Loading...

ମାଡି ଆସୁଛି ତିତିଲି ଠୁ ବି ଗୋଟିଏ ପ୍ରଳୟଙ୍କାରୀ ସାମୂଦ୍ରିକ ଝଡ ଜାଣନ୍ତୁ କଣ କହୁଛି ଏସଆରସି । ଜାଣନ୍ତୁ

0 213

ବାତ୍ୟା ର ପ୍ରଭାବ ସବୁବେଳେ ଓଡ଼ିଶା ଉପରେ ହିଁ ଆସୁଛି ଏମିତି ରେ ଏହି କିଛି ବର୍ଷ ଭିତରେ ପ୍ରାୟତଃ ତିନି ରୁ ଚାରି ଟି ବଡ ବଡ ବାତ୍ଯା ର ସାମ୍ନା କରିବା ପାଇଁ ପଡି ସାରିଛି । ଆମକୁ କିନ୍ତୁ ଏହି ନିକଟରେ ଆସି ଥିବା ସାମୂଦ୍ରିକ ଝଡ ଜାହାର ନାମ ହେଲା ତିତିଲି ଏମିତି ରେ ଓଡ଼ିଶା ରେ ବହୁତ ସ୍ଥାନ ରେ କ୍ଷେୟ କ୍ଷେତି କରି ବାରେ ଲାଗି ଥିଲା କିନ୍ତୁ ଏହା ର ପ୍ରଭାବ ଏତେଟା ଆମ ରାଜ୍ଯ ଉପରେ ନ ଥିଲା । ତିତିଲି ତ ଗଲା କିନ୍ତୁ ରାଜ୍ୟ ର ବହୁତ ସ୍ଥାନ ରେ ବନ୍ୟା ର ପ୍ରଭାବ ର ବହୁତ ସ୍ଥାନ ବୁଡି ରହିଛି ।

ଏହା ସହିତ ଲୋକ ଙ୍କୁ ଟିକିଏ ସାହାଯ୍ଯ ବି ମିଳି ପାରୁ ନାହିଁ । ଏମିତି ପରି ସ୍ଥିତି ରେ ତିତିଲି ର ଘା ଏବେ ପର୍ଯ୍ଯନ୍ତ ସୁଖି ନାହିଁ କହିଲେ ଚଳେ । ଏହି ଭିତରେ ପୁଣି ଥରେ ଏସଆରସି ଚେତା ବନି ଦେଇ ସାରିଛନ୍ତି କି ପୁଣି ମାଡି ଆସୁଛି ତିତିଲି ଠୁ ବି ଗୋଟିଏ ପ୍ରଳୟଙ୍କାରୀ ସାମୂଦ୍ରିକ ଝଡ ବର୍ତ୍ତମାନ ଏହି ଘଟଣା କୁ ନେଇ ବହୁତ ସନ୍ଧେହ ଉପୁଜି ଛି । ତେବେ ଆସନ୍ତୁ ଟିକିଏ ଜାଣି ନେବା କି ଏହି ସାମୂଦ୍ରିକ ଝଡ ବିଷୟ ରେ କଣ କହିଛି ଏସଆରସି ।

ଆଜ୍ଞା ସତ କହିବା ପାଇଁ ଗଲେ ଏହା ଗୋଟିଏ ଉଡ଼଼ା ଖବର ଅଟେ କି ତିତିଲି ଠୁ ବି ଗୋଟିଏ ପ୍ରଳୟଙ୍କାରୀ ସାମୂଦ୍ରିକ ଝଡ ଆସୁଛି । ବର୍ତ୍ତମାନ ସମୟ ରେ ଏହା ସୋସିଆଲ୍ ମିଡ଼ିଆରେ ସୁବୁ ବେଳେ ଘୁରି ବୁଲୁଛି । ଏଥି ସହିତ ଲୋକ ମାନେ ବହୁତ ପରମାଣ ରେ ଭୟବିତ ହେବାରେ ଲାଗିଛନ୍ତି । ତେଣୁ ଆମେ କହିବୁ କି ସୋସିଆଲ୍ ମିଡ଼ିଆ ରେ ଏପରି କଥା କୁ ଟିକିଏ ଗୁରୁତ୍ବ ଦିଅନ୍ତୁ ନାହିଁ ।

ଏସଆରସି ମାନେ ରିଲିଫ କମିଶନର ବିଷ୍ଣ ପଦ ସେଠୀ କହିଛନ୍ତି ନିଜର ଟୁଇଟର ରେ କି ଏପରି ଉଡା ଖବରୁ ଠୁ ଦୂରେଇ ରୁହନ୍ତୁ ଏମିତ ଖବରେ ରେ କିଛି ବି ସତ୍ଯତା ନାହିଁ । ଏହା ସହିତ ସେ ସୋସିଆଲ୍ ମିଡ଼ିଆ ରେ ପ୍ରଚଳନ କରୁଥିବା ବ୍ୟକ୍ତି ଙ୍କୁ କହିଛନ୍ତି କି ଏପରି ଯିଏ ବି ଖବର ପ୍ରଚାର କରୁଛି ତୁରନ୍ତ ବନ୍ଧ କରନ୍ତୁ ନଚେତ କିଛି ବି ଏକ୍ସନ ନିଆ ଜାଇ ପାରେ ।

ଏହା ସହିତ ସେ କହିଛନ୍ତି କି ଏହା ସମାଜ ପକ୍ଷ ରେ ଆଦୌ ଗ୍ରହଣୀୟ ନୁହେଁ ବୋସି ଏଥି ସହିତ ପୋଲିସ କମିସନେରେଟ କହିଛନ୍ତି କି ଏହି କଥା ଉପରେ ସେ ସବୁ ବେଳେ ସମର୍ଥନ ଜଣା ଇଛନ୍ତି ଆଜି କାଲି ଯେଉଁ ଭାବେ ସୋସିଆଲ୍ ମିଡ଼ିଆର ଭିଡ଼ ବଢି ଚାଲିଛି ତାହାର ଦୁରୁପ ଯୋଗ କରିବାରେ ଲୋକ ସବୁ ବେଳେ ଲାଗି ପଡିଛନ୍ତି । ଓ ଏପରି ବେଳେ ସେମାନେ ଏହି ବାତ୍ଯା କଥା କହି ଲୋକ ମାନଙଅଖୁ କେବଳ ଭୟ ବିତ କରାଉଛନ୍ତି । ତଥା ଏହା ର ସମାଧାନ ନୂୁହେଁ ।

Loading...
Loading...