Take a fresh look at your lifestyle.

ଜାଣନ୍ତୁ ଏତେ ପ୍ରେମ କାହିଁକି – ଶଶୁର ଘରେ ନୂଆ ଜ୍ବାଇଁ କୁ ଭିନ୍ନ କ୍ଷେମ ର ସ୍ବାଗତ କରିଲେ ଶାଶୁ ।

0 127

ଆଜିକାଲି ର ଜୀବନ ପନ୍ଥା ରେ ବହୁତ କିଛି ଏପରି ରହିଛି କି ଯେଉଁ ଗୁଡିକୁ ଯାଣିବାରେ ବହୁତ ପ୍ରକାରର କଷ୍ଟ କରିବା ପାଇଁ ପଡିଥାଏ । କିନ୍ତୁ ଏହାକୁ କୁ ଥରେ ଜାଣିଗଲେ ଆପଣ ଙ୍କର ତ ମଜା ହିଁ ମଜା ହୋଇଥାଏ । ଓ ଦୁନିଆଁ ରେ କିଛି ଏପରି ବି ହୋଇଥାଏ କି ଆପଣ ମାନେ ଦେଖି ବହୁତ ଆଶ୍ଚର୍ଯ୍ଯ ହେବା ଭଳି ଘଟଣା ହୋଇଥାଏ ।

ଆମେ ବହୁତ ଥର ଦେଖିଥାଉ କି କୈଣସି ପିଲା ଭୁଲ କଲେ ସେ ନିଜ ମାଁ ଙ୍କ ଠାରୁ ବା କୈଣସି ସ୍କୁଲ ବା କଲେଜ ରେ ଆପଣ କିଛି ବି ଭୁଲ କଲେ ସେଠାରେ ଆମକୁ ପନିସ୍ ମେଣ୍ଟ ମିଳିଥାଏ ଓ ଏହାବି ହୋଇଥାଏ କି ଆମକୁ ଅପମାନ ବି ହେବା ପାଇଁ ପଡିଥାଏ । କିନ୍ତୁ ଏପରି କ୍ଷେତ୍ରରେ କେବେ ଆପଣ ଦେଖିଛନ୍ତି କି କୈଣସି ଶାଶୁ ନିଜ ଜ୍ବାଇଁ ଙ୍କୁ ମାରିଥିବାର ସେ ପୁଣି ହାତରେ ନୁହେଁ ଜୁତା ରେ ।

ଏମିତି କେବେ ଦେଖିଛନ୍ତି କି । କିନ୍ତୁ ଏପରି ଗୋଟିଏ ଘଟଣା ଉତ୍ତରପ୍ରଦେଶ ର ଏକ ଅଞ୍ଚଳ ରେ ଦେଖା ଦେଇଥିଲା । କି ଶାଶୁ ନିଜ ଜ୍ବାଇଁ ଙ୍କୁ ଜୁତା ରେ ମାରିବାର । ଆପଣ ଏହି ଫୋଟ ରେ ସଂମ୍ପୂର୍ଣ୍ଣ ଭାବେ ଦେଖି ପାରୁଥିବେ । ସେ କଥା କଣ କି କିଛି ଦିନ ତଳେ ଏମିତି ପ୍ରକାରେ ଜ୍ବାଇଁ ପୁଅ ଶାଶୁ ଙ୍କ ଝିଅ କୁ ଭଲ ପାଇ ନେଇ ପଳାଇଥିଲେ ଓ ଗତ ତିନିମାସ ହେଲା ଏମାନଙ୍କର ଦେଖା ସାକ୍ଷାତ ହୋଇନଥିଲା ।

ତେଣୁ ସେଇଥି ପାଇଁ ବର୍ତ୍ତମାନ ଜ୍ବାଇଁ ତାଙ୍କ ଝିଅ କୁ ନେଇ ଘର କୁ ଫେରିବାରୁ । ଜ୍ବାଇଁ ପୁଅ ଙ୍କୁ ଏପରି ଭାବେ ସ୍ବାଗତ ହେଉଛି ଯେ ଆପଣ ତାହା ନିଜେ ଆଖି ଆଗରେ ଦେଖି ପାରୁଥିବେ । ଏପରି ପରିସ୍ଥିତି ରେ ଶାଶୁ ଝିଅକୁ ବି ବହୁତ ମାରିଥିବାର ଦେଖା ଦେଇ ଥିଲେ ଓ ସେମାନଙ୍କୁ କହିଥିଲେ କି ସେମାନେ ଚାହିଁଥିଲେ ମୁଁ ସେମାନଙ୍କ ବାହାଘର ଏଇଠି କରାଇ ଦେଇଥାନ୍ତି କିନ୍ତୁ

ଏମାନେ ଏପରି କି ତାଙ୍କର ଇଜତ ମହ୍ବତ ପୁରା ମାଟି ରେ ମିଶାଇ ଦେଇଥିବାରୁ ସେ ଏପରି କରିଛନ୍ତି ବୋଲି ସଂମ୍ପବର୍ଣ୍ଣ ଭାବେ ଜଣା ପଡିଥିଲା । ତେବେ ଏପରି ପରିସ୍ଥିତି ରେ ଆପଣ ଆମକୁ କୁହନ୍ତୁ ଏଠାରେ ଶାଶୁର ଭୁଲ ନିଜ ଜ୍ବାଇଁ କୁ ମାରି ନା ଜ୍ବାଇଂ ର ଭୁଲ ତାଙ୍କ ଝିଅ କୁ ନେଇଯାଇ । ଆମକୁ କମେଣ୍ଟ କରନ୍ତୁ । ଓ ଏହା ସହିତ ଯଦି ଆପଣ ଙ୍କୁ ଲାଗୁଛି କି ଏହି ପରି ଭାବେ ଲୋକ ମାନଙ୍କୁ ପ୍ରଭାବିତ କରାଇବା ପାରୁଛୁ ତେବେ ନିଶ୍ଚିତ ଭାବେ କମେଣ୍ଟ କରନ୍ତୁ ଓ ଏଥି ସହିତ ଆମେ ଲାଇକ୍ କରିବା ପାଇଁ ଭୁଲିବେ ନାହିଁ ।

Leave A Reply

Your email address will not be published.