Take a fresh look at your lifestyle.

ମଲିଙ୍ଗା ମଧ୍ୟ କରିଥିଲେ ଜାଣନ୍ତୁ । ମୋ ରୁମ୍ କୁ ଆସି ମତେ ବିଛଣା ରେ ଶୁଆଇ ଦେଲେ

0 114

#MeToo କଣ ଆପଣ ଜାଣିଛନ୍ତି କି ଆମ ଭାରତ ରେ ଏହି ଅଭିଯାନ ଦିନ କୁ ଦିନ ବହୁତ ପରମାଣ ରେ ବଢିବାରେ ଲାଗିଛି ଓ ଏହା ସହିତ ଏହି ଘଟଣା ଗତ ସମୟ ରେ କେବଳ ବଲିଉଡ ରେ ରହିଥିବା ବେଳେ ଏବେକା ସମୟ ରେ କ୍ରିକେଟ ଖେଳ ରେ ବି ଦେଖା ଦେବାରେ ଲାଗିଛି । ତେବେ ଆମେ ଆଜି ଖାସ ଜଣେ କ୍ରିକେଟ ଖେଳାଳି ଙ୍କ ପାଇଁ ଆମେ #MeToo ର ଅଭିଯୋଗ ନେଇ ଆସିଛୁ ।

ଏଥି ସହିତ କହିବୁ କୁୃ କିପରି ଭାବେ ଆମ ଭାରତୀୟ ଝିଅ ସହିତ ରହିଲା ସଂମ୍ପର୍କ ଗତ କିଛି ଦିନ ତଳେ ମୁମ୍ବାଇ ର ଗୋଟିଏ ହୋଟେଲ ରେ ହୋଇ ଥିଲା ଏପରି ଘଟଣା ସେଠାକାର ଶ୍ରୀ ପଦା ନାମକ ଗୋଟିଏ ଝିଅ କହିଛି କି ଗତ IPL ,ସିଜିନ୍ ରେ ଏହି ସବୁ ଘଟଣା ଘଟି ଥିଲା । ଏପରି ବେଳେ ସେ ସଂମ୍ପର୍ଣ୍ଣ କଥା କହି ଥିଲେ କି ଶ୍ରୀ ଲଙ୍କା ର ସବୁଠୁ ଶକ୍ତି ଶାଳି ବୋଲର ଯାହାଙ୍କ ବଲ କୁି ଦେଖି ସମସ୍ତ ଡରି ଥାନ୍ତି । ମଲିଙ୍ଗା ମୋ ରୁମ୍ ପାଖକୁ ଆସି ଥିଲେ ଓ ପରେ ସେ କହି ଥିଲେ କି ସେ ତାଙ୍କର ଗୋଟିଏ ସାଙ୍ଗକୁ ଖୋଜୁ ଛନ୍ତି ।

ଯେ କି ମୋ ରୁମ୍ ରେ ରହିଛନ୍ତି । ଓ ତାପରେ ମୁଁ ନା କହିବା ସ୍ବତେ ବି ସେ ମୋ କଥା କୁ ଅଣ ଦେକା କରିବା ପରେ ମୋ ରୁମ୍ ଜାଇ ଥିଲେ । ପରେ ଯେତେ ବେଳେ ଦେଖି ଥିଲେ କି କେହି ବି ସେଠାରେ ନାହାନ୍ତି ତେବେ ସେ ହଠାତ୍ ମତେ ପଛକୁ ଠେଲି ଦେଇଥିଲେ । ଜାହାକି ମୁଁ ଜାଇ ମୋର ବିଛଣା ଉପରେ ପଡିଥିଲି ।

ତା ପରେ ମଲିଙ୍ଗା ବିଛଣା କୁ ଆସିଥିଲେ ଏବଂ ମୋ ଉପର କୁ ଆସି ବସି ଥିଲେ କିନ୍ତୁ ପରେ ମୋ ସହିତ ଅସଦା ଚରଣ କରିବାରେ ଲାଗିଲେ କିନ୍ତୁ ଏପରି ବେଳେ ମୁଁ ତାଙ୍କ କବଳ ରୁ ବାହାରି ପାରି ନଥିଲି । ଏହା ସହିତ ଶ୍ରୀ ପଦା କହି ଥିଲେ କି ମୁଁ ବହୁତ କଷ୍ଟ କରି ତାଙ୍କ କବଳରୁ ବାାରି ଥିଲି ପରେ ତା ଙ୍କୁ ମୋ ରୁମ୍ ରୁ ବହାର କରିଥିଲି । ପରେ ସେ ମୋ ଉପରେ ରାଗି ଜାଇଥିଲେ ।

ଏଥି ମଧ୍ଯ ରେ ମୋର ମୁହଁ ଖୋଲିବା ରେ କିଛି ବି ଆପତି ନଥିଲା କିନ୍ତୁ ଯେମିତି କି ମୋର ଇଜତ ର କଥା ସେଥି ପାଇଁ ମୁଁ କହଛି । ତେଣୁ ଏପରି ବେଳେ ମେତେ କଣ ନ୍ୟାୟ ମିଳି ପାରୁଛି ଜଣା ଜାଉ ତେବେ ଏପରି କହିଥିଲେ ଶ୍ରୀ ପଦା ଶ୍ରୀ ଲଙ୍କା ର ସବୁଠୁ ଶକ୍ତି ଶାଳି ବୋଲର ଯାହାଙ୍କ ବଲ କୁି ଦେଖି ସମସ୍ତ ଡରି ଥାନ୍ତି ତାଙ୍କର କାମ ଯଦି ଏପରି ହେବ ତେବେ ସାଧାରଣ ଲୋକ କଣ କରିବେ ।

Leave A Reply

Your email address will not be published.