Take a fresh look at your lifestyle.

କେବଳ ଚିନ୍ କୁ ଟକ୍କର ଦେବା ପାଇଁ ଭାରତ କିଣିଲା ନୁଆ ରୋବଟ୍ । ସୈନ୍ୟବଳର ଗୁରୁତ୍ୱ କମିବ ଓ ଜ୍ଞାନକୌଶଳର ପ୍ରୟୋଗ ବଢ଼ିବ

0 77

ଗତ ସମୟ ରେ ଆପଣ ଜାଣି ଥିବେ କି ଜାହା ପାଖରେ ଯେତେ ପରିମାଣ ରେ ପଇସା ସେ ସେତେ ଧନୀ ରହିଥିଲା । ଓ ବର୍ତମାନ ସମୟ ରେ ବି ଏହି ପରି ହେବାର ଦେଖା ଦେଇଛି । କିନ୍ତୁ ଏହି ପରି ଭାବେ ଯେଉଁ ଦେଶ ର ଯେତେ ସୈନିକ ରହିଛନ୍ତି । ସେହି ଦେଶ ସେତେ ସକ୍ତି ଶାଳୀ କୁହାଯାଉ ଥିଲା । କିନ୍ତୁ ଆଜି ସମୟ ରେ ଏହାର ମୂଲ୍ୟ କିଛି ନାହିଁ ।

ଏହାର କାରଣ ବହୁତ ଗୁଡିଏ ରହିଛି ଆମେ ଜାଣିଛେ କି ଆଗରୁ ନିଜର ସୈନିକ ବଳ ନେଇ ବହୁତ ଭାରତ ପାକିସ୍ତାନ କୁ ହରାଇଛି । ଏମିତି ରେ ଆଗ ସମୟ ରେ ଏହାର ବ୍ୟବହାର ବହୁତ ମାତ୍ରା ରେ କମିଯିବ । କାରଣ ଏବେ ସୈନ ବଳ ନୁହେଁ ବରଂ ଜ୍ଞାନ କୈଶଳ କୁ ନେଇ ଚାଲିବ ଲଢେଇ ।

ତେବେ ବର୍ତ୍ତମାନ ସମୟ ରେ ଆମ ଭାରତ କୁ ଆଉ ସୈନ ବଳ ର ଦରକାର ନାହିଁ ବରଂ ଜ୍ଞାନ ଜେତେ ପରିମାଣ ରେ ରହିବ ଆଗ ସମୟ ରେ ସେତେ ପରିମାଣ ରେ ଆମ ପାଖରେ ଶକ୍ତି ଶାଳି କହି ପାରିବା । ଯେମିତି ରେ ଚୀନ ତା ପାଖେ ଯେତେ ପରିମାଣ ରେ ସୌନ ଶକ୍ତି ନାହିଁ ସେତେ ଜ୍ଞାନ କୌଣଳ ରହିଛି ।

ଏମିତି ଆମେ କହି ଦେଉଛୁ କି ଡ୍ରନ ସାହାଯ୍ଯ ରେ ଆଗ ସମୟକୁ ବୋମା ର ବର୍ଷା କରାଯିବ । ତାହାବି ଗୋଟିଏ କୋନ୍ଟ୍ରଲ ରୁମ ରେ ବସି କରି ତାହାକୁ ଚଳାଇବେ । ଏମିତି ପରିସ୍ଥିତି ରେ ଆମ ଦେଶ ର ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି କି ଆଗ ସମୟ ରେ ଭାରତ ପାଖରେ ଯେତେ ପରିମାଣ ରେ ସୈନ ବଳ ରହିଛି ତାହା ଠାରୁ ଅନେକ ଗୁଣ ରେ ଜ୍ଞାନ କୈଶଳ ଓ ଟେକ୍ନଲୋଜି ରେ ଆଗକୁ ଯିବ ବୋଲି ଓ ଏହା ସହିତ ଦୁନିଆଁ ର ସବୁଠାରୁ ଶକ୍ତି ଶାଳୀ ରାଷ୍ଟ୍ର ର ରୁପ ହେବା ପାଇଁ ବି ଜାଉଛି । ବୋଲି କହିଛନ୍ତି ।

ଆଗ ସମୟରେ ,ସାଧାରଣ ସୈନିକ ବଦଳ ରେ ସ୍ମାଟ ସୈନିକ ରଖାଯିବ ଓ ଏହା ସହିତ ଆଗ ସମୟ ରେ ଜ୍ଞାନ କୌଶଳ ରେ ବହୁତ ସମୟରେ ଆଗକୁ ଯିବ ବୋଲି ଭାରତ କହିଛନ୍ତି । ଆମ ଭାରତ ର ପ୍ରଧାନ ମନ୍ତ୍ରୀ । ଏହା ପ୍ରାୟ 2030 ବେଳକୁ ଅନ୍ୟ ଦେଶ ତୁଳନା ରେ ଭାରତ ରେ ବହୁତ ପରିମାଣ ରେ ଶକ୍ତି ଶାଳୀ ହୋଇ ଥିବ ଜଣା ପଡିଛି । ଯୁଦ୍ଧ ଅସ୍ତ୍ର , ଓ ପରମାଣୁ କ୍ଷେତ୍ର ବହୁତ ଆଗକୁ ଯିବାର ରହିଛି ବୋଲି ଜଣା ପଡିଛି । ତେବେ ଆମ ଦେଶ କେମିତି ଭାବରେ ଆଗକୁ ବଢୁଛି ବା ଆଗକୁ କେମିତି ବଢି ପାରିବ ଆମକୁ କମେଣ୍ଟ କରି ଜଣାନ୍ତୁ ।

Leave A Reply

Your email address will not be published.