Take a fresh look at your lifestyle.

ଜାଣନ୍ତୁ । ବଲିଉଡ ର ଏହି ଅଭିନେତା ଖୋଲା ଖୋଲି ଭାବେ ଶିଳ୍ପା ସେଠୀ ଙ୍କ ସହିତ କରି ଦେଲେ ଏପରି କାଣ୍ଡ ।

0 110

ହଲିଉଡ ରେ 68 ବର୍ଷ ରେ ପାଦ ଥାପି ସାରି ଥିବା ରିଚର୍ଡ ଗେରେ କୁ ଆମ ଭାରତ ରେ ବହୁତ ଭଲ ଭାବରେ ବର୍ତ୍ତମାନ ,ସମୟ ଜାଣି ଛନ୍ତି ସେବି ପୁଣି ଆମ ବଲିଉଡ ର ଗୋଟିଏ ଅଭିନେତ୍ରୀ ଙ୍କ ପାଇଁ ହିଁ ।ଏମିତି ବେଳେ ଜଣା ପଡିଥିଲା କି ରିଚର୍ଡ ଗେରେ ଙ୍କୁ ସବୁ ବେଳେ ଗୋଟିଏ ରମାଣ୍ଟିକ୍ ଷ୍ଟାର ଭାବରେ ଜଣା ଜାଇ ଥାନ୍ତି । ରିଚର୍ଡ ଗେରେ ଙ୍କ ଜନ୍ମ ଆମେରିକାର ଫିନ୍ ଲାଣ୍ଡ ରେ 31 ଅଗଷ୍ଟ 1971 ରେ ହୋଇ ଥିଲା ।

ଏମିତି ବେଳେ ରିଚର୍ଡ ଗେରେ ଫିଲ୍ମ ରେ ଆସିବା ପୂର୍ବରୁ ହିଁ ସେ ଫିଲ୍ମ ଥେଟର ରେ କାମ କରୁିଥିଲେ । ତାଙ୍କର ପ୍ରଥମ ଫିଲ୍ମ ଲୁକିଇଂ ଫର ମିଷ୍ଟର ଗୁଡବାର ଥିଲା । ଯେ୍ଉଁଟା କ 1977 ମସିହା ରେ ରିଲିଜ୍ ହୋଇ ଥିଲା । ଏହା ପରେ ରିଚର୍ଡ ଗେରେ ଙ୍କୁ 1999 ମସିହା ରେ ଦୁନିଆଁ ର ସବୁଠୁ ସେକ୍ସି ପୁରୁଷ ଭାବେ ଘୋଷଣା କରା ଗଲା କିନ୍ତୁ ଏପରି ବେଳେ ରିଚର୍ଡ ଗେରେ ଙ୍କ ଏହା ପରେ ଭାରତ ସହିତ ବହୁତ ଗଭିର ସଂମ୍ପର୍କ ରହିଛି ।

ସେ ଭାରତ ରେ ରହିଥି୍ବା ଧର୍ମ ଗୁରୁ ଦଳାଇ ନାମା ଶିଷ୍ୟ ଅଟନ୍ତି ଏମିତି ରେ କେବଳ ଏତିକି ନୁହେଁ ବରଂ ସେ ଆମ ଭାରତ ରୁ ବୌଦ୍ଧ ଧର୍ମ ର ବି ପ୍ରଚାର କରାଇ ଥିଲେ କିନ୍ତୁ ଏମିତି ବେଳେ ତାଙ୍କ ନାମ ରେ ଗୋଟିଏ ବଡ ଅଭିଯୋଗ ଆସି ଆମ ପାଖରେ ପହଁଚିଛି ।ରିଚର୍ଡ ଗେରେ ଙଅକୁ ବଲିଉଡ ରେ କାର୍ଯ୍ଯ ପାଇଁ ଜଣା ଜାଇ ଥାନ୍ତି ।

ଆପଣଙ୍କ ଜାଣିବା ପାଇଁ ଆମେ ଆପଣଙ୍କୁ କହିବା ପାଇଁ ଚାହିଁବୁ କି ଏହି ଘଟଣା ଟି 2007 ର ଅଟେ ଯେତେ ବେଳେ ରିଚର୍ଡ ଗେରେ ଜୟ ପରୁ ରେ ଗୋଟିଏ ଜାଗୃତା କାର୍ଯ୍ଯ କ୍ରମ ପାଇଁ ଆସି ଥିଲୱେ କିନ୍ତୁ ଏମିତି ବେଳେ ସେଠାରେ ସେ ଶିଳ୍ପା ସେଠୀ ବି ଅତିଥି ଭାବରେ ବି ପହଁଚି ଥିଲେ କିନ୍ତି ଏମିତି ବେଳେ ସେହି କାର୍ଯ୍ଯ କ୍ରମ ରେ ରିଚର୍ଡ ଗେରେ ପ୍ରଥମେ ଶିଳ୍ପା ସେଠୀ ଙ୍କ ହାତ ଧରି କିସ୍ ଦେଇ ଥିଲେ ଓ ପରେ ତାଙ୍କୁ ନେଇ ମଞ୍ଚ ରେ ପହଁଚି ଥିଲେ ଓ କିଛି କହିବା ପାଇଁ ଲାହୃଗି ଜାଇ ଥିଲେ

ଏହା ଭିତରେ ସେ ପ୍ରଥମେ ହାତରେ କିସ୍ କରିବା ସହିତ ଜବରଦସ୍ଥି ଧରି ତାଙ୍କ ଗାଲ ରେ ବି କିସ୍ କରିବା ରେ ଲାଗି ଥିଲେ ଅଚାନକ ଏହି ଘଟଣା ରେ ଶିଳ୍ପା ସେଠୀ ସେଠାରେ ଆଶ୍ଚର୍ଯ୍ଯ ହୋଇ ଜାଇ ଥିଲେ । ପରେ ଶିଳ୍ପା ସେଠୀ ରିଚର୍ଡ ଗେରେ ଉପରେ ଏହି ନେଇ ଆରୋପ ଚଳାଇ ଥିଲେ ଏମିତି ରେ ରିଚର୍ଡ ଗେରେ ଙ୍କୁ ସେଠାରେ କ୍ଷେମା ମାଗିବା ପାଇଁ ପଡି ଥିଲା

ଏମିତି ବେଳେ ଏହି ଘଟଣା କୁ କୋର୍ଡ କୁ ନିଆ ଯିବା ପରେ କୋର୍ଟ କହି ଥିଲେ କି ଏହା ଗୋଟିଏ ଲୋକ ପ୍ରିୟତା ବଢାଇବା ପାଇଂ ଏପରି କରା ଜାଇଥିଲା । ଓ ଏହି କେସ୍ କୁ ଖାରଜ କରିଥିଲା ବବୋଲି ଜଣା ପଡିଛି ।

Leave A Reply

Your email address will not be published.