Take a fresh look at your lifestyle.

ପୁଣି ଆସୁଛି ତିତିଲି ଠୁ ବି ବଡ ‘ଗାଜି’ ନାମକ ପ୍ରଳୟଙ୍କାରୀ ସାମୁଦ୍ରିକ ଝଡ ଜାଣି ନଅନ୍ତୁ କଣ କହୁଛି ଏସ ଆର ସି । ସେୟାର କରି ସଚେତନ କରନ୍ତୁ

0 148

ବର୍ତ୍ତମାନ ସୁଧା ବାତ୍ୟା ତିତିଲି ର ତାଣ୍ଡବ ସରି ନାହିଁ ଏମିତି ରେ ତିତିଲି ର ତାତି ରୁପରେ ଏବେ ବନ୍ଯା ଆସି ସବୁ ଆଡେ ନଷ୍ଟ କରୁ ଅଛି ଏମିତି ରେ ପ୍ରାୟତଃ କିଛି ବର୍ଷ ହେଲା ଏମିତି ଆମ ଓଡ଼ିଶଆ ଉପରେ ପ୍ରଳୟଙ୍କାରୀ ସାମୂଦ୍ରିକ ଝଡ ର ପ୍ରଭାବ ବହୁତ ପରମାଣ ରେ ରହିଛି କିନ୍ତୁ ପୂର୍ବ ବର୍ତ୍ତି ଝଡ ମୁକାବିଲା ରେ ଏହି ଝିଡ ଟି କିଛି ବି ନଥି୍ଲା ବୋଲି ଦିଲ୍ମୀ ପାଣି ପାଗ ନିଗମ କହିଛନ୍ତି ଏଥି ସହିତ ଆଗରୁ ଆସି ଥିବା ଯେମିତି କି 2013 ମସିହା ରେ ଓ 2014 ମସିହା ରେ ଆସିଥିବା ପାଇଲିନ୍ ଓ ହୁଡ ହୁଡ ତୁଳନାରେ ବହୁତ କମ୍ ହୋଇଛି

ଏହି ବାତ୍ଯା ତିତିଲି ବୋଲି ଜଣା ପଡିଛି ଖାସ୍ କରି ଏହା ଆନ୍ଧ୍ର ପ୍ରଦେଶ ଓ ଏମିତି ତାମିଲ୍ ନାଡୁ ରେ ବହୁତ କ୍ଷେୟ କ୍ଷେତି କରାଇଛି । ବୋଲି ଜଣା ପଡି ଥିଲା । କିନ୍ତୁ ଆଜ୍ଞା ଏସଆରସି ର ସୂଚନା ଅନୁସାରେ ପୂଣି ଥରେ ମାଡି ଆସୁଛି ଏକ ପ୍ରଳୟଙ୍କାରୀ ସାମୂଦ୍ରିକ ଝଡ । କଣ ଟିକିଏ ଆଶ୍ଚର୍ଯ୍ଯ ହୋଇ ଗେଲେ ନାହିଁ । ଏପରି ସୁ ଣି ବା ପରେ ଯିଏ ନାହିଁ ଯିଏ ବହୁତ ଆଶ୍ଚର୍ଯ୍ଯ ହୋଇ ପଡୁଛି । ଆଜ୍ଞା ଏହା ସତ୍ଯ ନୁହେଁ ବରଂ ଗୋଟିଏ ଉଡା ଖବର ଯାହାକୁ ଏବେ ସୋସିଆଲ୍ ମିଡିଆ ରେ ବହୁତ ମାତ୍ରା ରେ ଘୁରି ବୁଲୁଛି ।

ଏମିତି କିଛି ଲୋକ ସୋସିଆଲ୍ ମିଡିଆ ର ବ୍ବହାର କରି ଏମିତି ପ୍ରଚାର କରାଉଛନ୍ତି କି ପୁଣି ଥରେ ଏକ ପ୍ରଳୟଙ୍କାରୀ ଝଡ ଜାହାର ନାମ କାଜି ବୋଲି କୁହାଯାଉଛି ।ଏମିତି ରେ ଏହି ଝଡ ତିତିଲି ଠୁ ବି ଦୁଇ ଗୁଣ ଅଧିକ ମାତ୍ରା ରେ ଆଗକୁ ବଢୁଛି ବୋଲି କୁହା ଯାଉଥୁବାର ଜଣା ପଡିଛି କିନ୍ତୁ ଏମିତି ରେ ଏହି ବାତ୍ଯା ଗୁଜବର କିଛି ବି ସତ୍ଯତା ନାହିଁ ବୋଲି ଏସଆରସି କହିଛନ୍ତି

ଏଥି ସହିତ ସେ ଲୋକ ମାନଙ୍କୁ ଜଣାଇଛନ୍ତି କି ଏମିତି ଗୁଜବ ରେ କିଛି ବି ଡରିବାର ନାହିଁ ବାତ୍ଯା ର ସୂଚ଼ନା ଯେତେ ବେଳେ ଗଣ ମାଧ୍ଯମ ରେ ପ୍ରଚ଼ାର ହେବ ସେତେ ବେଳେ ହିଁ ଆପଣ ମାନେ ଜାଣି ପାରିବେ କି ଏହା ସ୍ତ୍ଯ ବୋଲି ନଚେତ୍ ମୋଟେ ରୁ ନୁହେଁ । ଏହା ସହିତ ଶ୍ରୀ ସେଠୀ ପ୍ରକାଶ କହିଛନ୍ତି

କି ଏହା ଗୋଟିଏ ସୋସିଆଲ୍ ମିଡିଆ ର ଅପ ବ୍ୟବହାରତା ଏପରି ଲୋକଙ୍କୁ ଗୁମୁରା କରି କିଛି ବି ଲାଭ ନାହିଁ ବୋଲି ସେମାନେ ଏହା ବି କହିଛନ୍ତି ଏହା ଗୋଟିଏ କ୍ରାଇମ୍ ବୋଲି ଏପରି ଯିଏ ବି ଲୋକଙ୍କୁ ବାତ୍ଯା ନାମ ରେ ଠକିବା ପାଇଁ ଟେଷ୍ଟା କରିବ ତାଙ୍କ ବିରୁଦ୍ଧ ରେ କଠିନ କାର୍ଯ୍ଯଅନୁଷ୍ଟାନ ନିଆଯିବ ବୋଲି କହିଛନ୍ତି ।

Leave A Reply

Your email address will not be published.