Loading...

ଜାଣନ୍ତୁ କଣପାଇଁ କର୍ମଚାରୀଙ୍କ ଛୁଟି ବଢିଲା ଘୋଷାଣା କଲେ ମୋଦି । ସର୍ତକ ରୁହନ୍ତୁ । ଆଜିଠୁ 7 ଦିନ ଏଟିଏମରୁ ବି ମିଳିନପାରେ ଟଙ୍କା

0 356

ପାର୍ବଣ ରେ କାଶ ତୁଣ୍ଡି ଫୁଲ ର ଆବାହନ କ୍ରମେ ଆରମ୍ଭ ହୋଇ ଥାଏ ପାର୍ବଣ ର ଋତୁ ଏମିତି ବେଳେ ଧାରା ରେ ଅବତରିଣ ରହିଛନ୍ତି ମାଁ ଦୂର୍ଗା ଏମିତି ବେଳେ ଗ୍ରାମ ଠାରୁ ସହର ପର୍ଯ୍ଯନ୍ତ ପୂରା ଚଳ ଚଞ୍ଚଳ ରହିଛି ଓ ଏଥି ସହିତ ଲୋକ ମାନେ ମହୁଜ ମସ୍ତି କରି ବାରେ କେବେ ବି ହେଳା କରୁ ନାହାନ୍ତି ।

ଜାଗା ଜାଗା ରେ ଯେତେ ସବୁ ମଣ୍ଡପ ରହିଛି ସେହି ଗୁଡିକ ରେ ମାଁ ଙ୍କୁ ଦେଖିବା ପାଇଁ ଲୋଙ୍କ ଭିଡ କେବେବି କମୁ ନାହିଁ । ଏବଂ ମା ଆସିଛନ୍ତି ବୋଲି ଲୋକଙ୍କ ମନରୁ ପାର୍ବଣ ର ନିଶା ବି ଉତୁରୁ ନାହିଁ । କୁନ୍ତୁ ବର୍ତ୍ତମାନ ସମୟ ରେ ଲାଗୁଛି କି ଲୋକଙ୍କ ନିଶା ଉତୁରିବାରେ ଲାଗି ପରେ । କାରଣ ଏହି ଦୂର୍ଗା ପୂୃଜା ଅବସର ରେ ଲୋକ ମାନେ ଛୁଟି ରେ ରହିଛନ୍ତି ଏବଂ ଏହା ସହିତ ସବୁ ସରକାରୀ ଓ ବେସର କାରୀ କାର୍ଯ୍ଯାଳୟ ବି ଏମିତି ରେ ପୂରା ବନ୍ଦ ରହିଛି ।

ଏହି ସବୁ ଭିତରେ ଲୋକଙ୍କ ର ଚିନ୍ତା ଅଧିକ ପରିମାଣ ରେ ବଢେଇ ପାରେ ବ୍ୟାଙ୍କ ଏମିତି ରେ ବର୍ତ୍ତମାନ ସମୟ ରେ ଲୋକ ମାନଙ୍କ ଚିନ୍ତା ଏଇଥି ପାଇଁ ବଢିଛି କି ଏହି ପୂଜାରେ ଦିର୍ଘ ଦିନ ଧରି ବ୍ୟାଙ୍କ ବନ୍ଦ ରହିଛି । ଏମିତି ରେ ଲୋକ ମାନେ ବହୁତ ପରମାଣ ହଇରାଣ ବି ହେଉଛନ୍ତି । ଏମିତି ରେ ଆମେ ଜାଣିଛୁ କି ପୂଜା ରେ କିପରି ଭାବେ ଖର୍ଚ୍ଚ କରି ଥାଉ ବହୁତ ଲୋକତ ନିଜ ଘରକୁ ସଜେଇବା ପାଇଁ ବହୁତ ଟଙ୍କା ରେ କିଣା ବିକା କରିଥାନ୍ତି ।

କିନ୍ତୁ ବର୍ତ୍ତମାନ କଥା ପଡିଛି କ୍ୟାସ୍ ର ଏପଟରେ ଏକ ବିଷେଶ ଖବରରୁ ଜଣା ପଡିଛି କି ଏହି ପାର୍ବଣ ପାଇଁ ବ୍ୟାଙ୍କ ଗୁଡିକ ଆହୁରି 7 ଦିନ ବନ୍ଧ ରହିବ ବୋଲି । ଏମିତି ବ୍ୟାଙ୍କ ର ଛୁଟି କେବଳ 18 ଓ 19 ତାରିଖ ରେ ଥିବା ବେଳେ ମାନେ ନବମୀ ପୂଜା ଓ ଦଶହରା ରେ ଥିବା ବେଳେ ବର୍ତ୍ତମାନ ଜଣା ପଡିଛି କି ଆଜି ମାସର ତୃତୀୟ ଶନିବାର ଥିବା ହେତୁ କେବଳ ଆଜିହିଁ ବ୍ୟ୍ୟଙ୍କ ଖୋଲା ରହିବ କିନ୍ତୁ ଏମିତି ଆସନ୍ତା କାଲି ରବିବାର ଥିବାରୁ ଜଣା ପଡିଛି କି ବ୍ୟାଙ୍କ ବନ୍ଧ ରହିବ ବୋଲି ।

ଏମିତି ବେଳେ ସୂଚନା ଅନୁ ସାରେ ଆପଣଙ୍କୁ ଏହି ଦିନ ରେ ଟିକିଏ କ୍ୟାସ ର ସାବଧାନତା ପୂର୍ବକ ବ୍ୟବହାର କରିବା ପାଇଁ ପଡିବ ଓ ଏଥି ସହିତ ଆମେ ଜଣାଇବା କୁ ଚାହିଁବୁ କି ଆଗ ମାସ ମାନେ ନଭେମ୍ବର ମାସ ରେ ବି ଏମିତି ବ୍ୟାଙ୍କ ବହୁତ ମାତ୍ରା ରେ ଛୁଟି ରହିବ ବୋଲି । ଜଣା ପଡିଛି । ଏପରି ବେଳେ ଲୋକଙ୍କ କିଣା କିଣି ରେ ବାଧା ଉପୁଜି ବୋଲି ଅନୁମାନ କରାଜାଇଛି ।

Loading...
Loading...