Take a fresh look at your lifestyle.

ଏହି ଭାରତୀୟ ଖେଳାଳିକୁ 7 ତ ବର୍ଷ ହେଲା ପ୍ରେମ କରୁଥିଲେ ଯୁବରାଜଙ୍କ ଭଉଣୀ । ବିବାହ କରିବାରେ ସନ୍ଧେହ ।

0 84

ବର୍ତ୍ତମାନ ସମୟ ରେ ଚାଲିଛି ଏସିଆ କପ ଏହି ସମୟ ରେ 6 ଟି ଟିମ୍ ମାନଙ୍କ ସହିତ ଏହି ସଂଘର୍ଷ ଚାଲିଛି । ଓ ଏପରି ଆପଣ ମାନେ ବହୁତ ଭାବରେ ଜାଣିଥିବେ କି ଭାରତ ଓ ପାକିସ୍ତାନ ର ମେଚ ରୁ ଭାରତ ଦୁଇଥର ଯାଏଁ ଜିତିସାରିଛି । ଓ ଗତ କାଲିର ଖେଳ ରେ ଭାରତ ଓ ଆଫଗାନିସ୍ତାନ ର ଖେଳ ରେ ବି । ତେବେ ଆପଣ ଭାରତୀୟ ଟିମ ର ବର୍ତ୍ତମାନ ର ହିରୋ ରୋହିତ ଶର୍ମା କୁ ବହୁତ ଭଲ ଭାବରେ ଜାଣିଥିବେ ।

ଯୁବରାଜ ସଂ ଙ୍କୁ ଭି । ତେବେ ଏହି କିଛି ଦିନ ହେଲା ଜଣଆ ପଡିଛି ଗତ 7 ତ ବର୍ଷ ହେଲା ଯୁବରାଜ ଙ୍କ ଭଉଣୀ ଙ୍କ ସହ ଡେଟ କରୁଥିବା ରୋହିତ ଏବେ ବିବାହ କରିବାକୁ ମୁହଁ ମୋଡିଛନ୍ତି ବୋଲି । 2014 ମସିହା ରୁ ଯୁବରାଜ ଙ୍କ ଭଉଣୀ ରିତିକା ସବୁବେଳେ ର୍ଆସି ବହୁତ ଭାରତୀୟ ଟିମ କୁ ଉତତ୍ସାହିତ କରିବା ପାଇଂ ପହଁଚୁଥିଲେ ।

ଏପଟେ ସେହି ଭିତରେ ରିତିକା ଙ୍କୁ ରୋହିତ ଙ୍କ ସହିତ ପ୍ରେମ ହୋଇଯାଇଥିବାର ଜଣା ପଡିଥିଲା । କିନ୍ତୁ ସେମାନଙ୍କ ସଂମ୍ପର୍କ 2009 ମସିହାରୁ ରହିଥିବାର ଜଣା ପଡିଛି ଏପରି କି ସେମାନେ ବହୁତ ଥର ମିଡିଆ ରେ ବି ଚର୍ଚ୍ଚା ରେ ବି ରହିଛନ୍ତି ଓ ଏମାନେ ତେବେ ବହୁତ ବର୍ଷ ର ସଂମ୍ପର୍କ ଭିତରେ କେବେ ସେମାନେ ନିଜର ମନ ର କଥା କହିବା ପାଇଁ ପାଇନଥିଲେ ଓ ଏପରି କି ।

ତେବେ ସେହି ଭିତରେ ରୋହିତ ନିଜର କେରିଅର 11 ବର୍ଷ ର ବୟସ ରୁ ହିଁ ଆରମ୍ଭ କରିଥିଲେ । କିନ୍ତୁ ଏପରି କ୍ଷେତ୍ରରେ ସେମାନେ ସେତେବେଳେ ବିବାହ ପାଇଁ ସ୍ଥିର କରିଥିଲେ କିନ୍ତି ଏବେ ଏପରି ଗୋଟିଏ ଖବର ସବୁଆଡେ ଚର୍ଚ୍ଚା ହେବାରେ ଲାଗିଛି କି ଏମାନଙ୍କ ପ୍ରେମ କୁଆଡେ ମିଛ ଓ ଏହାବି କି ସେମାନେ ଦୁହେଁ ଦୁହିଁଙ୍କ ସହିତ ବିବାହ ବି କରିବା ପାଇଁ ଚାହୁଁ ନାହାନ୍ତି ବୋଲି ।

କେବଳ ସେଇଥି ପାଇଁ ଏମାନଙ୍କ ବିଷୟ ନେଇ କିଛି ଦିନ ତଳେ ଗୋଟିଏ କନ୍ଫେନ୍ସ ର ଆୟୋଯନ ହୋଇଥିଲା କିନ୍ତୁ ଏହିଥିରେ । ସେମାନଙ୍କୁ ପଚାରା ଯାଇଥିଲା କି ସେମାନେ ଦୁହେଁ ଦୁହିଁଙ୍କୁ ଭଲ ପାଆନ୍ତି ନାହିଁ ସେମାନେ କହିଥିଲେ ହଁ ଏପରି କରିବା ପାଇଁ ଚାହାନ୍ତି ।

ଏହା ବହୁତ ଶିଘ୍ର କରିବା ପାଇଁ ଜାଉଛନ୍ତି । କିନ୍ତୁ ଏହି ଭିତରେ ଯୁବି ଏହି କଥା ଜାଣି ତାଙ୍କୁ ଚେତାବନି ଦେିଥିଲେ କି ସେ ତାଙ୍କ ଭଉଣୀ ବୋଲି ଓ ତାଙ୍କ ପାଖରୁ ଦୁରେଇ ରୁହନ୍ତୁ ବୋଲି । କିନ୍ତୁ ଏପରି କଥା କୁ କିଛି ବି ନମାନି ରୋହିତ ଏବେ ରିତିକା ଙ୍କୁ ପଟାଇ ବିବାହ କରିଛନ୍ତି । ବୋଲି ଜଣା ପଡିଛି ।

Leave A Reply

Your email address will not be published.