Take a fresh look at your lifestyle.

ରାତିରେ ସ୍ତ୍ରୀ ଙ୍କ ନାଭି ରେ ଲଗାନ୍ତୁ ଏହି ଜିନିଷ ଶାରୀରିକ ସଂମ୍ପର୍କ ମଜବୁତ ହେବ । କିଛି ନିଆରା ପ୍ରୟାସ ଆପଣାନ୍ତୁ

0 202

ଜୀବନ ରେ ସ୍ବାମି ସ୍ତ୍ରୀ ଙ୍କ ସଂମ୍ପର୍କ ବିଷୟ ରେ ତ ଆପଣ ବହୁତ ଭଲ ଭାବେ ଜାଣିଥିବେ ଯଦି ଆପଣ ଜାଣି ନାହାନ୍ତି ତେବେ ଆମେ ଆପଣଙ୍କୁ କହିବୁ କି ସ୍ବାମି ସ୍ତ୍ରୀ ଙ୍କ ସଂମ୍ପର୍କ ଏପରି ଗୋଟିଏ ବନ୍ଧନ ଜାହାକି କେହିବି ଭାଙ୍ଗି ପାରିବେ ନାହିଁ । ଏମାନଙ୍କ ମଧ୍ଯ ରେ ପ୍ରେମ ହିଁ ସତ୍ୟ ହୋଇ ଥାଏ ଯଦି ସ୍ବାମି ସ୍ତ୍ରୀ ଙ୍କ ମଧ୍ୟ ରେ ପ୍ରେମ ନଥାନ୍ତା ତେବେ କିଛି ବି ହୋଇ ନଥାନ୍ତା ।

ଏମିତି ଭାବେ ବି ପ୍ରେମ ର ମହତ୍ବପୂର୍ଣ୍ଣ ହୋଇଥାଏ ଶାରୀରିକ ସଂମ୍ପର୍କ ଏହି ସଂମ୍ପର୍କ ମଜବୁତ ହେଲେ ହିଁ ଜୀବନ ରେ ସୁଖ ଶାନ୍ତି ମିଳିଥାଏ । ତେବେ ଏହି ସଂମ୍ପର୍କ କୁ ଅଧିକ ମଜବୁତ କରିବା ପାଇଁ ଆମେ ଆପଣ ଙ୍କୁ ଗୋଟିଏ ଟିପ୍ ଦେବା ପାଇଁ ଚାହୁଁଛୁ ଯଦି ଆପଣଙ୍କ ସହିତ ନିଜ ସ୍ତ୍ରୀ ର ଝଗଡା ହୋଇଛି ବା ଏମିତି ରେ ଆପଣଙ୍କ ସ୍ତ୍ରୀଙ୍କ ସହିତ ଆଲିଙ୍ଗନୀକ କ୍ରିୟା କରିବା ପାଇଁ ଚାହୁଁଛନ୍ତି ତେବେ ଆପଣଙ୍କ ସ୍ତ୍ରୀ କୁ ମନାନ୍ତୁ କି ତାଙ୍କ ନାଭି ରେ ତେଲ ମାରିବା ପାଇଁ ସେବି ପୁଣି ଆପଣଙ୍କୁ ମାରିବା ପାଇଁ ପଡିବ ।

ସେ ବି ପୁଣି ସକାଳ ସମୟ ରେ କରନ୍ତୁ ତେବେ ଆପଣଙ୍କ ର ଓ ପତ୍ନୀ ଙ୍କ ସହିତ ବହୁତ ଭଲ ସଂମ୍ପର୍କ ସ୍ଥାପନ କରି ପାରିବେ । ଏହା ପରେ ଆସନ୍ତୁ ଜାଣିବା କି ନାଭି ରେ ତେଲ ମାରିବା ଦ୍ବାରା ଆଉ କଣ ଉପକାର ମିଳିଥାଏ ।ଓ ଏହା କିପରି ଭାବେ ମାରିବେ ।

ପ୍ରଥମେ ଆପଣ ନିଜ ହାତରେ ଟିକିଏ ଅତର ନିଅନ୍ତୁ ଓ ତାହା ସହିତ ତୈଳ ନିଅନ୍ତୁ ପରେ ନିଜ ପତ୍ନୀ ଙ୍କ ନାଭି ରେ ମାଲିସ କରିବା ଦ୍ବାରା ସଂଭୋଗ ଶକ୍ତି ବଢିଥାଏ । ଓ ଏହା ସହିତ ଆପଣ ନିଜ ପତ୍ନୀ ଙ୍କ ନାଭି ରେ ତୈଳ ସହିତ ଅତର ଲଗାଇଲେ ଆପଣଙ୍କ ଘରକୁ ବି ଧନ ଧାନ୍ୟ ରେ ପରିପୂର୍ଣ୍ଣ ହେବା ଭଳି ଲାଗାଥାଏ ।

ଆପଣଙ୍କୁ କହି ଦେବା ପାଇଁ ଚାହୁଁଛୁ କି ଯଦି ଆପଣ ବିବାହିତ ତେବେ ଶାରିରୀକ ସଂମ୍ପର୍କ କରିବା ପୂର୍ବରୁ ପତ୍ନୀ ଙ୍କ ନାଭି ରେ ଚୁମ୍ବନ ଦେବା ସହିତ ଏହି ପରି ଚୈଳ ଘସିବା ଦ୍ବାରା ପତ୍ନୀ ଙ୍କୁ ଅପୂର୍ବ ସାନ୍ତି ମିଳିବା ସହିତ ଆପଣଙ୍କ ଆଡକୁ ଆକର୍ଶିତ ହୋଇ ଥାନ୍ତି ଓ ଏମିତି ରେ ସେ ଆପଣଙ୍କୁ ଦୁନିଆଁ ର ସବୁ ଠାରୁ ପ୍ରେମ ମଯ ବ୍ୟକ୍ତି ବୋଲି ବି ଭାବି ଥାନ୍ତି ।

ଏପରି ଭାବେ ଶାରୀରିକ ସଂମ୍ପର୍କ କୁ ଆରମ୍ଭ କରନ୍ତୁ ଓ ଏହା ସହିତ ଆପଣ ବରଫ ର ବି ସାହାଯ୍ଯ ନେଇ ପାରିବେ । ଯଦି ଆପଣଙ୍କୁ ଏହିପରି ଭାବେ ସ୍ବାମୀ ସ୍ତ୍ରୀ ଙ୍କ ବ୍ୟକ୍ତି ଗତ ବିଷୟ ରେ ଅନ୍ୟ କିଛି ପୋଷ୍ଟ ଦରକାର ତେବେ ଆପଣ ଆମକୁ କେମେଣ୍ଟ କରି ଜଣାଇ ପାରିବେ । ଏହା ସହିତ ଆମ ପୋଷ୍ଟ କୁ ଲାଇକ୍ କରିବା ପାଇଁ ଭୁଲିବେ ନାହିଁ ।

Leave A Reply

Your email address will not be published.