Take a fresh look at your lifestyle.

୧୭ ଅକ୍ଟୋବର ୨୦୧୮ ବୁଧବାର,ଆଜିର ରାଶିଫଳ – କେମିତି କଟିବ ଆଜି ଆପଣଙ୍କ ଦିନ – ଆଜି ସଂକ୍ରାନ୍ତି ରେ ଏହି ୩ ଟି ରାଶିରେ ଘଟିବ ଶୁଭଫଳ

0 121

ମେଷ

ଏହି ରାଶି ର ବ୍ୟକ୍ତି ମାନେ ଆପଣ ଙ୍କ ମନ ର ଚିନ୍ତା ଧାରା ବଢି ପାରେ । ଆପଣ ଙ୍କ ପାଇଁ ଆଜିର ଦିନ ଘାତ ଚନ୍ଦ୍ର ଅଛି । କୈଣସି କାର୍ଯ୍ଯ କରିବା ପୂ୍ର୍ବରୁ ଥରେ ଭାବି ଚିନ୍ତି କାମ କରନ୍ତୁ ।ଆଜି ଆପଣଙ୍କର ଜୀବନର ଉନ୍ନତି କ୍ଷେତ୍ରରେ କିଛି ପରିମାଣର ଅବନତି ଦେଖାଦେବ ।ପ୍ରେମ ସଂମ୍ପର୍କ ରେ ବାଧା ଉପୁଜି ପାରେ ।ଏହା ସହିତ ନିଜର ମନର କଥା ଶଖା ବା ସଖି ଙ୍କ ସହିତ ଆମୋଦ ପ୍ରମୋଦ କରିବେ । ଆପଣଙ୍କ ପାଇଁ ଆଜିର ଶୁଭ ରଙ୍ଗ କଳା । ପ୍ରତିକାର ମନ୍ଦିର ରେ କଳା ବସ୍ତ୍ର ବାଣ୍ଟନ୍ତୁ ।

ବୃଷ

ବୃଷ ରାଶିର ବ୍ୟକ୍ତି ବିଶେଷ ମାନଙ୍କ ନିଜର ବ୍ୟବସାୟ ରେ କ୍ଷେତୀ ହେବାର ସମ୍ଭାବନା ରହିଛି ଆପଣ ସାଇବାବ ଙ୍କୁ ଦର୍ଶନ କରନ୍ତୁ ସବୁ ସମସ୍ୟା ର ସମାଧାନ ହେବ ।ଆଗରୁ ରହି ଥିବା କାର୍ଯ୍ୟ ସଫଳ ହେବ ବୋଧହୁଏ ଆପଣଙ୍କ ଆଖପାଖ ଲୋକ ମାନଙ୍କ ପାଈଁ ନିଜକୁ ନିରାସ ହେବାକୁ ପଡି ପାରେ ।କୌଣସି ତୀର୍ଥଯାତ୍ରାରେ ଯାଇପାରନ୍ତି।ଆପଣଙ୍କ ପାଇଁ ଆଜିର ଶୁଭ ରଙ୍ଗ ଖଇରିଆ ।ପ୍ରତିକାର ମଧୁର ଜିନିଷ ପିମ୍ପୁଡି ମୁହଁ ରେ ଦୁଅନ୍ତୁ ।

ମିଥୁନ

ମିଥୁନ ରାଶି ର ବ୍ୟକ୍ତି ବିଶେଷ ମାନେ ପରିବାରର ସମସ୍ତ ସଦସ୍ୟ ଙ୍କ ଠାରୁ ଭଲପାଇବା ମିଳି ପାରେ ବନ୍ଧୁ ଙ୍କ ସହ ଝଗଡା ହେବାର ସମ୍ଭାବନା ରହିଛି ପାରିବାର ଏକା ହେବାର ସମୟ ରହିଛି ।ନିଜର ମନରେ ବିଶ୍ବସ ଥିଲେ ଆପଣ ଙ୍କ ସବୁ କାର୍ଯ ସଫଳ ହେବେ । ଦାମ୍ପତ୍ୟ ଜୀବନରେ ନିକଟତା ରହିବ | ଏଥି ସହିତ ମନରେ ଥିବା ସମସ୍ତ ଆଶା ଏହି ଦୂର୍ଗା ପୂଜାରେ ସଫଳ ହେବ । ଆଜିର ଶୁଭ ରଙ୍ଗ ଗୋଲାପି ।ପ୍ରତିକାର ମାତା ଦୂର୍ଗା ଙ୍କ ଧ୍ୟନ କରନ୍ତୁ

