Loading...

୧୩ ଅକ୍ଟୋବର ୨୦୧୮ ଶନିବାର,ଆଜିର ରାଶିଫଳ – କେମିତି କଟିବ ଆଜି ଆପଣଙ୍କ ଦିନ – ଏହି ୫ଟି ରାଶି ଉପରେ ଶନିଦେବ ଙ୍କ କୃପା ଆଜିଠୁ ରହିବ

0 233

ମେଷ

ଏହି ରାଶି ର ବ୍ୟକ୍ତି ମାନେ ବୋଧହୁଏ ଆଜି ଆପଣଙ୍କୁ ଲାଗିପାରେ କି ଆପଣଙ୍କୁ ସମସ୍ତେ ଭୂଲ୍ ବୁଝୁଛନ୍ତି ।ଜର କୌଶଳ ଏବଂ ସାହସକୁ ପାଥେୟ କରି ଆପଣଙ୍କ ରାସ୍ତାରେ ଆସୁଥିବା ସବୁ ବାଧାବିଘ୍ନକୁ ଆପଣ ସମାଧାନ କରିବେ ।
ଏଥିରୁ ଆପଣ ନିଜ ଜୀବନରେ ମଧ୍ୟ ନୂଆ ଭାବନା ଅନୁଭବ କରିବେ ।ଭଉଣୀମାନଙ୍କ ତଥା ମିତ୍ରମାନଙ୍କ ସହିତ ଆନନ୍ଦପୂର୍ବକ ସମୟ କଟିବ। ଆଜିର ଶୁଭ ରଙ୍ଗ ଧଳା । ପ୍ରତିକାର କଳା ବସ୍ତ୍ର ପିନ୍ଧନ୍ତୁ ନାହିଁ ।

ବୃଷ

ବୃଷ ରାଶିର ବ୍ୟକ୍ତି ବିଶେଷ ମାନଙ୍କ ଅଦାଲତ ସମ୍ବନ୍ଧୀୟ ସମସ୍ୟାର ଫଳାଫଳ ଆପଣଙ୍କ ସପକ୍ଷରେ ହୋଇପାରେ । ଛାତ୍ର ଛାତ୍ରୀ ମାନେ ଅତ୍ୟାଧିକ ସାନସିକ ଚାପରେ ରହିବା ସମ୍ଭାବନା ରହିଛି । ପ୍ରବଳ ଆର୍ଥିକ କ୍ଷେତି ଲୋକ ମାନଙ୍କ ନିନ୍ଦା ସହିବା କୁ ପଡିବ । ବେଳେ କିନ୍ତୁ ଦେହ ପ୍ରିଡା ସ୍ପୁତିହାନିକ ର କାରଣ ହେବ ।ଉଚ୍ଛବର୍ଗ ର ଲୋକ ମାନଙ୍କ ସେହ୍ନ ଶ୍ରଦ୍ଧା ଭାଜନ କରିବେ । ଆଜିର ଶୁଭ ରଙ୍ଗ ହଳଦିଆ । ଯଦି ଆପଣ ହଳଦୀ ବସନ୍ତ ଦେଖନ୍ତି ତେବେ ବହୁତ ସୁଭ ହେବ ।

ମିଥୁନ

ମିଥୁନ ରାଶି ର ବ୍ୟକ୍ତି ବିଶେଷ ମାନେ ସାମହିକ କ୍ଳାନ୍ତି ଓ ଶୀରୋପୀଡା ଲାଗି ରହିପାରେ ।ଆପଣ ଆପଣଙ୍କ ଘର ଲୋକଙ୍କ ସହ ମଧ୍ୟ ଏକ ଗଭୀର ସମ୍ପର୍କ ମୁଳଦୁଆ ରଖିଛନ୍ତି । ପ୍ରେମ ବ୍ୟପାରରେ ବିରହ ଜନିତ ଯନ୍ତ୍ରଣା ହେବ ।କର୍ମ କ୍ଷେତ୍ର ମଧ୍ୟ ରେ ଦୈଡ ବୃଦ୍ଧି ମଧ୍ୟରେ ଲକ୍ଷ ସ୍ଥଳ ଆଡକୁ ପାଖେଇଯିବେ । ଆପଣଙ୍କ ପାଇଁ ଆଜିର ଶୁଭ ରଙ୍ଗ ନୀଳ ଶୁଭ ସଂଖ୍ୟା 04 ପ୍ରତିକାର । ଅନ୍ୟଙ୍କ ସହିତ ଝଗଡା ସଗାନ୍ତୁ ନାହିଁ ।

