Take a fresh look at your lifestyle.

ଭୁବନେଶ୍ବରେ ସାତ ଦିନ ବୁଲିବେ ଫ୍ରି । ଜାଣନ୍ତୁ କେମିତି । ଯାତ୍ରୀଙ୍କର ପ୍ରଥମ ପସନ୍ଦ ପାଲଟିଲା ‘ମୋ ବସ୍’ ସେବା ।

0 88

ଆସିଛି ଦିପା ବଳୀ ଏହି ଦିପା ବଳୀ ରେ ରାଜ ଧାନୀ ବାସି ଙ୍କୁ ଆମ ର ରାଜ୍ୟ ସରକାର ଙ୍କର ଗୋଟିଏ ନୁଆ ଭେଟି ଏବେ ଓଡ଼ିଶା କୁ ଦେବା କୁ ବସି ଛନ୍ତି । ଟ୍ୱିନ୍ ସିଟି ରେ ଏବେ ଗୋଟିଏ ସ୍ମାଟ ବସ୍ ସ୍ମାର୍ଟସିଟିରେ ଗଡିଛି ଏବଂ ଏହା ବ୍ୟତିତ ଆପଣଙ୍କୁ କହିବା ପାଇଁ ଚାହିଁବୁ କି ସେହି ସ୍ମାଟ ବସ୍ ରେ ମୂଖ୍ଯ ମନ୍ତ୍ରୀ ନିଜେ ବସି ସାରା ସ୍ମାଟ ସିଟି ବୁଲିଛନ୍ତି ।

ଏମିତି ରେ ଏହି ବସ୍ ସେବା ଏବେ ଓଡ଼ିଶା ର ସବୁୂ ଯାତ୍ରୀ ଙଅକ ପାଇଁ ପ୍ରଥମ ପସନ୍ଦ ପାଲଟିଲା ଓ ଏହି ସେବା ର ନାମ ହେଲା ‘ମୋ ବସ୍’ ସେବା ସୂଚନା ଯୋଗ୍ୟ ଅନୁସାରେ ଏବେ ଭୁବନେଶ୍ବର ରେ ଚଳାଚଳ କରିବ ଏହି ବସ୍ କେବଳ ଗୋଟିଏ ନୁହଁ ବରଂ ଏଭେ ରାଜଧାନୀ ରେ ଏମିତି 100 ଟି ବସ୍ ଚଳାଚଳ କରିବା ଲୋକ ମାନଙ୍କ ସୁବିଧା ପାଇଁ ହିଁ ଏହି ବ୍ଯବସ୍ଥା କରାଯିବା ବେଳେ ଏପରି ପରିପେକ୍ଷି ରେ ଏହି ବସ୍ ଗୁଡିକ ର ଉଦଘାଟଣ

ଆଜି ମୂଖ୍ଯ ମନ୍ତ୍ରୀ କରିବା ସହିତ ସେ ଆଜି ରାୈଜଧାନୀ ର ସବୁ ଆଡେ ବୁଲିବା ରେ ଦେଖା ଦେଇ ଥିଲେ । ଏମିତି ବେଳେ ଏହି ଦିପା ବଳି ରେ ଏପରି ଗୋଟିଏ ସେବା କୁ ନେଇ ବହୁତ ଆନନ୍ଦିତ ହୋଇ ଛନ୍ତି ରାଜ୍ୟ ବାସୀ ମାନେ ଓ ଏହା ବ୍ୟତିତ ଯାତ୍ରୀ ମାନଙଅକ ସୁବିଧା ପାଇଁ ଏହି ବସ୍ ରେ ରହିଛି ସିସି ଟିଭଇ କେମେରା ଓ ଆଜିକାର ସବୁଠୁ ଭଲ ଉପାୟ ଇଣ୍ଟର ନେଟ ର ସବୁଧା ହଁ ଆଜ୍ଞା ଏଙି ସେବା ଏବେ ବସି ଭିିତରେ ବି ଲୋକ ମାନେ ସୁବିଧା ପାଇଁ ପାରିବେ

ଏପରି ପରିପେକ୍ଷି ରେ ଆପଣ ମାନେ ତ ବହୁତ ଭଳ ଭାବେ ଜାଣି ଥିବେ କି ଗତ ସମବାର ଦିନ ଏମିତି ହିଁ ଭୁବନେଶ୍ବର କୁ ୱାଇ ଫାଇ ସିଟି ଭାବରେ ଘୋଷଣା କରା ଜାଇଛି ଏବେ ବର୍ତ୍ତମାନ ସମୟ ରେ ସାରା ରାଜଧାନୀ କୁ ଏବେ ୱାଇ ଫାଇ ର ବ୍ୟବସ୍ଥା ଲାଗି ରହିଛି । ଏମିତି ରେ ବର୍ତ୍ତମାନ ସମୟ ରେ ଲାଗୁ କରାଯାଇ ଥିବା ଏଙି ବସ୍ ଗୁଡିକ ରେ ଗରମ ରୁ ବି ରକ୍ଷା ପାଇବା ପାଇଁ ଏସି ର ବି ବ୍ୟବସ୍ଥା ମାନ ରହିଛି । ଏମିତି ରେ ଆଗରୁ ଯେପରି ଭାବେ ବସ୍ ର ଗୋଟିଏ ଟିକେଟ୍ ପାଇଁ ଲାଇନ୍ ଲଗାଇବା ପାଇଁ ପଡୁ ଥିଲୀା କିନ୍ତୁ ଏବେ ସେହି ପରି ଲାଇନ୍ ଲଗାଇବା ପାଇଁ ପଡିବ ନାହିଁ ଏହା ସହିତ ଆପଣ ଙ୍କୁ ଜାଣି ବହୁତ ଖୁସି ଲାଗିବ କି ଏବେ ଆପଣ ମାନେ ଘରେ ବସି ବସି ଅନ୍ ଲାଇିନ୍ ରେ ଟିକେଟ କାଟି ପାରିବେ ।

Leave A Reply

Your email address will not be published.