କର୍କଟ

ଏହି ରାଶି ର ବ୍ୟକ୍ତି ବିଷେଶ ମାନେ କିଛି ବି କରିବା ପୂର୍ବରୁ ଆପଣ ବଡମାନଙ୍କ ସହ ଟିକିଏ ଆଲୋଚନା କରନ୍ତୁ । ନିଜର ମନୋଭାବ ବଦଳାନ୍ତୁ ନଚେତ୍ ଆପଣ ଫସି ପାରନ୍ତି । ଚାକିରି କିମ୍ବା ବ୍ୟବସାୟରେ ଲାଭ ପ୍ରାପ୍ତି ହେବ।କେତେକ ସ୍ଥାନ ରେ ଆପଣ ପ୍ରତିନ୍ଦଦିତା ଦେଖିବା ପାଇଁ ମିଳିବ ।ଆଜିର ଶୁଭ ରଙ୍ଗ ଧଳା ପ୍ରତିକାର ଲାଲ ସୂତା ହାତରେ ବାନ୍ଧନ୍ତୁ ।

ସିଂହ

ଏହି ରାଶି ର ବ୍ୟକ୍ତି ବିଶେଷ ମାନେ ଧାର୍ମିକ ଜିନିଷ ଆଡକୁ ମନ ଟାଣିପାରେ ।ରାସ୍ଥାଘାଟ ରେ ଜଗିଛକି ଜାଆନ୍ତୁ । କୈଣସି ଘରୋଇ ଅସୁବିଧା ଉପୁଜି ପାରେ । ଆର୍ଥିକ ଲାଭ ଦୃଷ୍ଟିରୁ ଆଜିର ଦିନ ବହୁତ ଭଲ ରହିବ ବ୍ୟବସାୟ କ୍ଷେତ୍ର ରେ ଲାବବାନ ହେବେ ଭାଇ ଭଉଣୀ ଙ୍କ ସଂମ୍ପର୍କ ରେ ବାଧା ଉପୁଜି ପାରେ ।ସଂସାରିକ କ୍ଷେତ୍ର ରେ ନିଜର ପ୍ରଭାବ ଦେଖାଇ ଲଜ୍ଜିତ ହୋଇପାରନ୍ତି ।ଆପଣଙ୍କ ପାଇଁ ଆଜିର ଶୁଭ ରଙ୍ଗ ନୀଳ ।ପ୍ରତିକାର ବୃଦ୍ଧଙ୍କୁ ସାହାଯ୍ଯ ର ହାତ ବଢାନ୍ତୁ ।

କନ୍ୟା

ଏହି ରାଶି ର ବ୍ୟକ୍ତି ବିଶେଷ ମାନେ ଆପଣଙ୍କ ମାନସିକ ଚାପ ବଢ଼ିପାରେ ବୋଧହୁଏ ଆପଣଙ୍କ ଆଖପାଖ ଲୋକ ମାନଙ୍କ ପାଈଁ ନିଜକୁ ନିରାସ ହେବାକୁ ପଡି ପାରେ ।ଆଗରୁ ସାଇତି ରଖିଥିବା କିଛି ପୁରୁଣା ଜିନିଷ କ୍ଷେତି ହେବର ସମ୍ଭାବନା ରହିଛି ।ଅଧିକ ପରିଶ୍ରମରେ କମ ସଫଳତା ମିଳିବାର ନିରାଶା ଭାବନା ସୃଷ୍ଟି ହେବ। ନିଜର ଆଳସ୍ୟ ପାଇଁ ଠକି ଯାଇପରନ୍ତି। ଆଜିର ଶୁଭ ରଙ୍ଗ ଲାଲି । ପ୍ରତିକାର ଗୁଡ ଜନ୍ଦା ମୁହଁ ରେ ଦିଅନ୍ତୁ ।

