Take a fresh look at your lifestyle.

ଜାଣନ୍ତୁ କଣ ପାଇଁ ଏଭଳି କଲେ । ମନ୍ଦିର ଦାନ ବାକ୍ସରୁ ପଇସା ଉଠେଇ ପକେଟରେ ପୁରାଇ ଦେଲେ । ସେୟାର କରନ୍ତୁ

0 97

ଗତ କିଛି ଦିନ ହେଲା ମଧ୍ଯ ପ୍ରଦେଶ ଗସ୍ଥ ରେ ରହିଛନ୍ତି ରାହୁଲ ଗାନ୍ଧି ଏପରି ବେଳେ ସେ ସେଠାରେ ଲିୟରର ଗୁରୁଦ୍ୱାର ଦାତାବନ୍ଦୀ ଛୋଡରେ ପୂଜା ଅର୍ଚ୍ଚନା କରିବାର ବି ଦେଖା ଦେଇ ଥିଲେ । ଏପରି ବେଳେ ଆପଣ ଜାଣି ଥିବେ କି ବର୍ତ୍ତମାନ ସମୟ ରେ ରାହୁଳ ଗାନ୍ଧି ଜଣେ କଂଗ୍ରେସ ର ଅଦଖ୍ଯ ରହିଛନ୍ତି । ବର୍ତ୍ତମାନ ସମୟ ରେ ରାହୁଲ ଗାନ୍ଧି ଗୋଟିଏ ଦ୍ବନ୍ଦ ରେ ଫସି ରହିଥିବାର ଜଣା ପଡିଛି

ଘଟଣଆ ଅନୁସାରେ ଗତ ମଙ୍ଗଳ ବାର ଦିନ ରାହୁଲ ଗାନ୍ଧି ଏହି ସ୍ଥାନ ରେ ପୂଜା ଅର୍ଚ୍ଚନା କରିବା ପାଇଁ ଜାଇ ଥିଲେ ଓ ଏମିତି ରେ ଏହି ଘଟଣା ଟି ଗୋଟିଏ ଗଣ ମାଧ୍ୟମ ଦ୍ବାରା କୁହାଯାଇଛି ରାହୁଲ୍ ପୂଜା ଅରଚ୍ଚନା କରିବା ପାଇଁ ଗୁରୁ ଦ୍ବାର କୁ ଜାଇ ଥିଲେ ଓ ସେ ସେଠାରେ ପହଞ୍ଚିବା ପରେ ହିଁ ସେଠାକାରଦାନ ବାକ୍ସ ଦେଖି୍ ଥିଲେ ଓ ପର ସେ ଗୋଟିଏ 500 ଟଙ୍କାର ନୋଟ କାଢୀ ଥିଲେ କିନ୍ତୁ ସେ ଦାନ ବାକ୍ସ ରେ ନ ପକାଇ ପୁଣି ଥରେ ପକେଟ୍ ରେ ପୁରାଇ ଦେଇ ଥିଲେ ।

ତେବେ ଏହି ପରି ପରିସ୍ଥିତି ରେ ବର୍ତ୍ତମାନ ସମୟ ରେ ଆରମ୍ଭ ହୋଇ ଛି ଏହାକୁ ନେଇ ବହୁତ ବଡ ଚର୍ଚ୍ଚା ଓ ଏମିତି ରେ ଲାଗୁ ଛି କି ରାହୁଲ୍ ଗାନ୍ଧି ଏବେ ଫସିବା ପାଇଁ ଜାଉଛନ୍ତି ବୋଲି ଜଣା ପଡିିଛି । ତେବେ ଆସନ୍ତୁ କଣ ପାଇଁ ଫସିବେ ରାହୁଲ୍ ଗାନ୍ଧି ଟିକିିଏ ଜାଣି ନେବା । ଏମିତି ରେ ଆପଣ ମାନେ ଜାଣି ଛନ୍ତି କି ଆଗକୁ ଆସୁଛି ଇଲେକ୍ସନ

ଏପରି ବେଳେ ଯଦି 2019 ରେ ଲୋକ ମାନଙ୍କ ମତ ଦାନ କରିବା ପାଇଁ ଚାହୁଁଛନ୍ତି ତେବେ ଏମିତି ଭାବେ ଫସିବା କଥା ନୁହଁ କାରଣ ଏହି ଥିରୁ ହିଁ ଲୋକ ମାନଙ୍କ ବିସ୍ବାସ କମିବାରେ ଲାଗି ପାରେ ଓ ସେ ଲୋକ ମାନଙ୍କୁ ନିଜ ଆଡକୁ ଆଣି ପାରିବେ ନାଗହିଁ ଏପରି ବେଳେ ରାହୁଲ୍ ଏହି କଥା ର କିଛି ବି ସତ୍ୟତା ନାହିଁ ବୋଲି୍ କହିଛନ୍ତି ବୋଲି ଜଣଆ ପଡିଛି ।

ଏପରି ଭାବେ ସେ ସେଠାରେ ପୂଜା କରିବା ପାଇଁ ବି ଜାଇ ଥିଲେ ଓ ସେ ସେଠାରେ ଦାନ ବାକ୍ସ ରେ ଦାନ ମଧ୍ଯ କରି ଥିଲେ ବୋଲି କହିଛନ୍ତି । ରାହୁଲ୍ କହିଲେ କଣ ହେବ ଏପରି ବେଳେ ତାଙ୍କର ଗୋଟିଏ ଫୋଟ ଏବେ ଭାଇରଲ୍ ହେଉଛି ଯେଉଁ ଥିରେ ସ୍ପର୍ଷ୍ଟ ଭାବେ ଜଣା ପଡିଛି କି ସେ ଦାନ ବାକ୍ସ ରେ ପଇସା ପକାଇବା ପାଇଁ ଜାଉଥିବା ବେଳେ ଜ୍ୟୋତିରାଦିତ୍ୟ ସିନ୍ଧିଆ ତାଙ୍କୁ ମନା କରିଥିଲେ କି ଏମିତି ପଇସା ପକେଇବା ପାଇଁ କିନ୍ତୁ ଏପରି ସେ କଣ ପାଇଁ କହିଥିଲେ ଏପର୍ଯ୍ଯନ୍ତ ଜଣା ପଡି ନାହିଁ ।

Leave A Reply

Your email address will not be published.