Loading...

ଜାଣନ୍ତୁ ତିତଲି କୁ ନେଇ କଣ ପବନ କଲେ ରେ ଚ୍ୟାନଲ ବାଲା । ପୋଷ୍ଟକୁ ସେୟାର କରିବାକୁ ଭୁଲିବେନି

Loading...
0 171

ଏ ପୋଷ୍ଟେ ଆମ ଏତେ କୁ ନିଅନ୍ତିନି କି ଆପଣଙ୍କୁ ଖରାପ ଲାଗିପାରେ ତେଣୁ ମଜାର ପୋଷ୍ଟଟିକୁ ମଜାକରେ ନିଅନ୍ତୁ ଭଲ ଲାଗିଲେ ସେୟାର କରିଦେବେ । ଧନ୍ୟବାଦ

ଗତ କିଛି ଦିନ ହେଲା ତିତିଲି ପାଇଁ ଓଡ଼ିଶା ର ତାତି ବହୁତ ପରିମାଣ ରେ ରହିଥିବା ବେଳେ ଆମେ ଆପଣଙ୍କୁ କହିବା ପାଇଁ ଚାହୁଁଛୁ କି ବର୍ତ୍ତମାନ ସମୟ ରେ ଏହାର ଫସର ପାଟିଛି କି ଏତେ ପରିମାଣ ରେ ଏହା ପ୍ରଚାର କେମିତି ହେଲା ଏପରି କି ଆମେ ଆପଣଙ୍କୁ କହିବା ପାଇଁ ଚାହୁଁଛୁି କି ଏହାର ପ୍ରଭାବ କେବଳ ତାମିଲ ନାଡୁ ଉପରେ ପଡିବାର ଥିବା ବେଳେ ଏହାର ପ୍ରଭାବ ଓଡ଼ିଶା ଉପରେ କମ୍ ପରିମାଣ ରେ ଏହା ର ଦୃଶ୍ୟ ଦେଖା ଦେବା କଥା କିନ୍ତୁ ଆମେ ଆପଣଙ୍କୁ କହିବା ପାଇଁ ଚାହୁଁଛୁ କି ଏହାକୁ ଏତେ ପରିମାଣ ରେ ଭାଇରଲ ହେବା ପଛରେ ରହିଛି କିଛି ଅନ୍ୟ ରହସ୍ୟ ।

ପ୍ରଥମେ ଆପଣଙ୍କୁ ସୂଚନା ମିଳିଥିଲା କି ଏବେ ତିତିଲି ନାମକ ଏହି ବାତ୍ୟା ଏବେ ଆନ୍ଧ୍ର ପ୍ରଦେଶ ଆଡକୁ ଗତି କରୁଛି ।ତେଣୁ କିନ୍ତୁ ଏହି କଥା କୁ ଅତିରିକ୍ତ ଭାଇରଲ କରିବା ପାଇଁ ଆମ ଓଡ଼ିଶା ର ବହୁତ ଲୋକ ଓ ନ୍ୟୁଜ ଚେନାଲ୍ଲ ଗୁଡିକ କହିଥିଲେ କି ବହୁତ ଭୟଙ୍କର ବାତ୍ୟା ହେବା ପାଇଁ ଜାଉଛି ଏହିଥି ପାଇଁ ହିଁ ଆମ ରାଜ୍ୟ ରେ ଏହାର ପ୍ରାଭାବ ବହୁତ ପରିମାଣ ରେ ପଡିବ ବୋଲି ।

କହୁଥିଲେ  କିନ୍ତୁ ଏମିତି ବେଳେ ଏପରି କିଛି ବି ହୋଇ ନାହିଁ ଓ ବିନା ଧ୍ବସଂ ରେ ଏହି ବାତ୍ୟା ତିତିଲି ଏବେ ସଠିକ୍ ଭାବେ ଜାଇି ସାରିଛି । ଓ ଏହା ପାଇଁ କିଛି ବି କ୍ଷେୟ କ୍ଷେତି ହୋଇ ନଥିବାର ଜଣା ପଡିଛି ଏମିତି ରେ ପ୍ରଥମେ ଯେପରି ଭାବେ କହୁଥିଲେ କି ଏହି ବାତ୍ୟା ର ପ୍ରଭାବ ଏବେ ଆନ୍ଧ୍ର ପ୍ରଦେଶ ଉପରେ ପଡିବ ବୋଲି ।

ଠିକ୍ ସେହି ପରି ଭାବେ ଏହି ବାତ୍ୟା ଏବେ ଆନ୍ଧ୍ର ପ୍ରଦେଶ ଓ ତାମିଲନାଡୁ ଉପରେ ପ୍ରଭାବ ପକାଇଛି । ଓ ଓଡ଼ିଶା ରେ ଏପରି କିଛି ସ୍ଥାନ ଛଡା କେହି ସ୍ଥାନ ରେ ବି ଏହାର ପ୍ରଭାବ ଦେଖିବା ପାଇଁ ପଡି ନାହିଁ ।ଏହି ପରି ବେଳେ ଆମେ ଆପଣଙ୍କୁ କହିବା ପାଇଁ ଚାହୁଁଛୁ କି ଏପରି ଲୋକ ମାନଙ୍କୁ ଗମୋରା ବନେଇବା ପଛରେ କାହାର ବିଷେଶ ପରିମାଣ ରେ ହାତ ରହିଛି ତାହା ଆମକୁ ନିଶ୍ଚିତ ଭାବେ ଆମକୁ କମେଣ୍ଟ କରିବା ପାଇଁ ଭୁଲିବେ ନାହିଁ ।

ଏଥି ସହିତ ଆମ ରାଜ୍ୟ ରେ କୈଣସି ସ୍ଥାନ ଏପରି ରହିଛି କି ଯେଉଁ ଠାରେ କି ଏହି ବାତ୍ୟା ର ପ୍ରଭାବ ଅଧିକ ମାତ୍ରା ରେ ପଡିଛି ଓ ଏପରି କି ଆମେ କହିବା ପାଇଁ ଚାହୁଁଛୁ କି ବର୍ତ୍ତମାନ ସମୟ ରେ ପୁଣି ଥରେ ଏବେ ଘଟଣା ଘଟିବା ପାଇଁ ଜାଉଛି ବୋଲି ସନ୍ଧେହ କରିବା ରେ ଲାଗିଛନ୍ତି । ଲୋକ ଏହା ହେଉଛି ବନ୍ୟା ଲୋକଙ୍କ ମୁହଁ ରେ ଏବେ ରହିଛି ବାତ୍ୟା ପରେ ପୁଣି ଥରେ ବନ୍ୟା ଆସିବାର ସମ୍ଭାବନା ରହିଛି ।

Loading...
Loading...