Loading...

ଜାଣନ୍ତୁ କଣପାଇଁ ସାଉଦି ଆରବ କୁ ଧମକ ଦେଲା ଆମେରିକା । ବଢିଲା ଭାରତର ତେଲ ଚିନ୍ତା ଏଥର କଣ ପାଇଁ ପେଟ୍ରୋଲ 95 ଟପିପାରେ

Loading...
0 276

ବର୍ତମାନ ସମୟ ରେ ଭାରତ ପାଇଁ ଗୋଟିଏ ବଡ ଚିନ୍ତା ରହିଛି ତାହା ହେଉଛି ତୈଳ ଓ ଏମିତିରେ କିଛି ଦିନ ମଧ୍ଯରେ ଏହି ତୈଳ ଦର ବୃଦ୍ଧି କୁ ନେଇ ବହୁତ ଚିନ୍ତା ରେ ରହିଛନ୍ତି ଆମ ଭାରତ ସରକାର । ଏପରି ବେଳେ ଏକ ବଡ ଖବର ବି ସାମାନା କୁ ଆସିଛି କି ଚିନ ପରେ ଆମେରିକାର ସାଉଦି ଆରବ ସହିତ ବି ବହୁତ ବଡ ଝଗଡା ହେବାକୁ ଜାଉଛି ।

ଏମାନ ଙଅକ ପାଇଁ ଏବେ ଆମ ଭାରତ ବହୁତ ଚିନ୍ତା ରେ ରହିଛି । ଏହି ଚିନ୍ତା ର କାରଣ ବନେଛି ୱାଂଶିଟନ୍ ପୋଷ୍ଟ ଗୁଡିକ ର ଲେଖା ଲେଖା ଲେଖି କରୁଥିବା ଏକ ବଡ ସାମ୍ବାଦିକ ଯେକି ବହୁତ ଥର ତାଙ୍କ ଲେଖା ରେ କମାଲ ଦେଖାଇଛନ୍ତି ଏପରି ବେଳେ ସେ ଗାୟବ ରହିଛନ୍ତି ବୋଲି କହିଛି ୱାଂଶିଟନ୍ ଏମିତି ରେ ଏହି ଘଟଣା କୁ ନେଇ ଆମେରିକାର ରାଷ୍ଟପତି ଡୋନାଲଡ ଟ୍ରମ୍ପ ଓ ସାଉଦି ଆରବ ର ଶାଶନ ମୂଖ୍ଯ ମହମତ୍ ବିନ୍ ,ସଲମାନ ଏବେ ଟକ୍କର ନେବା ପାଇଁ ଜାଉଛନ୍ତି ।

ଏପରି ବେଳେ ଚିନ୍ତା ରହିଛି କି ୱାଂଶିଟନ୍ ପୋଷ୍ଟ ଲେଖୁ ଥିବା ସାମ୍ବାଦିକ କୁ ଯଦି ସାଉଦି ଆରବ ପକ୍ଷ ରୁ ଦତ୍ୟା କରାଜାଇ ଥାଏ ତେବେ ଟ୍ରମ୍ପ କହିଛନ୍ତି କି ସେ ଏବେ ସାଉଦି ଆରବ ର ବିରୁଦ୍ଧ ରେ ଯିବେ ବୋଲି ଧମକ ଦେଇଛନ୍ତି । ଓ ଏହା ସହିତ ଏହି ସମୟ ରେ ସାଉଦି ଆରବ ର ମୂଖ୍ଯ କହିଛନ୍ତି ।

ଆମେ ଆରିକାର ଧମକ କୁ କେବେ ବି ଡିରି ନାହିୁଁ । ତେବେ ଯଦି ଆମ ଦେଶ ବୁରୁଦ୍ଧ ରେ କେବେ ଯଦି କିଛି ଆମେରିକା ପକ୍ଷ ରୁ କଡା କାର୍ଯ୍ଯା ଅନୁଷ୍ଟାନ ଉଠାଯାଏ ତେବେ ଆମେ ବି ଚୁଡି ପିନ୍ଧି ବସି ନାହୁଁ ଯେ ତାଙ୍କର ଏହି କଡା ଜବାବ ର ଉତ୍ତର ସ୍ବରୁପ କିଛି ବି କରି ପାରିବୁ ନାହିଁ ବରଂ ଆମେ ସେମାନେ ଙ୍କୁ ଦେଖେଇ ବୁ କି ଆମେ କଣ କଣ କରି ପାରେ ।

ଏପରି କ୍ଷେତ୍ରରେ ଆମେରିକା ସାଉଦି ଆରବ ର ସଂମ୍ପର୍କ ଖରାପ ହେବା ନେଇ ଭାରତ ଏବେ ବହୁତ ଚିନ୍ତା ରେ ପଡିଛି । କାରଣ ସାଉଦି ଆରବ ଏକ ବିଶ୍ବ ର ସବୁଠୁ ବଡ ଚେଲ ଉତ୍ପାଦକ କାରୀ ଦେଶ ଅଟେ । ଏପରି ବେଳେ ଇରାନ ର ତୈଳ ନଦେବାରୁ ତାହାକୁ ଋଷ୍ ଓ ସାଉଦି ଆରବ ପୂରଣ କରିବେ ବୋଲି କହିଥିଲେ କିନ୍ତୁ ଏପରି ବେଳେ ଭାରତ ର ଆଶା ଏବେ ମଉଳି ବାରେ ଲାଗିଛି ଓ ଏହା ସହିତ ଏହି ନେଇ ଆମ ମୋଦି ସରକାର ଏବେ ଏକ ବଡ ବୈଠକ ବସାଇଛନ୍ତି ଓ କହିଛନ୍ତି ।

ଏହି ପରି ପରିସ୍ଥିତି କୁ କିପରି ଭାବେ ସାମ୍ନା କରଯିବ ବୋଲି । ବିଶେଷ କରି ଏବେ ଆମେରିକା କଟକଣା ଲଗାଇ ବାପରେ ଏବେ ତୈଳ କ୍ରୟ କରିବା ବହୁତ ଅସମ୍ଭବ ହୋଇଛି । ତେଣଉ ଏହି ବିଷୟ ରେ କିଛି ଆଲୋଚନା ହେବ ବୋଲି ଆଜି ଏହି ବୈଠକ ରଖା ଜାଇଛି ।

Loading...
Loading...