Loading...

ଜ୍ବାଇଁ ପୁଅକୁ ପ୍ରେମ କରି ବସିଲେ ସାଶୁ ,ଝିଅ ହେଲା ସଉତୁଣୀ । ଜାଣନ୍ତୁ କିପରି ପ୍ରେମ କରି ବସିଲେ ।

0 264

ଏପରି ତ ବହୁତ ଘଟଣା ସୁଣିଥିବେ କି କୋଉଁ ଟୋକା କାହା ସହିତ ଏମିତି ରେ ପଳେଇ ଗଲା ବୋଲି ଏମିତି ରେ ଆପଣ କେବେ ସୁଣିଛନ୍ତି କି ନିଜ ଝିଅ ର କେହି ସଉତୁଣୀ ହୋିଛନ୍ତି ବୋଲି । ହଁ ଆଜ୍ଞା ଏପରି ହିଁ କିଛି ଆଜି ହୋଇଛି । ସବୁବେଳେ ଆମମାନଙ୍କ ମନରେ ଥିବ କି ଘରର ବଢନ୍ତି ଝିଅ ରହିଥିଲେ କାଳେ କୁଆଡେ କାହା ସହିତ ଭଲ ପାଇ ପଳେଇବାର ସମ୍ବାବନା ରହିଥାଏ ।

ଏମିତି ରେ ଏଠାରେ ନିଜ ଝିଅକୁ ମାଁ ଧକା ଦେଇ ନିଜ ଜ୍ବାଇ ସହିତ ପଳାଇଛି । କଣ ଟିକିଏ ଆପଣ ଆଶ୍ଚର୍ଯ୍ଯ ହେଉଛନ୍ତି ନାହିଁ ।କିଛି ଆଶ୍ଚର୍ଯ୍ଯ ହେବାର ନାହିଁ ତେବେ ଆସନ୍ତୁ ଜାଣିବା ଏହା ପଠରେ କଣ ରହିଛି ସମ୍ପର୍ଣ୍ଣ କଥା । ଖବର ଅନୁସାରେ ଜ୍ବାଇଁ ପୁଅ କୁ ଭଲ ପାଇବା ପରେ ସେମାନେ କୋର୍ଟ ରେ ବିବାହ କରି ଥିଲେ ଓ ଏଥି ମଧ୍ଯ ରେ ଏହି ଘଟଣା ଝିଅ ଜାଣି ପାରିବା ପରେ ତୁରନ୍ତ ବେହସ୍ ହୋଇ ଜାଇ ଥିଲା ।

ଏହି କିଛି ଦିନ ପୂର୍ବେ ଶାଶୁ ମାଁ ଙ୍କ ଦେହ ଅତ୍ୟନ୍ତ ଖରାପ ହେବାରୁ ଦିଲ୍ଲୀ ରେ ରହି କାମ କରୁ ଥିବା ସସୁର କହିଥିଲେ କି ଜ୍ବାଇଁ ଜାଇଁ ମିଜ ଶାଶୁ ଙ୍କ ହେହ ଠିକ୍ ହେବା ଯାଏ

ସେଠାରେ ରହିବା ପାଇଁ କିନ୍ତୁ ଏପରି ବେଳେ ଜ୍ବାଇଁ ନିଜ ପତ୍ନୀ ଙ୍କୁ ଛାଡି ଆସି ନିଜ ଶାଶୁ ମାଁ ଙ୍କ ସେବା କରିବା ରେ ଲାଗି ପଡି ଥିଲେ ଓ ପରେ ସେହି ଭିତରେ ସେମାନଙ୍କ ଭିତରେ ଗଢି ଉଠି ଥିଲା ପ୍ରେମ ସଂମ୍ପର୍କ ତେବେ ଶାଶୁ ଙ୍କ ନାମ ହେଲା ପୂର୍ଣ୍ଣିମା ଦେବୀ ଯିଏ କି ନିଜ ଝିଅ ର ବର କୁ ବିବାହ କରିବା ପାଇଁ ଚାହିଁଥିଲେ ଓ ଏମିତି ଭିତରେ ଜ୍ବାଇଁ ପୁଅ ସେଠାରେ ସବୁ ବେଳେ ରହିବାରୁ ଝିଅ ସନ୍ଧେହ ବଢି ଥିଲା ଓ ପରେ ଦେଖିବାରୁ ସେମାନେ ଦୁହେଁ ଦୁହିଁଙ୍କୁ ଭଲ ପାଇ କୋଟ ବିବାହ କରିଛନ୍ତି ବୋଲି ଜଣା ପଡି ଥିଲା ।

ଏମିତି ରେ ସଶୁର ଓ ଝିଅ ଏବେ ଅବାକ ରହିଛନ୍ତି । ଏଥି ମଧ୍ୟ ରେ ଏମାନେ କିଛି ବି କରି ପରା ନାହାନ୍ତି କାରଣ ଏମାନେ ନିଜର ମନ ଇଚ୍ଚା ରେ ହିଁ ବିବାହ କରିଛନ୍ତି । ଏଥି ସହିତ ସେମାନେ କହିଥିଲେ କି ଆମେ ଦୁହେଁ ଦୁହିଁଙ୍କୁ ପ୍ରେମ କରୁଛନ୍ତି ।

ତେଣ ଆପଣ ଭାବନ୍ତୁ କି ପ୍ରେମ କରୁଥିବା ଲୋକ ଙ୍କୁ କେବେ ବି ଅଲଗା କରି ହୁଏ ନାହିଁ । ତେବେ କୁହନ୍ତୁ ଆପଣଙ୍କ ଅଂଚଳ ରେ ଏମିତି କେହି ରହି ନାହାନ୍ତି ତ ଯେପରି ଭାବେ କି ସେମାନେ ଅନ୍ୟ ସଂମ୍ପର୍କିୟ ହୋଇ ମଧ୍ଯ ପ୍ରେମ କରିବାରେ ଲାଗିଛନ୍ତି ଓ ଏଥି ସହିତ ସେମାନେ ବିବାହ ବି କରିଛନ୍ତି । ଆମକୁ କମେଣ୍ଟ କରନ୍ତୁ ।

Loading...
Loading...