Take a fresh look at your lifestyle.

ପଞ୍ଚାବର ଅମୃତସର ଦୁର୍ଘଟଣା ଘଟାଇଥିବା ଡ୍ରାଇଭର ଦେଲେ ବଡ ବୟାନ: ଜାଣନ୍ତୁ ଏଭିଳି ଘଟଣା ପାଇଁ ପ୍ରକୁତ ଦୋଷି କିଏ ?

0 104

ଆଜି ର ଦୁନିଆଁ ରେ ଆଜ୍ଞା ବହୁତ କିଛି ଅଚାନକ ଘଟିବା ରେ ଲାଗିଛି ଓ ଏମିତି ରେ ଅଧିକାଶଂ ଘଟଣା ନୁହେଁ ବରଂ ଦୂର୍ଘଟଣଆ କହିବା । ଏମିତି ରେ ଆମେ ଆପଣଙ୍କୁ ଏକ ବହୁତ ଗୁରୁତ୍ବ ପୂର୍ଣ୍ଣ ଖବର ଦେବାକୁ ଜାଉଛୁ ଗତ କାଲି ରାତି ରେ ପଜାଂବର ଅମୃତ ସହରରେ ଏକ ବହୁତ ବଡ ରେଳ ଦୁର୍ଘଟଣା ହୋଇ ଜାଇଛି ।

ଏପରି ବେଳେ ଖବର ରୁ ଜଣା ପଡିଛି କି ଏହି ଦୁର୍ଘଟଣା ରେ ପ୍ରାୟ 60 ଲୋକଙ୍କର ମୃତ୍ୟୁ ହୋଇଛି ଓ ଏମିତି 123 ଜଣ ଲୋକ ବହୁତ ଗୁରୁତ୍ବର ଭାବେ ଆହାତ ହୋଇଛି ବୋଲି ଜଣା ପଡିଛି । ଏପରି ଭିତରେ ଆମେ ଆମେ ଆପଣଙ୍କୁ ଜଣେଇବୁ କି କଣ ରହିଥିଲା ସଂମ୍ପର୍ଣ୍ଣ ଖବର । ଘଟଣା ଅନୁଯାୟୀ ନିକଟ ରେ ରାବଣ ପୋଡି ହେଉଥିଲା ଏପରି ବେଳେ ଆପଣ ଜାଣି ଥିବେ ଯେଉଁ ଅଂଚଳ ରେ ରାବଣ ପୋଡି ହୋଇ ଥାଏ ସେହି ଅଂଚଳ ରେ ବହୁତ ପରମାଣ ରେ ଦୁଆଁ ରହିଥାଏ

ସେହି ପରି ଭାବେ ଏଠାରେ ବି ବହୁତ ଧୁଆଁ ରହି ଥିଲା ପରେ ଏପରି ବେଳେ ଟ୍ରେନ୍ ଆଗ ଆଡୁ ମାଡି ଆସି ଥିଲା ଓ ଏପରି ବହୁତ ବଡ ଦୂର୍ଘଟଣା ହୋଇ ଥିଲା ପରେ ପ୍ରାୟ 60 ଜଣଙ୍କର ମୃତ୍ୟୁ ହୋଇ ଥିଲା । ଏମିତି ବେଳେ ଆପଣ ଭାବୁ ଥିବେ କି ଏମିତି ରାବଣ ପୋଡି ରେ ଲୋକ ମାନଙ୍କ ଉପରକୁ କିପରି ମାଡି ଆସିଲା ଟ୍ରେନ୍ ।

ସେହି ଟ୍ରେନ୍ ଡ୍ରାଇଭର ଙ୍କ ସୂଚନା ରୁ ଜଣା ପଡିଛି କି ସେହି ସ୍ଥାନ ରେ ରାବଣ ଜଳିବା ପରେ ବହୁତ ଦୁଆଁ ହୋଇ ଥିଲା ଓ ଏମିତି ରେ ସେଠାରେ କୈଣସି ଆଲୁଅ ର ବି ବ୍ୟବସ୍ଥା ବି ରହି ନଥିଲା ପରେ ଆମେ ସେମାନଙ୍କ ସୂଚନା ପାଇ ପାରି ନଥିଲୁ ଓ ଏପରି ହୋଇ ଥିଲା । ଏମିତି ଟ୍ରେନ୍ ଅଧିକାରୀ ମାନେ ବି ଏମିତି ସୂଚନା ଦେଇ ଥିଲେ କି ସେଠାରେ ରାବଣ ପୋଡି ହେଉ ଥିଲା ବୋଲି ଆମ ପାଖରେ ସୂଚନା ନଥିଲା ।

ଗତ ରାତି ର ଏମିତି ଦୁର୍ଘଟଣା ପରେ ସେଠାକାର ଲୋକଲ ଲୋକ ମାନେ ବହୁତ ବିରୋଧ କରିଛନ୍ତି ଏମିତି କି ସେମାନେ ରେଳ ଧାରଣା ରେ ବି ବସିବାର ଦେଖା ଦେଇଛି । ଏସବୁ ବେଳେ ଲୋକଙ୍କ ରାଗ ପାଇଁ ଉକ୍ତ ଟ୍ରେନ୍ ର ଡ୍ରାଇଭର ର ନାମ ଘୋଶଣା କରାଜାଇ ନାହିଁ । ଏମିତି ବେଳେ ଆମେ ଆପଣଙ୍କୁ କହିବୁ କି ଆଜି ଯେପରି ଭାବେ ଏହି 60 ଲୋକଙ୍କ ପ୍ରାଣ ଜାଇଛି ଯଦି ଆପଣଙ୍କ ଅଂଚଳ ରେ ଏମିତି ପାଖରେ ରେଳ ଧାରଣା ରହିଛି ଓ ସେହିଠାରେ ଆପଣଙ୍କ ରାବଣ ପୋଡି ହେଉଛି ତେବେ ନିଶ୍ଚିତ ଭାବେ ରେଳ ଅଧିକାରୀ ଙ୍କୁ ସୂଚନା ଦିଅନ୍ତୁ ।

Leave A Reply

Your email address will not be published.