Loading...

ହାର୍ଧିକ ପାଣ୍ଡିଆ ଦିଲ୍ଲିର ଜଣେ 26 ବର୍ଷିଆ ଫେନ୍ କୁ pregnet କରିଦେଲେ ଜାଣନ୍ତୁ କଣ ଥିଲା ପୁରା କଥା । ସେୟାର କରିବାକୁ ଭୁଲିବେନି

0 429

କ୍ରିକେଟ ଜଗତ ରେ ଗୋଟିଏ ବଲର ଭାବେ ନିଜର କେରିଆର ଆରମ୍ଭ କରିଥିଲେ ଏହି ଫେମସ୍ ଖେଳାଳି ଜାହାଙ୍କ ନାମ ହେଲା ହାର୍ଧିକ ପାଣ୍ଡିଆ କିନ୍ତୁ ପରେ ପେରେ ସେ ବ୍ୟଟସ ମ୍ୟନ୍ ରେ ବି ନାମ ଲେଖାଇଲେ ସେ ଓ ପରେ ସେ ଏମିତି ଭାବେ ଖେଳିବା ପାଇଁ ଲାଗିଲେ କି ଆପଣ ବିସ୍ବାଶ ବି କରି ପାରି ବେ ନାହିଁ । ଏବେ ହାର୍ଧିକ ଙ୍କ ଉପରେ ନେହା ଶର୍ମା ନାମକ ଯୁବତୀ ଅଭିଯୋଗ ଆଣିଛନ୍ତି କି ପ୍ରେମ ବାହାନା ରେ ପ୍ରେଗନେଟ କରି ଦେଇଛନ୍ତି ବୋଲି ।

ବର୍ତ୍ତମାନ ସମୟ ରେ ସେ ଜଣେ ବହୁତ ବଡ ଖେଳାଳି ଙ୍କ ନାମ ରେ ନାମିତ ରହିଛନ୍ତି । କିନ୍ତୁ ବର୍ତ୍ତମାନ ସମୟ ରେ ସବୁ ଆଡେ ‘ମି-ଠୁ’ ର ଝଡ ସୃଷ୍ଟି ହୋଇ ଚାଲିଛି ଏଥି ସହିତ ବହୁତ ବଡ ଅଭିନେତା ,ଡାଇରେକ୍ଟ ଏପରି କି କ୍ରିକେଟ ଖେଳ ରେ ଏହି ‘ମି-ଠୁ’ ର ଅଭିଯୋଗ ପସି ସାରିଛି । ଏହି ନିକଟ ରେ କିଛି ଦିନ ତଳେ ମୁମ୍ବାଇ ର ଗୋଟିଏ ଝିଅ ଜାହାର ନାମ ଶ୍ରୀ ପଦା ବୋଲି ସେ ଶ୍ରୀ ଲଙ୍କା ର ବଲର ଜହାଙ୍କନାମ ହେଲା ଲସିଦ୍ ମଲିଙ୍ଗା ତାଙ୍କ ଉପରେ ଆରୋପ ନେଇ ଆସି ଥିଲେ କି ସେ ତାଙ୍କ ସହିତ ବହୁତ ଖରାପ୍ ବ୍ୟବହାର କରିଥିଲେ ।

