଛାଡନ୍ତୁ ନାହିଁ । ଏହା ବ୍ୟତିତ ମାଁ ଙ୍କ ପାଖରୁ ବୁ ଛାଡି ଜାଆନ୍ତୁ ନାହିଁ ।

Loading...
Loading...