କର୍କଟ

ଏହି ରାଶି ର ବ୍ୟକ୍ତି ବିଷେଶ ମାନେ କୈଣସି ଦିଗ ରୁ ସାହାଯ୍ଯ ଓ ସହଯୋଗ ପ୍ରାପ୍ତି ନଘଟିଲେ ବି ବାଟ ଚାଲିବାର ତୃପ୍ତି ଆଶ୍ବାଦନ କରିବା ନିଶ୍ଚିତ ।ଆୟ ଠାରୁ ବ୍ୟୟ ଅଧିକ ହୋଇପାରେ ପ୍ରେମ ସଂମ୍ପର୍କ ସୁଦୃଢ ରହିବ ।କୈଣସି ଜାଗା ମନଙ୍କରେ କରିଥିବା ନିବେଷ ରୁ ଟଙ୍କା ଅସୁରକ୍ଷିତ ରହିପାରେ । ବିପରୀତ ଲିଙ୍ଗ ପାତ୍ରମାନଙ୍କ ସହିତ ପରିଚୟ କିମ୍ବା ରୋମାନ୍ସର ସମ୍ଭାବନା ଅଛି।ଆଜିର ଶୁଭ ରଙ୍ଗ ନାରଙ୍ଗୀ । ପ୍ରତିକାର କଳା ବସ୍ତ୍ର ପରିଧାନ କରନ୍ତୁ ନାହିଁ ।

ସିଂହ

ଏହି ରାଶି ର ବ୍ୟକ୍ତି ବିଶେଷ ମାନେ ଆପଣ ଆପଣଙ୍କ ଘର ଲୋକଙ୍କ ସହ ମଧ୍ୟ ଏକ ଗଭୀର ସମ୍ପର୍କ ମୁଳଦୁଆ ରଖିଛନ୍ତି । ପ୍ରତ୍ୟେକ କାମ ବିଳମ୍ବିତ ସମୟରେ ହେବା କାରଣରୁ ବ୍ୟସ୍ତତା ବୃଦ୍ଧି ପାଇବ ।ଯଥେଷ୍ଟ ଆର୍ଥିକ ଉନ୍ନତି ଘଟିବ ଓ କର୍ମକ୍ଷେତ୍ରରେ ଶୁଭ ଫଳ ପାଇବେ। ମହିଳାମାନଙ୍କ ଚାକିରିରେ ପଦୋନ୍ନତିସହ ଆର୍ଥଲାଭ ହେବ । ଆପଣଙ୍କ ପାଇଁ ଆଜିର ଶୁଭ ରଙ୍ଗ ଲାଲି । ଶୁଭ ସଂଖ୍ୟା 06 ପ୍ରତିକାର ଘରୁ ବହାରିବା ପୂର୍ବ ରୁ ବାପା ମାଁ ଙ୍କ ପାଦ ଛୁଅନ୍ତୁ ।

କନ୍ୟା

ଏହି ରାଶି ର ବ୍ୟକ୍ତି ବିଶେଷ ମାନେ ନୂଆ କାର୍ଯ୍ୟର ଶୁଭାରମ୍ଭ କରିବା ପାଇଁ ସମୟ ଅନୁକୂଳ ଅଟେ। ଆଜିର ଦିନ ମଧ୍ୟମ ଫଳଦାୟୀ ଅଟେ।ସ୍ଵଭାବରେ ଉଗ୍ରତା ରହିବ ସେଥିପାଇଁ ବାଣୀ ଉପରେ ନିୟନ୍ତ୍ରଣ ରଖିବେ|ଦୈନିକ କାର୍ଯ୍ୟଗୁଡ଼ିକରେ ଅନୁକୂଳ ପରିସ୍ଥିତି ନିର୍ମିତ ହେବାରୁ ଆଶ୍ୱସ୍ତି ଅନୁଭବ କରିବେ। ଆଜିର ଶୁଭ ରଙ୍ଗ ନୀଳ ଶୁଭ ସଂଖ୍ୟା 05 ପ୍ରତିକାର ଗାଈ ଗରୁ କୁ କିଛି ଖାଇବାକୁ ଦିଅନ୍ତୁ।

