Take a fresh look at your lifestyle.

ଏହି ସମୟ ରେ ରଖନ୍ତୁ ନାହିଁ ଶାରୀରିକ ସଂମ୍ପର୍କ ନଚେତ ଘଟି ପାରେ ଆପଣଙ୍କ ସହିତ କିଛି ଖରାପ ।

0 149

ମଣିଷ ଜୀବନ ରେ ଏମିତି କିଛି କ୍ଷେଣ ରହିଥାଏ ଯେଉଁଠିକି ସେ ବହୁତ ପରମାଣ ରେ ମଜା ଉଠାଇ ଥାଏ । ତେବେ ଏମିତି ବେଳେ କେବଳ ସ୍ବାମୀ ଓ ସ୍ତ୍ରୀ ଙ୍କ ସଂମ୍ପର୍କ ବିଷୟ ରେ ଆମେ ଭାବିଥାଉ । କାହିଁକି ନା ପ୍ରେମ ର ଭାସା ସେଇ ମାନେ ହିଁ ବହୁତ ଭଲ ଭାବେ ବୁଢି ପାରନ୍ତି । ଏହା ଛଡା ଆଉ କେହି ବି ବୁଝିବା ପାଇଁ ସଠିକ୍ ସମର୍ଥନ ହୋଇ ପାରନ୍ତି ନାହିଁ । ଏପରି ବେଳେ ଆମେ ଆପଣଙ୍କୁ କହିବା ପାଇଁ ଜାଉଛୁ କି ସ୍ବମୀ ସ୍ତ୍ରୀ ଙ୍କ ସଂମ୍ପର୍କ ର ଡୋରି ଯେଉଁ ଡୋରି ରେ ବନ୍ଧା ହୋି ରହିଥାଏ ତାହାକୁ କିଭଳି ଭାବେ ହେଣ୍ଡେଲ୍ କରିବା ଦରକାର ମାନେ ଆପଣ ବହୁତ ଭଲ ଭାବେ ବୁଝି ପାରୁ ଥିବେ । ଶାରୀରିକ ସଂମ୍ପର୍କ ଗୋଟିଏ ଏପରି ଚମତ୍କାରୀ ଜିନିଷ ହୋଇ ଥାଏ ଜାହାକି ସମସ୍ତଙ୍କୁ ନିଜ ଆଡକୁ ଟାଣି ପାରେ । ଏପରି ବେଳେ ଯଦି ଆପଣ ମାନେ ଏହି ସଂମ୍ପର୍କ ବନାଉଛନ୍ତି ତେବେ ଜାଣିବା ଦରକାର କି କେଉଁ ସମୟ ରେ କରିବା ଦରକାର ଏହା ଛଡା କେଉଁ ସମୟ ରେ କରିଲେ କଣ ହୋଇ ଥାଏ ଟିକିଏ ଜାଣି ନେବା ।

1. ଭୋର ସମୟ ରେ ଏପରି କୁହାଯାଏ କି ଯଦି ଆପଣ କେବେ ବି ନିଜ ପତ୍ନୀ ଙ୍କ ସହିତ ଭୋର ସମୟ ରେ ସଂମ୍ପର୍କ ରଖୁଛନ୍ତି ତେବେ କୈଣସି ବଡ ରୋଗ ର ସାମ୍ନା କରିବା ପାଇଁ ପଡିଥାଏ । ଏପରି କି ଜନ୍ମ ହେବାକୁ ଜାଉଥିବା ଶିଶୁ ଉପରେ ବି ଏହାର ପ୍ରଭାବ ଦେଖା ଦେବା ପାଇଁ ଲାଗିଥାଏ


2. ସଂନ୍ଧ୍ଯା ସମୟ ରେ କିଛି ବଡ ବଡ ଜ୍ୟତିଷ ମାନେ କହିଛନ୍ତି କି ଯଦି ଆପଣ ପତ୍ନୀ ଙ୍କ ସହି ଶାରୀରିକ ସଂମ୍ପର୍କ ଯଦି ସଂନ୍ଧ୍ଯା ସମୟ ରେ ରଖୁଛନ୍ତି ତେବେ ବହୁତ ପରମାଣ ରେ ଧନ ର ହାନୀ ହୋଇ ଥାଏ ଏପରି କି ଆପଣଙ୍କ ଉପରେ ମାଁ ଲକ୍ଷୀ ଙ୍କ ଖରାପ ଦୃଷ୍ଟି ପଡିଥାଏ ।
3. 2 ମଧ୍ଯାନ ସମୟ ରେ କେବେବି ଆପଣ ଏହି ସଂମ୍ପର୍କ ସ୍ଥାପନ ମଧ୍ଯାନ ସମୟ ରେ କରନ୍ତୁ ନାହିଁ ନଚେତ ଆପଣଙ୍କ ଜନ୍ମ ହେବାକୁ ଥିବା ପୁତ୍ର ବା ପୁତ୍ରୀ କଳା ରଙ୍ଗ ର ହୋଇ ପାରେ ।
4. ଆଲୁଅରେ ଶାରୀରିକ ସଂମ୍ପର୍କ ଗୋଟିଏ ଏମିତି ଜିନିଷ କି ତାହାକୁ କେବଳ ଅନ୍ଧାରରେ କରିବା ଦ୍ବାରା ବହୁତ ସ୍ବର୍ଗିୟ ଲାଗିଥାଏ କିନ୍ତୁ ଯଦି ଆପଣ ଏହା ବଦଳ ରେ ଆଲୁଅରେ ସ୍ଥାପନ କରନ୍ତି ତେବେ ଆପଣ ସେତେ ପରମାଣ ରେ ମଜା ଉଠାଇ ପାରିବେ ନାହିଁ । ଏହା ଛଡା ଆପଣଙ୍କ ଆଗକୁ ଜନ୍ମିତ ପିଲା ବୋକା ଓ ଟେରା ହେବାର ସଂମ୍ପର୍ଣ୍ମ ସମ୍ଭାବନା ରହିଥାଏ । ତେବେ ଆପଣ କେବେ ବି ଏହି ସମୟ ରେ ଶାରୀରିକ ସଂମ୍ପର୍କ ସ୍ଥାପନ କରନ୍ତୁ ନାହିଁ ।

Leave A Reply

Your email address will not be published.