Take a fresh look at your lifestyle.

ଜାଣନ୍ତୁ ଆମ ପୋଲିସ ପ୍ରସାଶନଙ୍କ ବିଷୟରେ । ଦଶହରା ରାବଣ ପୋଡି ର ବୈଠକ କରିବା ବେଳେ ରାବଣ ପରି ନିଜେ ଶୋଇ ପଡିଲେ ।

0 112

ଆଜ୍ଞା ଆସିଛି ଦରହରା ଏହି ଦଶହରା ରେ ଆପଣଙ୍କୁ ବହୁତ ବହୁତ ଧନ୍ୟବାଦ । ତେବେ ଏହି ଦଶହରା ର ପରି ପେକ୍ଷିରେ ଚାଲି ଥିଲା ମିଟିଂ କିନ୍ତୁ ଶୋଇ ପଡିଲା କାନୁନ୍ । ତେବେ ଏଙା ପଛରେ କଣ ରହିଛି ଘଟଣା ଆସନ୍ତୁ ଟିକିଏ ଜାଣି ନେବା । ଆଜ୍ଞା କଥା ଟି ହେଲା । ଆସୁଛି ଦଶହରା ଆପଣ ଜାଣିଥିବେ । ତେଣୁ ଏହି ପରି ବେଳେ ବହୁତ ଲୋକ ଙଅଖ ଭିଡ ତ ରହିବ ଆପଣ ଜାଣି ଥିବେ କେତେ ଆଡେ ମେଳା ଲାଗିବ ଓ ଏହା ସହିତ ବହୁତ ଜାକ ଜମକ ରେ ଏଙି ପୂଜା ର ଆୟୋଜନ କରାଯାଏ ।

ହେଲେ ଏମିତି ବେଳେ ଯଦି କୈଣସି ସ୍ଥାନ ରେ ଝଗଡା ହୋଇଥାଏ ସେ ବି ପୁଣି ମେଳା ଭିତରେ ତେବେ କିଏ ସେହି ଝଗଡା କୁ ସମାଧାନ କରିଥାଏ । ପୋଲିସ୍ ବାବୁ ।

ହେଲେ ଏମିତି ରେ ଯଦି ପୋଲିସ୍ ବାବୁ ଶୋଇ ପଡନ୍ତି ତେବେ ଆପଣ କଣ କରିବେ । ଝଗଡା ମେଣ୍ଟ କରିବା ପାଇଁ କିଏ ଆସିବ କୁହନ୍ତୁ । ଆଜ୍ଞା କିଛି ଏହି ପରି ଘଟଣା ହୋଇଛି ପାଟଣା ଜ୍ଞାନଭବନରେ ଏହି ବର୍ଷ ଦୂର୍ଗା ପୂଜା ରେ ବହୁତ ବଡ ମେଢ ସହିତ ବହୁତ ଆଡମ୍ବରେ ପୂଜା ଚାଲିଛି ଓଡିଶା ରେ କିନ୍ତୁ ଏମିତି ରେ ଆପଣ ଜାଣି ଥିବେ କି ଆଉ କିଛି ଦିନ ପରେ ରାବଣ ପୋଡି ମଧ୍ଯ ଆସିବା ପାଇଁ ଜାଉଛି ।

ଏଥି ମଧ୍ୟରେ ଏହି ରାବଣ ପୋଡି କୁ ନେଇ ଗୋଟିଏ ବଡ ବୈଠକ ବସିଥିଲା ପାଟଣା ଜ୍ଞାନଭବନରେ ଯେମିତି ଭାବେ ଲୋକ ମାନେ କିପରି ଭାବେ ଭଲ ରେ ଆସି କିପରି ଭାବେ ଏହି ରାବଣ ପୋଡି ର ମଡା ଉଠାଇ ପାରିବେ ଓ ଏହା ସହିତ ,ସେମାନେ କିପରି ଭାବେ ସୁର୍ଷିତ ରହିବେ । ସେଥି ପାଇଁ ସେମାନଙ୍କ ମଧ୍ଯ ରେ ଏକ ବହୁତ ଯରୁରୀ ବୈଠକ ର ଆୟୋଜନ କରା ଜାଇ ଥିଲା ।

କିନ୍ତୁ ଏହି ବୌଠକ ରେ ପୋଲିସ୍ ବାବୁ ମାନେ ସୁଣିବେ କଣ ସେମାନେ ତ ନିନ୍ଦ ରେ ଘୁଙ୍ଗୁଡି ମାରୁଛନ୍ତି । ଦୁର୍ଗାପୂଜା ଅବସରରେ ଶାନ୍ତି ଶୃଙ୍ଖଳା ରକ୍ଷା ପାଇଁ ଏହି ବୈଠକ ର ଆୟ.ଯଜ କରା ଜାଇଥିଲା ।

ଏମିତି ରେ ସେମାନେ ଶୃଙ୍ଖଳା ଦେବେ କଣ ନିଜେ ଶୃଙ୍ଖଳା ବଦ୍ଧ ହୋଇ ଶୋଇ ଥିଲେ କେମିତି ଟିକିଏ ନଜର ପକାନ୍ତୁ ଥରେ ।ଏପଟେ ଏକ ଗୁରୁତ୍ବ ପୂର୍ଣ୍ଣ ବୈଠକ ରେ ଆଲୋଚନା ଚାଲିଥିବା ବେଳେ ଆମ ପୋଲିସ୍ ବାବୁ ମାନେ କପରି ଭାଭେ ଶୋଇଛନ୍ତି ସେ ବି ପୁଣି ବହୁତ ଆଡମ୍ବରରେ । ତେବେ ଏପରି ବେଳେ ଆପଣ କୁହନ୍ତୁ କି ଏମିତି ରେ ଯଦି ଏମାନେ ଶୃଙ୍ଖଳା ରକ୍ଷା କରିବା ମାମଲା ରେ ନିଜେ ଶୃଙ୍ଖଳା ବଦ୍ଧ କରିଲେ କେମିତି ଲୋକଙ୍କ ରକ୍ଷା ହେବ ।

Leave A Reply

Your email address will not be published.