Take a fresh look at your lifestyle.

ଜାଣନ୍ତୁ କଣପାଇଁ । ଏବେ ପାକିସ୍ତାନ ଓ ଚିନ୍ ର ରକ୍ଷା ନାହିଁ । ଭାରତ ବନିଲା ସକ୍ତି ଶାଳି ରାଷ୍ଟ୍ର ଦେଲା ଖୋଲା ଧମକ ।

0 183

ଦିନେ ଭାରତ ଥିଲା ବିଶ୍ବ ର ସବୁଠୁ ଗରିବ ଦେଶ । ଏପରି କି ତା ପାଖେ ନିଜ ସତୃ ମାନଙ୍କୁ ହରାଇବା ପାଇଁ ଟିକିଏ ବି ଶକ୍ତି ନଥିଲା । ଏହି ଭିତରେ ପାକିସ୍ତାନ ଭାରତ ର ଉରି ଉପରେ ଆକ୍ରମଣ କରି ଦେଖେଇ ଦେଲା କି ସେ କେତେ ପରିମାଣ ରେ ଭାରତ କୁ ଘୃଣା କରେ । ଏହା ପରେ ରହିଲା ଚିନ୍ ତାର ବି ଶତୃତା କମ୍ ହେଲା ନାହିଁ ପରେ ସେବି ବହୁତ ଥର ଆର୍କମଣ କରିବାରେ ସଫଳ ହୋଇଥିଲା ।

ଥାହା ବି ପାକିସ୍ତାନ କୁ ନେଇ । ଏପରି ବେଳେ ଆମ ପାଖେ ଏତେ ପରମାଣ ରେ ସାମର୍ଥ ନ ଥିଲା କି ଆମେ ଏହି ସବୁ ପରିସ୍ଥିତି କୁ ସାମ୍ନା କରି ପାରିବୁ । କିନ୍ତୁ ଏମିତି ରେ ଉରି ଆକ୍ରମାଣ ରେ କିଛି ଟା ଆମେ ବି ପ୍ରତିଘାତ କରିଥିଲୁ । ପରେ ତା ରୋକି ଥିଲା ।

ସେତେବେଳେ ଆମ ପାଖରେ କୈଣସି ମିସାଇଲ କୁ ମାକ ଦେବା ପାଇଁ କିଛି ପ୍ରକାରର ପ୍ରସ୍ତୁତି ରହି ନ ଥିଲା ଓ ଏପରି କ୍ଷେତ୍ରରେ ସେତେ ବେଳେ କେବଳ ଭାରତ ନିଜ ସୌନିକ ବଳ କୁ ଭାବି ଲଢେଇ କରୁଥିଲା କିନ୍ତୁ ଏପରି ବେଲେ ବର୍ତ୍ତମାନ ସମୟ ରେ ଭାରତ ଜ୍ଞାନ କୈଶଳ ର ବ୍ୟବହାର କରିବା ରେ ଲାଗିଛି ଓ ଏହା ଛଡା ଏହି କିଛି ଦିନ ତଳେ ଆପଣ ଜାଣି ଥିବେ କି S 400 ର ଡିଲ୍ କରିବା ରେ ବହୁତ ଭଲ ରେ ସଫଳ ହୋିଛି ।

ଏହା ସହିତ ସେ ଆଉ କିଛି ଦନ ମଧ୍ୟ ରେ ଏହି ସବୁ ର ବ୍ୟବହାର ବି କରିବାରେ ଲାଗବ । ତେଣୁ ଏହା ସହିତ ଆଗ ସମୟ ବ୍ୟତିତ ଏବେ ଜ୍ଞାନ କୈଶଳ ମାନେ ଫାଇଟର ଜାଟ , ଫାଇଟର ଟେଙ୍କ ର ଉନ୍ନତି ଓ ଯଦ୍ଦରେ ବ୍ୟବହାରିକ ଗାଡି ଗୁଡିକୁ ପୂର୍ଣ୍ଣ ଭାବେ ନୁଆ କରିବା ପରେ ଏବେ ଏହା ସହିତ ବହୁତ କିଛି ନୂତନ ପଦ୍ଧଥି ରେ ହେବାରେ ଲାଗିଛି ।

ଏହା ସହିତ ଭାରତ ଯେଉଁ ଗତି ରେ ଆଗକୁ ଆଗକୁ ଜାଉଛି ତାହା ଦେଖି ବହୁତ ଖୁସି ଲାଗୁଛି । ଏହା ସହିତ ଆମେରିକାର ଧମକ ଦେବା ପରେ ବି ସେ ଋଷ ର ଜାନ ବାହାନ କୁ ବ୍ୟବହାର କରିବ ବୋଲି କହିଛି ଭାରତ । ଏହି ପରି କ୍ଷେତ୍ରରେ ଏବେ ଆରତ ପୂରା ସଂମୂଖ କରି ପାରିବ ବୋଲି କହିଛି ଅନ୍ୟ ଦେଶ କୁ ।

ତେଣୁ ଏବେ ବିନା କିଛି ସଂଙ୍କୋଚ କରି ଭଆରତ ଅନ୍ୟ ଦେଶ କୁ ଧମକ ଦେଇ ପାରିବ । ତେବେ ଆପଣ ଆମ ଭଆରତ ର ଶକ୍ତି କୁ ନେଇ ଓ ଲେଟେଷ୍ଟ ଟେକ୍ନୋଲଜି କୁ ବ୍ୟବହାରରେ କଣ କହିବା ପାଇଁ ଚାହୁଁଛନ୍ତି ଆମକୁ କମେଣ୍ଟ କରନ୍ତୁ ।

Leave A Reply

Your email address will not be published.