Loading...

ଜାଣନ୍ତୁ ଆଜି ଦୂର୍ଗା ପୂଜା ରେ ଭାରତ ର ସବୁଠୁ ଦାମି ଶାଢୀ ପିନ୍ଧିଲେ ଅୟସୁରିଆ ରାୟ । ଦାମ୍ ଶୁଣି ଉଡିଯିବ ହୋସ୍

0 231

ଆଜି ହେଉଛି ମହା ଅଷ୍ଟମୀ ଏପରି ବେଳେ ଆଜି ଦିନ ରେ ବହୁତ ଘର ର ଝିଅ ବହୁ ମାନେ ମହା ଅଷ୍ଟମୀ ର ବ୍ରତ ପାଳିଥାନ୍ତି । ଓ ଏହି ଦିନ କୁ ଝିଅ ବୋହୁ ମାନେ କାହିଁ କେତେ ଦିନ ରୁ ହିଁ ଅପେକ୍ଷା କରି ରହିଥାନ୍ତି । ମହା ଅଷ୍ଟମୀ ପୂଜା ମଣ୍ଡପ ରେ ବି ବହୁତ ମାତ୍ରା ରେ ଭିଡ ରହିଥାଏ । ତେବେ ଏମିତି ରେ ଏଙି ଭିଡ ସ୍ବତେ ବି ଲୋକ ମାନେ ଏହାର ସାମ୍ନା କରି ଥାନ୍ତି । ଏହା ସହିତ ଝିଅ ବୋହୁ ମାନେ ବହୁତ ଭଲ ଭଲ ଡ୍ରେସ୍ ବା ଶାଢୀ ପିନ୍ଧିବାର ବି ଦେଖା ଦେଇ ଥାନ୍ତି ।

ଏପରି ସମସ୍ତେ ତ ଶାଢୀ ପିନ୍ଧି ବୁଲିବା ଦେଖି ଥିବେ କିନ୍ତୁ କେବେ ଗୋଟିଏ ବଲିଉଡ ଅଭିନେତ୍ରୀ ଙ୍କୁ ଶାଢୀ ପିନ୍ଧି ବୁଲିବାର ଦେଖିଛନ୍ତି କି ସେ ବି ପୁଣି ଭାରତ ର ସବୁଠୁ ଦାମୀ ଶାଢୀ ପିନ୍ଧିବା ପରେ । ଦେଖନ୍ତୁ ତାଙ୍କର ଲୁକ୍ କୁ ଟିକିଏ ଆଜି ମହା ଅଷ୍ଟମୀ ପୂଜା ମୁମ୍ବାଇ ର ମଣ୍ଡପ ଗୁଡିକ ରେ ସେ ବୁଲି ବୁଲି ଦେଖି ବା ସହିତ ନବରାତ୍ରୀ ର ବହୁତ ମଜା ନେଇ ଥିବା ର ଜଣା ପଡିଛି ।

ଏମିତି ବେଳେ ଏକ ବିଶେଷ ଖବର ରୁ ଜଣା ପଡିଛି କି ଯେଉଁ ଶାଢୀ ଟି ଅୟସୁରିଆ ରାୟ ପିନ୍ଧି ଥିଲେ ତାହା ଭାରତ ର ସବୁଠୁ ଦାମୀ ଶାଢୀ ଥିଲା ବୋଲି ।

ଏହି ଶାଢୀ ଟି ଖାସ୍ କରି ଅୟସୁରିଆ ରାୟ ଙ୍କ ପାଇଁ ତିଆରି ହୋଇ ଥିବା ବେଳେ ଜଣା ପଡିଛି କି ଏହାର ମୂଲ୍ୟ 50 ଲକ୍ଷ ଟଙ୍କା ରୁ ବି ଅଧିକ ଶାଢୀ ରେ ଖାସ୍ ପ୍ରକାରର କାରି ଗରୀତା ବ୍ୟବହାର କରିବା ର ଜଣା ପଡିଛି ଏଥିରେ ।ଯେଉଁ ତରଣ ଟି ଲଗା ଜାଇଛି ସେହି ତରଣ କୁ ବନେଇବା ପାଇଁ ତିନି ମାସ ଲାଗିଛି ବୋଲି ସୂଚନା ରହିଛି । ଏପରି ବେଲେ ବର୍ତ୍ତମାନ ସମୟ ରେ ଏହି ଶାଢୀ କୁ ନେଇ ଚର୍ଚ୍ଚା ବହୁତ ଯୋର ଧରିଛି

ଏବେ ଅଏହି ଶାଢୀ କୁ ଦେଖୀି ସାରା ବଲିଉଡ ଅଭିନେତ୍ରୀ ମାନେ ଅୟସୁରିଆ ରାୟ ଙ୍କ ଉପରେ ବହୁତ ଜଳୁଛନ୍ତି । ଖାସ୍ ପ୍ରକାରର କାରି ଗରୀତା ବ୍ୟବହାର ଟି ବନାରଶି ଶାଢୀ ବହୁତ ମନ ମୁଗ୍ଧ କର ହୋଇ ଛି ଆଜି ମୁମ୍ବାଇ ର ପ୍ରତ୍ୟେକ ସ୍ଥାନ ରେ ବୁଲିବା ସହିତ ସେ ଆଜି ବହୁତ ସ୍ଥାନ ରେ ତାଙ୍କର ଫେନ୍ ମାନଙ୍କୁ ଦେଖା କରି ଥିଲେ ଏଥି ସହିତ ତାଙ୍କ ସହିତ ତାଙ୍କର ଝିଅ ବି ଦେଖା ଦେଇ ଥିଲେ । ତେଣୁ ଆପଣ ମାନେ ଆମକୁ ଜଣାନ୍ତୁ କି ଏହି ଲୁକ୍ ଟି କେମିତି ଲାଗିଲା ।

Loading...
Loading...