Loading...

ସମ୍ବଲପୁର ଅଫିସର ଟ୍ରାଫିକ ନିୟମ ଭାଙ୍ଗିଥିବାରୁ ଜେଲରେ ରଖି ମହିଳାଙ୍କ ସହ କଲେ । ଜାଣନ୍ତୁ କଣ ଥିଲା ପୁରା ଘଟଣା

Loading...
0 3,128

ଆଜ୍ଞା ଆଜି କାଲି ତ ବହୁତ ପ୍ରକାରର ବୁଲା ଶଣ୍ଡ ଦେଖି ଥିବେ ଏମିତି ରେ ଶଣ୍ଡ ଯେତେ ବେଳେ କ୍ଷେତ ଭିତରେ ପସିଥାଏ ତେବେ କେବେ ଭାବିଛନ୍ତି ସେ କଣ କଣ କରି ପାରେ ବୋଲି । କଣ ଆପଣ ବୁଝି ପାରିଲେଣି ବୋଧ ହୁଏ । ତେବେ ଆଉ ଗୋଟିଏ ସରଳ ବାଟ ରେ ବୁଝାଇବା ପାଇଁ ଚେଷ୍ଟା କରୁଛୁ । ଆଜ୍ଞା ବଡ ଯଦି ଫସଳ ଖାଇବ । ଯଦି ଆପଣ ବୁଝି ପାରିଲେ ନାହିଁ । ତେବେ ଆମେ କହି ଦେଉଛୁ । ଏପରି ଘଟଣା ହୋଇଛି ସମ୍ବଲପୁର ଠାରେ ଘଟଣା ଅନୁଯାୟୀ ସୁରକ୍ଷା କର୍ମି ଯଦି ଉପରେ ଆକ୍ରମଣ କରିଥାଏ ତେବେ ଆପଣଙ୍କ ସହିତ କଣ ହେବ କୁହନ୍ତୁ ତ ଥରେ ।

ଆଜ୍ଞା ଘଟଣା ଟି ହେଉଛି ସମ୍ବଲପୁର ଜିଲା ରେ ଥିବା ମୂଖ୍ୟ ଥାନା ରେ ଏହି କାଣ୍ଡ ପୋଲିସ୍ ବାବୁ ଆମର ଲାଞ୍ଚ ନେଇ ଭିଜିଲାନ୍ସ ଆଗରେ ଧରା ପଡିଛନ୍ତି । ଏହା ସହିତ ରାତି ରେ ମହିଳା ଙ୍କୁ ଜେଲ୍ ରେ ପୁରାଇ ଶାରୀରିକ ସମନ୍ଧ ରଖି ଥିବାର ଜଣା ପଡିଛି । ଆଜ୍ଞା କଥା ରେ ରହିଛି ନାହିଁ ଉପରୁ ଯିଏ ସାଧଉ ଦେଖା ଯାଏ ସେ କେବେ ବି ସାଧୁ ହୋଇ ନଥାଏ । ସେ ଭିତରୁ ନିଶ୍ଚିତ ଭାବେ କଳାମ କାର୍ନାମା କରିବା ପାଇଁ ହିଁ ଜନ୍ମ ପାଇ ଥାଏ । ଝିଅଙ୍କୁ ଏମିତି କରିବା ପରେ କିପରି ସେହି ପୋଲିସ୍ କୁ ଧରା ପକେଇବେ ଭାବି ଭିଜିଲାନ୍ୟ କୁ ଖବର କରିଥିଲେ ।

ଏମିତି ବେଳେ କଳା ଟଙ୍କା ନେବା ବେଳେ ଧରା ପଡନ୍ତି । ଏହି ଘଟଣା ରେ ସମ୍ବଲ ପୁର ସଦର ଥାନା ର ଏଏସ୍‌ଆଇ କିଶୋର ବାଗ। ବାବୁ ବହୁତ ଆଗରୁ ଏମିତି ଲାଞ୍ଚ ନେଉ ଥିଲେ ବୋଲି ଜଣା ପଡି ଥିଲା । ଏମିତି ରେ ତାଙ୍କର ପାୱର ଦେଖି କେହିବି ତାଙ୍କ ସାମ୍ନା ରେ ବା ଅନ୍ୟ ଙ୍କ ସାମ୍ନା ରେ ମୁହଁ ଖୋଲିବା ପାଇଁ ରାଜି ହେଉ ଥିଲେ ।

କିନ୍ତୁ ଏମିତି ବେଳେ ତଣ୍ଡ ବାଇଦ ଶହସ୍ର କୋଷ ପରି ଏହି କଥା ମାତି ଜାଇ ଥିଲା ପରେ ଯେଉଁ ମହିଳା ଙ୍କୁ ଶାରୀରିକ ସଂମନ୍ଧ ରଖିବା କୁ କହି ଥିଲେ ସେହି ମହିଳା ଜାଇ ଭିଜି ନାନ୍ସ ପାଖରେ ପହଁଚି ଥିଲା ତେବେ କିଛି ଦିନ ଭିଜି ଲାନ୍ସ ଚୁପ ରହିବା ରେ ଲାଗିଲା । ଓ ସଠିକ୍ ସମୟ ର ଅପେକ୍ଷା କରିବାରେ ଲାଗିଲା । ପରେ ଦୁଇଦିନ ତଳେ ଜଣେ ଗାଡି ମାଲିକ ଠାରୁ ଗାଡି ଛଡେଇବା କୁ ଜାଇ 10 ହଜାର ଟଙ୍କା ଲାଞ୍ଚ ନେବା ବେଳେ ଧରା ପଡିଛନ୍ତି ।

ଏମିତି ରେ ସେ ବି ପୁଣି ରେଡ ହେଣ୍ଡେଡ ସହିତ । ସେ ଦିନ ଏପରି ଗାଡି ମାଲିକ ସହିତ ଭିଜିଲାନ୍ସ ମିଶି କରି ଯୋଜନା କରି ଥିଲେ ଯେପରି ସେ ପୁରା ସାମ୍ନା ରେ ହିଁ ଧରା ପଡିବେ । ସେଠି ପାଇଁ ଗାଡି ମାଲିକ ଜଣଙ୍କ 10 ହଜାର ଟଙ୍କା ଦେବା ବେଳେ ସାଙ୍ଗେ ସାଙ୍ଗେ ଭିଜି ଲାନ୍ସ ବାବୁ ତାଙ୍କୁ ଆୟତ କୁ ନେଇ ନେଇ ଥିଲେ । ବୋଲି ଜଣା ପଡି ।

Loading...
Loading...