ତୁଳା

ତୁଳା ରାଶି ର ବ୍ୟକ୍ତି ବିଶେଷ ବୁଦ୍ଧିମାନର ବ୍ୟକ୍ତି ସହିତ ମିଳାମିଶା ହୋଇପାରେ । ନିଜର ମାନସିକ ଏକାଗ୍ରତା ବଢିବ ଓ କୈଣସି କ୍ଷେତ୍ର ରେ ଆପଣ ମିତ୍ର ଲାଭ କରିବେ । କୈଣସି କାରଣ ଯୋଗୁଁ ଆପଣଙ୍କ ମନରେ ଅଶାନ୍ତି ଦେଖାଜାଇପାରେ ନିଜର କୈଣସି କାଳ୍ପନିକ ମନଭାବ ଯୋଗୁଁ ଆପଣ ବସ୍ତତା ହୋଇପାରନ୍ତି ।ମୂଲ୍ୟ ବାନ ସମୟ କୁ ନଷ୍ଟ କରନ୍ତୁ ନାହିଁ ଆପଣଙ୍କ ପାଇଁ ଆଜିର ଶୁଭ ରଙ୍ଗ ହଳଦିଆ । ପ୍ରତିକାର ମଥାରେ ଚନ୍ଦନ ଲଗାନ୍ତୁ ।

ବିଛା

ଏହି ରାଶି ର ବ୍ୟକ୍ତି ମାନେ କୈଣସି କାରଣ ଯୋଗୁଁ ଆପଣଙ୍କ ମନରେ ଅଶାନ୍ତି ଦେଖାଜାଇପାରେ ନିଜର କୈଣସି କାଳ୍ପନିକ ମନଭାବ ଯୋଗୁଁ ଆପଣ ବସ୍ତତା ହୋଇପାରନ୍ତି ।ଆପଣ ଙ୍କ ପାଇଁ ଆଜିର ଦିନ ଟି ଖୁବ୍ ଭଲ ରହିଛି ।ବ୍ୟବସାୟ କାର୍ଯ୍ୟଗୁଡ଼ିକରେ ସରକାରୀ ହସ୍ତକ୍ଷେପ ବଢ଼ିବ। ଆପଣଙ୍କ ଅନ୍ତରଙ୍ଗ ମୁହୁର୍ତ ଆପଣଙ୍କ ବନ୍ଧୁ ଙ୍କ ସହିତ କଟାଇବାକୁ ଯାଉଛନ୍ତି । ଆଜିର ଶୁଭ ରଙ୍ଗ ହଳଦିଆ । ପ୍ରତିକାର ନିମ ଗଛ ର ପତ୍ର କୁ ପାଣି ରେ ପକାଇ ପିଅନ୍ତୁ ।

ଧନୁ

ଏହି ରାଶି ର ବ୍ୟକ୍ତି ବିଶେଷ ଯଦି କେହି ପ୍ରେମ ସଂମ୍ପର୍କ ରେ ଲିପ୍ତ ଥାଆନ୍ତି ତେବେ ଆପଣ ସଫଳ ହୋଇପାରନ୍ତି । ନିଜର ଶତୃ ଉପରେ ଆପଣ ବିଜୟ ହାସଲ କରିପାରିବେ । ନିଜର ବୁଦ୍ଧିମତା କାରଣ ରୁ ସବୁବେଳେ ଆଗରେ ରହିବେ । ବିବାଦ କ୍ଷେତ୍ର ରେ ସୁଫଳ ଓ ଚର୍ତୁପାର୍ଶ୍ବ ରୁ ବହୁତ ଭଲ ଖବର ଆସିବାର ସମ୍ଭାବନା ରହିଛି । ରାଜନୀତି ଓ ସମାଜ ସେବା କ୍ଷେତ୍ର ରେ ଆପଣ ବହୁତ ଭଲ ସୁଫଳ ପାଇବେ । ଆଜିର ଶୁଭ ରଙ୍ଗ କଳା ପ୍ରତିକାର- ଅରୁଆ ଚାଉଳ କାଉ ମାନଙ୍କୁ ଦିଅନ୍ତୁ ।

