Take a fresh look at your lifestyle.

ଜାଣନ୍ତୁ ଏହି ଖେଳାଳି ଜଣକ କିଏ । ଗୋଟିଏ ଓଭୋର ରେ 6 ଟି ଛକ୍କା ଓ 12 ଟି ବଲ ରେ 80 ରନ୍ ।

0 122

ଆଫଗାନିସ୍ଥାନ ର ପ୍ରିମିୟମ ଲିଗ୍ ରବିବାର କାବୁଲ ଜୱାନନ୍ ଓ ବଲଖ ଲିଜେଣ୍ଡ ଙଅକ ମଧ୍ଯ ରେ ଖେଳା ଜାଇଥିଲା ଓ ଏହି ଖେଳ ରେ ଗୋଟିଏ ପ୍ରକାରର ଅଦ୍ଭୁତତା ଦେଖିବା ପାଇଁ ମିଳି ଥିଲା ଜାହାକି ଆଜି କାଲିର ଖେଳାଳି ଙ୍କ ମଧ୍ଯ ରେ ଖୁବ୍ କମ ଦେଖିବା ପାଇଁ ମିଳିଥାଏ । ଏହା ସହିତ ଏପରି ଖେଳରେ ଆଫଗାନିସ୍ଥାନ ର ଓପନର ହଜାର ତୁଲ୍ଲା ଗୋଟିଏ ଅଭୋର ରେ 6 ଟି ଛକ୍କା ମାରିବା ସହିତ12 ଟି ବଲ୍ ରେ 80 ରନ୍ କରି ଆଜିର କ୍ଷେତ୍ରରେ ଏକ ବହୁତ ବଡ ଖେଳାଳି ରୁପରେ ଗଣା ହୋଇଛନ୍ତି ।

ଏହା ସହିତ ସେ ସେହି ଖେଳରେ ବହୁତ ସଂଘର୍ଶ କରିଥିଲେ । ଆଜିକା କ୍ଷେତ୍ରରେ ହଜାର ତୁଲ୍ଲା ଦୁନିଆଁ ର ସବୁଠୁ ବଡ ରେକର୍ଡ କରିଛନ୍ତି । ସେ କାବୁଲ ଜୱାନନ୍ ଙ୍କ ପକ୍ଷ ରୁ ଖେଳିବା ସହିତ 6 ଟି ବଲ୍ ରେ 6 ଟି ଛକ୍କା ମାରିବା ସହିତ ସେ ମାତ୍ର 17 ଟି ବଲ୍ ରେ 92 ରନ୍ କରିଥିଲେ ।

Image result for hajartulla jajai cricket player

ଏଥି ସହିତ ତାଙ୍କର ଏହି ଖେଳ ପାଇଁ ଦୁନିଆଁ ର ବହୁତ ବଡ ବଡ ଖେଳାଳି ମାନେ କହିଛନ୍ତି କି ସେ ଏପରି ଖେଳି ଭାରତୀୟ ଦଳର ୟୁବରାଜ ସିଂହ ଙ୍କ ଠୁ ଓ ୱେଷ୍ଟେଣ୍ଡିଜ ଟିମ୍ ର କ୍ରିଷ୍ ଗେଲ୍ ଙ୍କ ଠୁ ବି ଅଧିକ ମାତ୍ରା ରେ ଖେଳିଛନ୍ତି । ବୋଲି କହିଥିଲେ

ଏହା ସହିତ ସେ ବହୁତ ଶିଘ୍ର ସେମାନଙ୍କ ସମକକ୍ଷ ହୋଇ ପାରିବେ ବୋଲି କହିଛନ୍ତି । ଏପରି ବେଳେ ଆମେ ଆପଣଙ୍କୁ ଜଣାଇବା ପାଇଁ ଚାହିଁବିୁ କି 2007 ମସିହା ରେ ଠିକ୍ ଏହି ପରି ଭାବେ ଯୁବରାଜ ସିଂହ ବି ଏପରି 6 ଟି ବଲ ରେ 6 ଟି ଛକ୍କା ମାରିବା ରେ ସକ୍ଷମ ହୋଇ ଥିଲେ ।

Image result for hajartulla jajai cricket player

ତାଙ୍କ ପରେ ୱେଷ୍ଟେଣ୍ଡିଜ ଟିମ୍ ର କ୍ରିଷ୍ ଗେଲ୍ ବି ଏହି ପରି ଛକ୍କା ମାରିବା ରେ ବହୁତ ପରିମାଣ ରେ ସଫଳ ହୋଇଛନ୍ତି । ବର୍ତ୍ତମାନ ସମୟ ରେ 20 ବର୍ଷିୟ ଏହି ବାମ ହାତ ରେ ଖେଳୁ ଥିବା ବ୍ୟଟସ୍ ମ୍ୟନ୍ କହିଛନ୍ତି କି ଏହି ପରି ଭାବେ ସେ ଆଗକୁ ବି ଖେଳିବେ ବୋଲି ଓ ଏହା ସହିତ ସେ ଆଗରୁ ବି ଏପରି ନିଜର ଜଲ୍ବା ଦେଖାଇଛନ୍ତି ।

ତେବେ ତାଙ୍କ ଟିମ୍ ରେ ସେ ସବୁଠୁ ଭଲ ଖେଳାଳି ନୁହଁନ୍ତି ବରଂ ତାଙ୍କ ସହିତ ଅନ୍ୟ ଖେଳାଳି ମାନେ ବି ଏପରି ବହୁତ ଭଲ ଖେଳ ଥାନ୍ତି ।ତେବେ ଆଗତ ଦିନ ରେ ଏମାନେ ଗୋଟିଏ ବଡ ଟିମ୍ ହୋଇ ଆଗକୁ ବାହାରିବେ ବୋଲି ଜଣା ପଡିଛି । ଏହା ସହିତ ଗତ କିଛି ଦିନ ହେଲା ଏହି ଦଳ ର ପ୍ରଦର୍ଶନ ବହୁତ ଭଲ ରହିବାରୁ ସେମାନେ ଆଗାମି ସମୟ ରେ ଭାରତ ସହିତ ଖେଳିବାର ସମ୍ଭାବନା ରହିଛି ।

Leave A Reply

Your email address will not be published.