Take a fresh look at your lifestyle.

ଜାଣନ୍ତୁ ତତିଲି ବହିବା ସମୟ ରେ ହୋଇଥିଲା ଗେଙ୍ଗ ରେପ , 7 ଦିନ ପରେ ମିଳିଲା ଜଙ୍ଗଲରେ ଝିଅର ଶବ । ସେୟାର କରନ୍ତୁ

0 159

ଆଜି କାଲି ର କ୍ଷେତ୍ରରେ ଆମେ ମାନେ ବହୁତ ଏପରି ଜିନିଷ ଦେଖିବା ପାଇଁ ପାଇଥାଉ ଯେଉଁ ଥିରେ କି ଆମ ମନ ଘର ଧରି ଜାଇଥାଏ । ଏପରି ବେଳେ ଆମେ ଆଉ ସେହି ବିଷୟ କଣ ଆଉ ଆପଣଙ୍କୁ କହିବୁ । ଆପଣ ବହୁତ ଭଲ ଭାବେ ଜାଣି ଥିବେ କି ଆମ ଭାରତ ରେ ଦିନ କୁ ଦିନ କିପରି ଭାବେ ରେପ କେସ ସାମ୍ନା କୁ ଆସୁଛି ।

ଏପରି ବେଳେ ଆମ ମାନବ ସମାଜ ବି ଏହବା ବିରୁଦ୍ଧ ରେ କିଛି ବି ଷ୍ଟେପ୍ ଉଠାଉ ନାହିଁ । କିନ୍ତୁ ଏମିତି ରେ ମଣିଷ ସମାଜ ଏତେ ତଳକୁ ଖସିବା ରେ ଲାଗିଛି କି ଜାହାକି ଆପଣ ଭାବିଲେ ବି ବିସ୍ବାସ କରିପାରିବେ ନାହିଁ । ଏପରି ବେଳେ ଆମେ ଆଜି ଗୋଟିଏ ଏମିତି ରେପ ର କେସ୍ ଉପରୁ ପରଦା ଉଠାଇବା ପାଇଁ ଜାଉଛୁ କି ଜାହାକୁ ଜାଣି ହୁଏତ ଆପଣ ବହୁତ ଆଶ୍ଚର୍ଯ୍ୟ ହୋଇ ପାରନ୍ତି ।

ଯେତେ ବେଳେ ଚାଲିଥିଲା ତିତିଲି ମହା ସଂଘର୍ଷ ମୟୀ ବାତ୍ୟା ସେତେ ବେଳେ ହୋଇ ଥିଲା ଗେଙ୍ଗ ରେପ ଏପରି ବେଳେ ଏହି ଘଟଣା ଟି ହୋଇଛି କେନ୍ଦ୍ରା ପଡା ର ଘୋମରିଆ ର ଅଂଚଳ ର ପାଖା ପାଖି ହୋଇଛି ଏମିତି ଘଟଣା ଘଟଣଆ ଅନୁଯାଇ ଗତ କାଲି ବହୁତ ପରିମାଣ ରେ ବାତ୍ୟା ହେଉଥିବା ବେଳେ ଏପଟେ ଚାଲି ଥିଲା ଘୋମରିଆ ର ଅଂଚଳ ର ଏକ ଯୁବତୀ ଙ୍କ ସହିତ ରେପ ଏମିତି ରେ ଏବେ ଆମ ରାଜ୍ୟ ତ ତିତିଲି ର ତାତି ପାଇଁ ବହୁତ ପରିମାଣ ରେ କେନ୍ଦ୍ରା ପଡା ରେ ବହୁତ କ୍ଷେତି ହୋଇ ଥିବା ବେଳେ ଏପଟରେ ଏହି ପରି ଭାବେ ରେପ ହେବାର କଥା ଏବେ ପୂରା କେନ୍ଦ୍ରା ପଡା କୁ ଦୁଖିଃତ କରାଇଛି ।

ଏମିତି ରେ ଏହି ଏହି ଗେଙ୍ଗ ରେପ କରିଥିବା ଚାରିଜଣ ଦୁର୍ଭୁର ଙ୍କୁ ଏବେ ପୋଲିସ୍ ଧରିବା ରେ ସଫଳ ହୋଇଛି । ଏହା ସହିତ ସେମାନଙ୍କ ସହିତ ଆଉ ଦୁଇଜଣ ରହିଥିଲେ ବୋଲି ବି ଜଣାପଡିଛି । ଏମିତି ରେ ବହୁତ ଦୁଖଃ ର କଥା ଏହା ଲାଗୁଛି କି ରେପ୍ ହୋଇଥିବା ଯୁବତୀ ଟି ଏବେ ନିଖୋଜ ରହିଛନ୍ତି । ଓ ସେହି ଚାରିଜଣ ଯୁବକ ଏବେ ଏହି ବିଷୟ ରେ କିଛି ବି କହି ନାହାନ୍ତି ଏମିତି ରେ ପୋଲିସ୍ ତାଙ୍କୁ ନେଇ ଅଧିକ ପଚାରା ଉଚୁରା କରିବ ବୋଲି ଜଣା ପଡିଛି ।

ତେବେ ଆପଣ ଥରେ ଭାବନ୍ତୁ କି ଏମିତି ରେ ଆଜିର ସମାଜ ଲୋକ କିପରି ଭାବେ ପ୍ରଭାବିତ ହୋଉଛନ୍ତି । ଆମେ ଏହା କହିବୁ କି ଆଜି ର ସମାଜ ରେ ଖାସ କରି ଅଶିଳ୍ଳ ଭିଡିଓ ର ଦେଖିବା ବା ଏପରି ଝିଅ ମାନଙ୍କୁ ଖରାପ ନଜରରେ ଦେଖିବା ହେତୁ ହିଁ ଏବେ ଲୋକ ମାନେ ନଷ୍ଟ ହେବା ରେ ଲାଗିଛନ୍ତି । ତେବେ ଏହା ଠାରୁ ରକ୍ଷା ପାଇବା ପାଇଁ କଣ କରାଯାଇ ପାରିବ ଆମକୁ କୁହନ୍ତୁ ।

Leave A Reply

Your email address will not be published.