ମକର

ଏହି ରାଶି ର ବ୍ୟକ୍ତି ବିଶେଷ ମାନେ ନିଜର ଯୋଜନା ମୁତାବକ କାର୍ଯ୍ୟ କରି ଚାଲନ୍ତିୁ ନିଶ୍ଚିତ ସୁଫଳ ମିଳି ପାରିବ ।ସମ୍ମାନ ପାଇବାର ଯୋଗ ରହିଛି । ସ୍ବାସ୍ଥ କ୍ଷେତ୍ର ରେ ସୁଧାର ଆସିବ ।କୈଣସି ଜାଗା ମନଙ୍କରେ କରିଥିବା ନିବେଷ ରୁ ଟଙ୍କା ଅସୁରକ୍ଷିତ ରହିପାରେ ।ନିଜର କାର୍ଯ୍ୟ ଜନିତ ହେଉ କିମ୍ବା ବ୍ୟକ୍ତିଗତ ସୁଖ ପାଇଁ ହେଉ ଏହିଯାତ୍ରା ପଛରେ କିଛି ମହତ୍ତ୍ୱ ରହିଛି ।ଆଜିର ଶୁଭ ରଙ୍ଗ ନୀଳ ପ୍ରତିକାର- ମନ୍ଦିରରେ ଭିକାରିଙ୍କୁ କିଛି ଦାନ କରନ୍ତୁ ।

କୁମ୍ଭ

କୁମ୍ଭ ରାଶି ର ବ୍ଯକ୍ତି ବିଷେଶ ମାନେ ଆୟ ଠାରୁ ବ୍ୟୟ ଅଧିକ ହୋଇପାରେ ପ୍ରେମ ସଂମ୍ପର୍କ ସୁଦୃଢ ରହିବ ।କୈଣସି ଦିଗ ରୁ ସାହାଯ୍ଯ ଓ ସହଯୋଗ ପ୍ରାପ୍ତି ନଘଟିଲେ ବି ବାଟ ଚାଲିବାର ତୃପ୍ତି ଆଶ୍ବାଦନ କରିବା ନିଶ୍ଚିତ ।କର୍ମ କ୍ଷେତ୍ର ମଧ୍ୟ ରେ ଦୈଡ ବୃଦ୍ଧି ମଧ୍ୟରେ ଲକ୍ଷ ସ୍ଥଳ ଆଡକୁ ପାଖେଇଯିବେ ।କୌଣସି ଧାର୍ମିକ କିମ୍ବା ମାଙ୍ଗଳିକ ପ୍ରସଂଗରେ ଆପଣଙ୍କ ଉପସ୍ଥିତି ରହିବ।ଆଜିର ଶୁଭ ରଙ୍ଗ ହଳଦିଆ ପ୍ରତିକାର- ଅସହ୍ୟତା ଙ୍କୁ ସାହାଯ୍ୟ କରନ୍ତୁ ।

ମୀନ

ମୀନ ରାଶି ର ବ୍ୟକ୍ତି ବିଶେଷ ମାନେ ଉଚ୍ଚ ଶିକ୍ଷା ଯୋଜନା ରେ ଆଗୁସାର ହେବାର ସୁଯୋଗ ପାଇବେ ।ଶିକ୍ଷା କ୍ଷେତ୍ରରେ ଆଦୃତି ମମ୍ମାନ ପ୍ରତିଷ୍ଠା ଲାଭ ଭଳି ପ୍ରେରଣା ଦାୟୀ ସୁଯୋଗ ଆସି ପାରେ ।ସାମହିକ କ୍ଳାନ୍ତି ଓ ଶୀରୋପୀଡା ଲାଗି ରହିପାରେ ।ପରିବାରରେ ଶୁଭ କାର୍ଯ୍ଯ ଅନୁଷ୍ଠିତ ହେବ ।ଜମି ସମ୍ପତ୍ତିର କାର୍ଯ୍ୟଗୁଡ଼ିକରେ ସାବଧାନ ରହିବେ। ଆଜିର ଶୁଭ ରଙ୍ଗ ଗୋଲାପି ପ୍ରତିକାର- ନିଷା ଓ ମଦ୍ୟ ପାନ କରନ୍ତୁ ନାହିଁ ।

Leave A Reply

Your email address will not be published.