ତୁଳା

ତୁଳା ରାଶି ର ବ୍ୟକ୍ତି ବିଶେଷ ଖାଇବା ପିଇବାର ଧ୍ୟାନ ଯଦି ନ ରଖିବେ ତେବେ ସ୍ଵାସ୍ଥ୍ୟ ଖରାପ ହେବାର ପୂରା ସମ୍ଭାବନା ଅଛି ଆପଣ ନିଜ ପରିବାର ଲୋକଙ୍କୁ ଅଧିକ ସମୟ ଦେବା ଉଚିତ ହେବ । ଏକାଧିକ ପର୍ଯ୍ୟଟନର ମଧ୍ୟ ଆୟୋଜନ ହେବାର ସମ୍ଭାବନା ଜର କୌଶଳ ଏବଂ ସାହସକୁ ପାଥେୟ କରି ଆପଣଙ୍କ ରାସ୍ତାରେ ଆସୁଥିବା ସବୁ ବାଧାବିଘ୍ନକୁ ଆପଣ ସମାଧାନ କରିବେ । ଶୁଭ ରଙ୍ଗ ଧଳା ଶୁଭ ସଂଖ୍ୟା 08 ପ୍ରତିକାର- ଘରୁ ବହାରରିବା ସମୟରେ ମୁହଁ ମିଠା କରି ବାହାରନ୍ତୁ।

ବିଛା

ଏହି ରାଶି ର ବ୍ୟକ୍ତି ମାନେ ବିବାଦ କ୍ଷେତ୍ର ରେ ସୁଫଳ ଓ ଚର୍ତୁପାର୍ଶ୍ବ ରୁ ବହୁତ ଭଲ ଖବର ଆସିବାର ସମ୍ଭାବନା ରହିଛି । ନିଜର ଶତୃ ଉପରେ ଆପଣ ବିଜୟ ହାସଲ କରିପାରିବେ । ଯଦି କେହି ପ୍ରେମ ସଂମ୍ପର୍କ ରେ ଲିପ୍ତ ଥାଆନ୍ତି ତେବେ ଆପଣ ସଫଳ ହୋଇପାରନ୍ତି । ଅଚାନକ ଯାତ୍ରା କରିବାର ସଂଯୋଗ ହେବ। ତାଙ୍କର ପଛରେ ଖର୍ଚ୍ଚ କରିବାକୁ ପଡ଼ିବ। ଆପଣଙ୍କ ପାଇଁ ଆଜିର ଶୁଭ ରଙ୍ଗ ହଳଦିଆ ଶୁଭ ସଂଖ୍ୟା 01 ପ୍ରତିକାର- ଦହି ର ସେବନ କରନ୍ତୁ

ଧନୁ

ଏହି ରାଶି ର ବ୍ୟକ୍ତି ବିଶେଷ କର୍ମ ପ୍ରରଣା ରେ ଉଦ୍ ବୃଦ୍ଧି ହେବ ।ଅଧ୍ୟୟନ ଅଭିବୃଦ୍ଧି ଯୋଗ ରହିଛି ।ପରିବାରରେ ଶୁଭ କାର୍ଯ୍ଯ ଅନୁଷ୍ଠିତ ହେବ । ଦୂରେଇ ଯାଇଥିବା ସମ୍ପର୍କକୁ ନିଜର କରିବା ପାଇଁ ଆପଣଙ୍କ ଚ଼େଷ୍ଟା ସଫଳ ହେବ ଏବଂ ଏହି ସମ୍ପର୍କ ମଜବୁତ ହେବ ।ମୂଲ୍ୟ ବାନ ସମୟ କୁ ନଷ୍ଟ କରନ୍ତୁ ନାହିଁଚାକିରି କ୍ଷେତ୍ର ରେ ଆପଣ ସଫଳ ହୋଇପାରନ୍ତି । ଶୁଭ ରଙ୍ଗ କଳା ଶୁଭ ସଂଖ୍ୟା 2 ପ୍ରତିକାର- ଲାଲ ବସ୍ତ୍ର ପିନ୍ଧନ୍ତୁ ନାହିଁ ।

