Take a fresh look at your lifestyle.

ଆଜି ରାତି ୧୦:୨୦ ମିନିଟ୍ ପରେ ଚନ୍ଦ୍ରରେ ବରଷିବ ଅମୃତ , କରନ୍ତୁ ଏହି ଦୁଇଟି ଉପାୟ ଦୂର ହୋଇଯିବ ସବୁ ସମସ୍ୟା

0 113

ଆଜି ହେଉଛି ସାରଦ ପୂର୍ଣ୍ଣିମା ରହିଛି ଏମିତି ରେ ଆମ ଓଡ଼ିଆ କ୍ୟାଲେଣ୍ତର ଅନୁଯାଯୀ କୁହୀାଯାଏ କି ଏପରି ଏହି ପୂର୍ଣ୍ଣିମା ଆମ ପାଇଁ ବହୁତ ଖାସ ରହିଛି । ଏହା ଛଡା ଏହି ପୂର୍ଣ୍ଣିମା କୁ ଆମେ କୋଜିଗରୀ ପୁର୍ଣ୍ଣିମା ବି କହି ଥାଉ । ଏପରି ବେଳେ ଆମ ପାଇଁ ଏହି କୋଜିଗରୀ ପୁର୍ଣ୍ଣିମା ବହୁତ ଖାସ ମାନ୍ୟତା ରଖିଥାଏ । ଏପରି ବେଳେ କୁହାଯାଏ କି ଏହି ପୂର୍ଣ୍ଣିମା ରେ ଚନ୍ଦ୍ର ନିଜର 16 କଳା ମାନଙ୍କ ସହିତ ମିଶି ଅମୃତ ବର୍ଷା କରାୈଇ ଥାଏ । ଏପରି ବି ହିନ୍ଦୁ ଧର୍ମ ରେ ଏହାକୁ ବହୁତ ମହତ୍ବ ପୂର୍ଣ୍ଣ ପୂର୍ଣ୍ଣିମା ଭାବେ ବି ଜଣା ଯାଏ ।

ଏହି ଦିନ ରେ କୁହାଯାଏ କି ଶ୍ରୀ ହରି ବିଷ୍ଣ ଙ୍କ ର 16 କଳା ନେଇ ଥିଲେ ଓ ଏପରି ବେଳେ ଖାସ୍ ସେଇଥି ପାଇଁ ଶ୍ରୀ କୃଷ୍ଣ ଙ୍କ ପାଖରେ 16 ଟି କଳା ରହିଥିଲା । ଏମିତି ରେ କିନ୍ତୁ ଶ୍ରୀ ରାମ ଙଅକ ପାଖରେ ମାତ୍ର 12 ଟି କଳା ରହିଥିବା ବେଳେ । ସାଦର ପୂର୍ଣ୍ଣିମା ଦିନ ଚନ୍ଦ୍ରମା ମାତା ଲକ୍ଷ୍ମୀ ଓ ବିଷ୍ଣ ଭଗବାନ ଙଅକ ପୂଜା କରିବାର ବିଧାନ ବି ରହିଛି ବୋଲି ବହୁତ ଜ୍ୟତିଷ ମାନେ କହିଛନ୍ତି ।

ଏମିତି ରେ ଏହା ସହିତ ବି ଏହି କଥା ର ବି ବିଧାନ ରହିଛି କି କ୍ଷୀରି କରି ବି ଖୋଲା ଆକାଶ ତଳେ ରଖାଯାଏ ତେବେ ଆପଣଙ୍କ ଉପରେ ଏହି ଭଗବନ ଙ୍କର ସବୁ ବେଳେ ଛାୟା ରହିଥାଏ । ଏପରି ବେଳେ ଏହି ପୂଜା ପ୍ରାୟ ସଂନ୍ଧ୍ଯା ବେଳେ ଆରମ୍ଭ ହୋଇ ରାତି 12 ଟା ପରେ ହିଁ ଭଙ୍ଗା ଯାଏ । ଓ ସେତେ ବେଳେ ହିଁ ଏହା ପାଇଁ ପ୍ରଶାଦ ଗ୍ରହଣ କରାଯାଏ ।

ଏପରି ବେଳେ କିଛି ଲୋକ ମାନେ ମାନି ଥାନ୍ତି କି ଆଜି ଦିନ ରେ କ୍ଷୀରି ଅମୃତ ସଦୃଶ ହୋଇଥାଏ । ଓ ଏମିତି ରେ ତାହା ଖାଇବା ଦ୍ବାରା ଶରୀରକ ପ୍ରତ୍ୟେକ ରୋଗ ବହୁତ ମାତ୍ରା ରେ ଭଳ ହେବାର ସମ୍ଭାବନା ରହି୍ଥାଏ । ବୋଲି ଲୋକ ଓ ବହୁତ ଜ୍ଯତିଷ ମାନେ ବି ଭାବି ଥାନ୍ତି । ଆଣ ଓଡ଼ିଆ ରେ ପ୍ରାୟ ଏହା କୁ ରାସ ପୁର୍ଣ୍ଣିମା ରୁପରେ ମନାଯାଏ ।

ଏପରି କୁହାଯାଏ କି ଯେଉଁ ନାରୀ ମାନେ ଏହି ଦିନ ରେ ବ୍ରତ କରନ୍ତି ତେବେ ତାଙ୍କର ମନସ୍କାମନ4ା ପୂର୍ଣ୍ଣ ହୋଇ ଥାଏ । ଓ ଏମିତି୍ ରେ ସେମାନଙ୍କୁ ସନନ୍ତାନ ସୁଖ ପ୍ରାପ୍ତି ହେବା ସହିତ ବହୁତ ଅନ୍ୟ ସୁଖ ବି ପ୍ରାପ୍ତ ହୋଇ ଥାଏ ବୋଲି କୁହନ୍ତି । ଏମିତି ଆପଣ ମାନେ ଏହି ବ୍ରତ କୁ ନିଶ୍ଚିତ ଭାବେ କରିବା ଦରକାର କାରଣ ଓଡ଼ିଆ ର ପରମ୍ପରା ଏବେ ମାଟି ରେ ମିଶିବା ପାଇଁ ଜାଉଛି ।

Leave A Reply

Your email address will not be published.