Loading...

ଜାଣନ୍ତୁ ପଞ୍ଚାବର ଅମୃତସର ଦୁର୍ଘଟଣା ପୀଇଁ ଦାୟୀ କିଏ । ଦିଅନ୍ତୁ ଆପଣଙ୍କ ମୁଲ୍ୟବାନ କମେଣ୍ଟ ଓ ସେୟାର କରନ୍ତୁ

Loading...
0 181

ଆମ ଦେଶ ର ରାଜନୈତିକ ସ୍ଥିତି ଏବେ ଲାଗୁଛି ବହୁତ ବିଗିଡି ବା ପାଇଁ ଜାଉଛି । ଏମିତି ରେ କିଛି ଏମିତି ବି ଦୁର୍ଘଟଣା ଗୁଡିକ ଘଟି ଚାଲିଛି ଯେଉଁଥି ପାଇଁ ହୁଏତ ଆମ ସାଧାରଣ ଲୋକ ଦାୟୀ ରହୁଛନ୍ତି ବା ସରକାରୀ କର୍ମଚାରୀ ରହୁଛନ୍ତି କିନ୍ତୁ ଏପରି ବେଳେ କେବେ ସରକାର ଶିଖଉ ନାହାନ୍ତି କି ସରକାରୀ କର୍ମଚାରୀ ମାନେ କିପରି ଭାବେ ସଧାରଣ ଲୋକ ଙ୍କୁ ସାହାଯ୍ଯ କରିବେ ବା ଏମିତି ରେ ସରକାର ସାଧାରଣ ଲୋକଙ୍କୁ ବି ଶିଖଉ ନାହାନ୍ତି କି କିପରି ଭାବେ ସେମାନେ ନିଜର ଜିବନ ବଞ୍ଚାଇବେ ।

ଆପଣ ଭାବୁ ଥିବେ ଏମିତି ଆମେ କାହିଁକି କହୁଛୁ । ଆଜ୍ଞା ଆମେ ଏପରି ଖାସ୍ ଏଥି ପାଇଁ କହୁଛୁ କି ପ୍ରତ୍ୟେକ ଦିନ ଘଟିଚାଲି ଥିବା ଦୁର୍ଘଟଣା କୁ ସାମ୍ନା ରେ ରଖି ଏଇ ଯେପରି ଭାବେ ଗତ କାଲି ରାତିରେ ପଜାଂବର ଅମୃତ ସହରରେ ଏକ ବହୁତ ବଡ ରେଳ ଦୁର୍ଘଟଣା ହୋଇ ଜାଇ ଥିଲା ଓ ସେହି ଦୁର୍ଘଟଣା ରେ ପ୍ରାୟ 60 ଜଣ ଲୋକଙ୍କ ମୃତ୍ୟୁ ହୋଇ ଥିଲା ।

ଏମିତି ବେଲେ ସରକାର ବେଳେ ବି ତାଙ୍କୁ ଏପର୍ଯ୍ଯନ୍ତ ହାତ ବଢେଇ ନାହାନ୍ତି ହେଲେ କାହିଁକି କଣ ସରକାରଙ୍କୁ ଏଥି ପାଇଁ କିଛି ବି ଚିନ୍ତା ନାହିଁ ଏମିତି ଦୁନିଆଁ ପ୍ରତ୍ୟେକ ଦିନ ବଡ ବଡ ଦୁର୍ଘଟଣା ପଛରେ କାହାର ହାତ ରହିଛି । ସରାକାର ଙ୍କର ନା ସରକାରୀ କର୍ମି ଙ୍କର ନା ସଧାରଣ ଲୋକଙ୍କର । ଏମିତି ବେଳେ କାଲି ରାତି ର ଘଟଣା କୁ ନେଇ ଆମେ ଆଜି ଆଲୋଚନା କରିବା କି ଏଭଳି ଦୁର୍ଘଟଣା ପାଇଁ ଦାୟୀ କିଏ

ଏପରି ବେଳେ ଯଦି ଆମେ କାଲି ର ଘଟଣା କଥା କହିବା ତ ଏଠାରେ ଭୁଲ୍ କାହାର ବର୍ତ୍ତମାନ ସମୟ ରେ ପର୍ଷ୍ଟ ହୋଇ ପାରି ନାହିଁ । ତେବେ ଆସନ୍ତୁ ଟିକିଏ ସଂମ୍ପର୍ଣ୍ଣ ଖବର ଆଡକୁ ନଜର ପକାଇବା । ଗତ କାଲି ରାତି ପ୍ରାୟ 9 ଟା ସମୟ ରେ ପଜାଂବର ଅମୃତ ସହରରେ ରାବଣ ପୋଡି ହେଉ ଥିଲା ଏପରି ବେଳେ ରାବଣ ପୋଡି ପାଇଁ ରେଳ ଅଧିକାରୀଙ୍କ ପାଖରେ କିଛି ବି ଖବର ନଥିଲା ।

ଏମିତି ରେ ନା ରେଳ ଡ୍ରାଇଭର ପାଖରେ ଏମିତି ବେଳେ ସେପଟ ରୁ ମାଡି ଆସି ଥିଲା ଟ୍ରେନ୍ ଏଠାରେ କହିବା କଥା କି ଲୋଲଙ୍କୁ ମାରି ଲା କିପରି ଆଜ୍ଞା ରାବଣ ପୋଡି ପାଇଁ ସେହି ଅଂଚଳ ପୂରା ଧୁଆଁ ହୋଇ ଯାଇଥିଲା ପରେ କାହାରି କି ମଧ୍ଯଏହି କଥା ଜଣା ନଥିଲା କି ଏଠାରେ ରାବଣ ପୋଡି ହେଉଛିୁ ବୋଲି ପରେ ଡ୍ରାଇଭର କହିଥିଲେ କି ସେଠାରେ ଆଲୁଅ ର ବି କିଛି ବି ବ୍ୟବସ୍ଥା ରହି ନଥିବାର ବି ଜଣା ପଡି ଥିଲା । ତେବେ ଏପରି ଦୁର୍ଘଟଣା ଘଟି ଥିଲା । ବର୍ତ୍ତମାନ ସମୟ ରେ ଆମେ ଆପଣଙ୍କୁ ପଚାରିବୁ କି ଏହି ପରି କ୍ଷେତ୍ରେ ଭୁଲ୍ କାହାର?

Loading...
Loading...