ଏପରି କି ସେ କହିଥିଲେ କି ହଟେଲ୍ ରୁମ୍ ରେ ସେ ମତେ ବିଛଣା ରେ ଜବର୍ଦସ୍ତି କରି ଶୋଆଇ ଦେଇ ଥିଲେ ଓ ପରେ ମୋ ଉପରେ ସେ ଶୋଇ ଜାଇ ଥିଲେ ବୋଲି ପରେ ଶ୍ରୀ ପଦା ବହୁତ କଷ୍ଟ କରି ସେଠାରୁ ବାହାରି ଥିଲେ । ଏପରି ବେଳେ ପୁଣି ଥରେ ଆମ ଭାରତୀୟ ଖେଳାଳି ଙ୍କ ଉପରେ ଏହି ‘ମି-ଠୁ’ ର ଆରୋପ ଆଣିଛନ୍ତି ଦିଲ୍ଲୀ ର ଏହି ଝିଅ ଜାହାଙ୍କ ନାମ ହେଲା ନେହା ଶର୍ମା ଏମିତି ରେ ଆପଣ ଫୋଟ ରେ ତ ବହୁତ ଭଲ ଭାବେ ଜାଣି ପାରୁ ଥିବେ କଣ ରହିଛି ଘଟଣା ଟି ଯଦି ଆପଣ ଜାଣି ପାରୁ ନାହିଁନ୍ତି ଆମେ ଆପଣଙ୍କୁ ସଂମ୍ପର୍ଣ୍ଣ ଘଟଣା କଣ ରହିଛି କହୁଛୁ ।

ଘଟଣା ଅନୁଜାଇ ଦିଲ୍ଲୀ ର ଏହି ଝିଅ ନେହା ଶର୍ମା ହାର୍ଧିକ ପାଣ୍ଡିଆ ଙ୍କ ଉପରେ ଏକ ବହୁତ ବଡ ଅଭିଯୋଗ କରିଛନ୍ତି କି 2017 ମସିହା ସେପ୍ଟେମ୍ବର ରେ ହାର୍ଧିକ ଦିଲ୍ଲୀ ଆସି ଥିଲେ ଓ ସେହି ସମୟ ରେ ତାଙ୍କ ସହିତ ହାର୍ଧିକଙ୍କର ଦେଖା ହୋଇ ଥିଲା ପରେ ସେ ମତେ ବହୁତ ପସନ୍ଦ କରନ୍ତି ବୋଲି କହିଥିଲେ ।ଓ ଏମିତି ରେ ତାଙ୍କ ସହିତ ମୋର ପ୍ରେମ ସଂମ୍ପର୍କ ଗଢି ଉଠି ଥିଲା । ଏମିତି କିଛି ଦିନ ଗଲା ପରେ ଗତ ଜୁନ୍ ମାସ ରେ ମତେ ମୁମ୍ବାଇ ଡାକି ଥିଲେ ପରେ ସେ ମୋ ସହିତ ଶାରୀରିକ ସଂମ୍ପର୍କ ସ୍ଥାପନ କରି ଥିଲେ ଏମିତି ରେ ସେ କହିଥିଲେ କି ଆଗକୁ ସେ ତାଙ୍କ ସହିତ ବିବାହ କରିବେ ବୋଲି କିନ୍ତୁ ପରେ ସେ ମୁମ୍ବାଇ ର ଗୋଟିଏ ଝିଅ ଜାହାଙ୍କ ନାମ ଲିସା ଶର୍ମା ତାଙ୍କୁ ବିବାହ କରିବେ ବୋଲି କହିଥିଲେ

ଏମିତି ରେ ସେ ତାଙ୍କ ଏକ୍ସ ଗାର୍ଲ ଫ୍ରେଣ୍ଡ ବୋଲି ବି କହି ଥିଲେ ତେଣୁ ମୁଁ ଆଉ ସେଠାରେ କିଛି ବି କହି ପାରିଲି ନାହିଁ କିନ୍ତୁ ବର୍ତ୍ତମାନ ,ସମୟ ରେ ସବୁ ଆଡେ ଏହି ମୁ ଠୁ ର ଅଭିଯୋଗ କୁ ଦେଖି ମୁଁ ବି ସାହାସ କରି ଏହି ଘଟଣା ସାମ୍ନା କୁ ଆଣିଛି ବୋଲି ସେ ତାଙ୍କର ଟୁଇଟର ରେ କହିଛନ୍ତି । ଏବଂ ହା ସହିତ ସେ ନ୍ୟୟ ବି ଲୋଡି ଛନ୍ତି ବୋଲି ଜଣା ପଡିଛି ।

Loading...
Loading...