Take a fresh look at your lifestyle.

କିପରି ଆରମ୍ଭ କରିବେ ଶାରିରୀକ ସଂମ୍ପର୍କ । କେମିତି କରିବେ ଅଭୁଲା ସମ୍ପର୍କ ।

0 146

ବିବାହ ବନ୍ଧନ ଏହି ବନ୍ଧନ ଗୋଟିଏ ଏମିତି ସଂମ୍ପର୍କ ଜାହାକି ନା କେବେ ଭାଙ୍ଗି ହୁଏ ନା କେବେ ଧୂଳି ସାତ କରିହୁଏ ନା ଏମିତି ପିଲା ଖେଳ ଭାବି ଭୁଲି ହୁଏ । ତେବେ ଏମିତି ରେ ଏହି ସଂମ୍ପର୍କ ଏମିତି ମଜବୁତ ହୋଇଥାଏ ଯେ ଯଦି ଦୁହେଁ ଦୁହିଁଙ୍କୁ ସଠିକ୍ ଭାବନା ରେ ପ୍ରେମ କରୁଥିବେ ତ ତାଙ୍କର ଏହି ଯୋଦି କୁ ଭାଙ୍ଗିବା ବହୁତ କଷ୍ଟ କର ହୋଇଥାଏ ।

ଖାସ୍ ଏଇଥି ପାଇଁ ଆମେ ଆଜି ଆପଣଙ୍କ ପାଇଁ ନେଇ ଆସିଛୁ ଏହି ସ୍ବାମୀ ସ୍ତ୍ରୀ ଙ୍କ ସଂମ୍ପର୍କ କୁ କିପରି ଭାବେ ମଜବୁତ ହୋଇ ପାରିବ ତା ପାଇଁ କିଛି ଉପାୟ ତେବେ ଆଜ୍ଞା ଆପଣ କେବେ ଭାବିଛନ୍ତି କି ସ୍ବାମୀ ସ୍ତ୍ରୀ ର ସଂମ୍ପର୍କ କୁ ଯେଉଁ ସୂତା ରେ ବାନ୍ଧି ରଖିଥାଏ ସେହି ସଂମ୍ପର୍କ ର ନାମ କଣ । ନାହିଁ ତାହା ହେଉଛି ଶାରୀରିକ ସଂମ୍ପର୍କ ତେବେ ଏହି ସାରୀରିକ ସଂମ୍ପର୍କ କୁ ଆପଣ କେମିତି ଭାବେ ମଜବୁତ କରିବେ

ତାହା ପାଇଁ ଆମେ କିଛି ଉପାୟ ଦେବା ଓ ଏପରି କି ଆପଣ କିପରି ଭାବେ ଏହି ଶାରୀରିକ ସଂମ୍ପର୍କ କୁ ଆରମ୍ଭ କରିବେ ତାହା ନେଇ ଆମେ ଆପଣଙ୍କୁ କିଛି କହିବା ପାଇଁ ଜାଉଛୁ । ଦେଖନ୍ତୁ ଶାରୀରିକ ସଂମ୍ପର୍କ ହେଲା ଗୋଟିଏ ଅନୁଭୁତି ଯେଉଁଥିରେ ଆପଣଙ୍କୁ ହିଁ ମଜା ଉଠାଇବା ପାଇଁ ପଡିଥାଏ ।

ଏମିତି ରେ ଆପଣଙ୍କ ସହିତ ପତ୍ନୀ ମଧ୍ୟ ବହୁତ ଲାଭ ଉଠାଇ ଥାନ୍ତି । ଯଦି ଆପଣ ଏହି ସଂମ୍ପର୍କ ପ୍ରଥମ ଥର ପାଇଁ ରଖିବା ପାଇଁ ଜାଉଛନ୍ତି ତେବେ ଆମେ କହିବା କି ଆପଣ କିପରି ଏହି ସଂମ୍ପର୍କ ର ଆରମ୍ଭ କରିବେ ଜାହା ଦ୍ବାରା ଆପଣ ବିପରିତ ପାଟି ବହୁତ ଆନନ୍ଦିତ ଓ ସ୍ବର୍ଗ ମୟୀ ହୋଇ ଯିବେ । ତେବେ ଏପରି ବେଳେ ଆପଣ ଯଦି କିଛି ବି ବୁଝି ପାରୁ ନାହାନ୍ତି ତେବେ ।

ପ୍ରଥମେ ଆପଣ ଏମିତି କରନ୍ତୁ ଯେମିତି ଆପଣଙ୍କ ପାର୍ଟନର ଶାରୀରିକ ସଂମ୍ପର୍କ ବନେଇ ବା ପାଇଁ ରାଜି ହୋଇଯିବେ । ଓ ଏହା ପରେ ଆପଣଙ୍କ ପାର୍ଟନର ଙ୍କୁ ଛୁଇଁବା ଆରମ୍ଭ କରନ୍ତୁ । ଏପରି ଭାବେ ଛୁଅନ୍ତୁ ଯେମିତି କି ସେ ସଂଭୋଗ କରିବା ପାଇଁ ଆକର୍ଶିତ ହେବେ । ଏପରି ବେଳେ ବି ଆପଣ ଦ୍ବତୀୟ ପ୍ରକ୍ରିୟା ବି କରି ପାରିବେ ।

ଯେମିତି କି କିଛି ବରଫ କୁ ନୁଅନ୍ତୁ ଓ ତାହାକୁ ପତ୍ନୀ ଙ୍କ ସର୍ବାଙ୍ଗ ରେ ଲଗାନ୍ତୁ । ଏହା ସହିତ ନାଭି ରେ ତୈଳ ଘର୍ଷଣ ଓ ଫଳ ର ବ୍ୟବହାର କରି ପାରିବେ । ଓ ଏମିତି ରେ ପତ୍ନୀ ବହୁତ ଲାଳସା ପୂର୍ଣ୍ଣ ହୋଇଯିବେ । ପରେ ତାଙ୍କୁ ଚୁମ୍ବନ କରିବା ସହିତ ଆପଣ ଲାଜୁଆ ସ୍ଥାନ ରେ ହାତ ମାରି ସଂଭୋଙ୍ଗ କ୍ରିୟା ଆରମ୍ଭ କରିବା ଦ୍ବାରା ପତ୍ନୀ ସ୍ବର୍ଗ ମୟୀ ହୋଇ ଯିବେ ।

ତେବେ ଯଦି ଆପଣଙ୍କୁ ଏହି ପ୍ରକାରର ଅଧିକ କିଛି ସୂଚନା ଦରକାର ତେବେ କମେଣ୍ଟ କରନ୍ତୁ ଓ ଏମିତି ରେ ନିଶ୍ଚିତ ଭାବେ ଲାଇକ୍ କରନ୍ତୁ । ଓ ସେୟାର ମଧ୍ୟ କରିବା ପାଇଁ ଭୁଲିବେ ନାହିଁ ।

Leave A Reply

Your email address will not be published.