ମକର

ଏହି ରାଶି ର ବ୍ୟକ୍ତି ବିଶେଷ ମାନେ କୈଣସି କାରଣ ଯୋଗୁଁ ଆପଣଙ୍କ ମନରେ ଅଶାନ୍ତି ଦେଖାଜାଇପାରେ ନିଜର କୈଣସି କାଳ୍ପନିକ ମନଭାବ ଯୋଗୁଁ ଆପଣ ବସ୍ତତା ହୋଇପାରନ୍ତି ।ନିଜର ମାନସିକ ଏକାଗ୍ରତା ବଢିବ ଓ କୈଣସି କ୍ଷେତ୍ର ରେ ଆପଣ ମିତ୍ର ଲାଭ କରିବେ । ସାଙ୍ଗ ଏବଂ ନିଜ ବନ୍ଧୁମାନଙ୍କ ତରଫରୁ ଭେଟ-ଉପହାର ମିଳିବାର ଆନନ୍ଦ ଅନୁଭବ କରିବେ।ଆଜି ଆପଣ ପରିବାର ଲୋକଙ୍କ ସହିତ ସମୟ କଟାଇବେ ଏବଂ ବହୁତ ଖୁସି ହେବେ । ଆଜିର ଶୁଭ ରଙ୍ଗ ଗୋଲାପୀ । ପ୍ରତିକାର- ହଳଦୀ ଚନ୍ଦନ ମସ୍ତକରେ ଧାରଣ କରନ୍ତୁ।

କୁମ୍ଭ

କୁମ୍ଭ ରାଶି ର ବ୍ଯକ୍ତି ବିଷେଶ ମାନେ ଅଦାଲତ ସମ୍ବନ୍ଧୀୟ ସମସ୍ୟାର ଫଳାଫଳ ଆପଣଙ୍କ ସପକ୍ଷରେ ହୋଇପାରେ । ହଠାତ୍ ଆସିଥିବା ସମସ୍ୟା ଆପଣଙ୍କୁ କୌଣସି ବ୍ୟସ୍ତତାରେ ପକାଇଦେବ । ଛାତ୍ର ଛାତ୍ରୀ ମାନେ ଅତ୍ୟାଧିକ ସାନସିକ ଚାପରେ ରହିବା ସମ୍ଭାବନା ରହିଛି । ପ୍ରତ୍ୟେକ କାମ ବିଳମ୍ବିତ ସମୟରେ ହେବା କାରଣରୁ ବ୍ୟସ୍ତତା ବୃଦ୍ଧି ପାଇବ । ଶୁଭ ରଙ୍ଗ କଳା ଶୁଭ ସଂଖ୍ୟା 09 ପ୍ରତିକାର- ନନ୍ଦନ ମଥା ରେ ଲଗାନ୍ତୁ ।

ମୀନ

ମୀନ ରାଶି ର ବ୍ୟକ୍ତି ବିଶେଷ ମାନେ ସ୍ଵଭାବରେ ଉଗ୍ରତା ରହିବ ସେଥିପାଇଁ ବାଣୀ ଉପରେ ନିୟନ୍ତ୍ରଣ ରଖିବେ|ଦୈନିକ କାର୍ଯ୍ୟଗୁଡ଼ିକରେ ଅନୁକୂଳ ପରିସ୍ଥିତି ନିର୍ମିତ ହେବାରୁ ଆଶ୍ୱସ୍ତି ଅନୁଭବ କରିବେ।ସକାଳେ ହିଁ ମିତ୍ରମାନଙ୍କ ସହିତ ବୁଲିବାକୁ, ଖାଇବା ପିଇବା ଏବଂ ମନୋରଞ୍ଜନରେ ଦିନ ବିତିବ।କର୍ମ କ୍ଷେତ୍ର ମଧ୍ୟ ରେ ଦୈଡ ବୃଦ୍ଧି ମଧ୍ୟରେ ଲକ୍ଷ ସ୍ଥଳ ଆଡକୁ ପାଖେଇଯିବେ । ଆପଣଙ୍କ ପାଇଁ ଆଜିର ଶୁଭ ରଙ୍ଗ ନୀଳ ।ପ୍ରତିକାର- କଟା ଜିନିଷ ପାଖରେ ମାଡନ୍ତୁ ନାହିଁ ।

Loading...
Loading...