Take a fresh look at your lifestyle.

୨୧ ଅକ୍ଟୋବର ୨୦୧୮ ରବିବାର,ଆଜିର ରାଶିଫଳ – କେମିତି କଟିବ ଆଜି ଆପଣଙ୍କ ଦିନ – ଏହି ୫ଟି ରାଶି ଉପରେ ମା ଲକ୍ଷ୍ମୀଙ୍କ କୃପା ଦୃଷ୍ଟି ପଡିବ

0 116

ମେଷ

ଏହି ରାଶି ର ବ୍ୟକ୍ତି ମାନେ ବ୍ୟପାର ବଣିଜ କ୍ଷେତ୍ର ରେ ଲାଭ ବାନ ହୋଇପାରନ୍ତି । କୈଣସି କାର୍ଯ୍ଯ କରିବା ପୂ୍ର୍ବରୁ ଥରେ ଭାବି ଚିନ୍ତି କାମ କରନ୍ତୁ । ଆଜିର ଦିନ ଆତ୍ମବିଶ୍ୱାସତାର ଦିନ ଅଟେ ।ଭଗବାନ ଗଣେଶ ଙ୍କ ପୁଜା କରାନ୍ତୁ ଖୁସିରେ ଦିନଟି କଟିବ ।ପରିବାରର ସମସ୍ତ ସଦସ୍ୟ ଙ୍କ ଠାରୁ ଭଲପାଇବା ମିଳି ପାରେ ନିଜର ମନରେ ବିଶ୍ବସ ଥିଲେ ଆପଣ ଙ୍କ ସବୁ କାର୍ଯ ସଫଳ ହେବେ । ଆପଣଙ୍କ ପାଇଁ ଆଜିର ଶୁଭ ରଙ୍ଗ ପ୍ରତିକାର- ପିଲା ମାନଙ୍କୁ ମିଠା ଚକଲେଟ୍ ବାଟନ୍ତୁ ।

ବୃଷ

ବୃଷ ରାଶିର ବ୍ୟକ୍ତି ବିଶେଷ ମାନଙ୍କ ଆଗରୁ ରହି ଥିବା କାର୍ଯ୍ୟ ସଫଳ ହେବ ବୋଧହୁଏ ଆପଣଙ୍କ ଆଖପାଖ ଲୋକ ମାନଙ୍କ ପାଈଁ ନିଜକୁ ନିରାସ ହେବାକୁ ପଡି ପାରେ ।କିଛି ବି କରିବା ପୂର୍ବରୁ ଆପଣ ବଡମାନଙ୍କ ସହ ଟିକିଏ ଆଲୋଚନା କରନ୍ତୁ । କେତେକ ସ୍ଥାନ ରେ ଆପଣ ପ୍ରତିନ୍ଦଦିତା ଦେଖିବା ପାଇଁ ମିଳିବ ।ଧାର୍ମିକ ଜିନିଷ ଆଡକୁ ମନ ଟାଣିପାରେ ।ଆପଣଙ୍କ ପାଇଁ ଆଜିର ଶୁଭ ରଙ୍ଗ ପ୍ରତିକାର- ଅରୁଆ ଚାଉଳ କାଉ ମାନଙ୍କୁ ଦିଅନ୍ତୁ

ମିଥୁନ

ମିଥୁନ ରାଶି ର ବ୍ୟକ୍ତି ବିଶେଷ ମାନେ ଦୁର ଯାତ୍ରା କରିବାର ସମ୍ବାବନା ରହିଛି ।ସଂସାରିକ କ୍ଷେତ୍ର ରେ ନିଜର ପ୍ରଭାବ ଦେଖାଇ ଲଜ୍ଜିତ ହୋଇପାରନ୍ତି । ଧନ ଖର୍ଚ୍ଚ ହୋଇପାରେ। ଶତ୍ରୁ ଆପଣଙ୍କ କ୍ଷତି କରିପାରନ୍ତି । ଆଗରୁ ସାଇତି ରଖିଥିବା କିଛି ପୁରୁଣା ଜିନିଷ କ୍ଷେତି ହେବର ସମ୍ଭାବନା ରହିଛି ।ନିଜର ଆଳସ୍ୟ ପାଇଁ ଠକି ଯାଇପରନ୍ତି।ଆପଣଙ୍କ ପାଇଁ ଆଜିର ଶୁଭ ରଙ୍ଗ ପ୍ରତିକାର- ଗ୍ରାମ ଦେବତା ଙ୍କୁ ଜାଇ ଦର୍ଶନ କରନ୍ତୁ ।

କର୍କଟ

ଏହି ରାଶି ର ବ୍ୟକ୍ତି ବିଷେଶ ମାନେ ନିଜର ମାନସିକ ଏକାଗ୍ରତା ବଢିବ ଓ କୈଣସି କ୍ଷେତ୍ର ରେ ଆପଣ ମିତ୍ର ଲାଭ କରିବେ । କୈଣସି କାରଣ ଯୋଗୁଁ ଆପଣଙ୍କ ମନରେ ଅଶାନ୍ତି ଦେଖାଜାଇପାରେ ନିଜର କୈଣସି କାଳ୍ପନିକ ମନଭାବ ଯୋଗୁଁ ଆପଣ ବସ୍ତତା ହୋଇପାରନ୍ତି ।ଏହି ସମୟ ପୁରୁଣା ସ୍ମୃତିକୁ ମନେପକେଇବାର ସମୟ ଅଟେ ।ଆପଣଙ୍କ ପାଇଁ ଆଜିର ଶୁଭ ରଙ୍ଗ ପ୍ରତିକାର- ଅସହ୍ୟତା ଙ୍କୁ ସାହାଯ୍ୟ କରନ୍ତୁ ।

ସିଂହ

ଏହି ରାଶି ର ବ୍ୟକ୍ତି ବିଶେଷ ମାନେ ଆପଣଙ୍କ ଅନ୍ତରଙ୍ଗ ମୁହୁର୍ତ ଆପଣଙ୍କ ବନ୍ଧୁ ଙ୍କ ସହିତ କଟାଇବାକୁ ଯାଉଛନ୍ତି । ଯଦି କେହି ପ୍ରେମ ସଂମ୍ପର୍କ ରେ ଲିପ୍ତ ଥାଆନ୍ତି ତେବେ ଆପଣ ସଫଳ ହୋଇପାରନ୍ତି । ନିଜର ବୁଦ୍ଧିମତା କାରଣ ରୁ ସବୁବେଳେ ଆଗରେ ରହିବେ ।ବିବାଦ କ୍ଷେତ୍ର ରେ ସୁଫଳ ଓ ଚର୍ତୁପାର୍ଶ୍ବ ରୁ ବହୁତ ଭଲ ଖବର ଆସିବାର ସମ୍ଭାବନା ରହିଛି । ଆପଣଙ୍କ ପାଇଁ ଆଜିର ଶୁଭ ରଙ୍ଗ କଳା ପ୍ରତିକାର- ନିଷା ଓ ମଦ୍ୟ ପାନ କରନ୍ତୁ ନାହିଁ ।
କନ୍ୟା

ଏହି ରାଶି ର ବ୍ୟକ୍ତି ବିଶେଷ ମାନେ ନିଜର ଯୋଜନା ମୁତାବକ କାର୍ଯ୍ୟ କରି ଚାଲନ୍ତିୁ ନିଶ୍ଚିତ ସୁଫଳ ମିଳି ପାରିବ ।କୈଣସି ଜାଗା ମନଙ୍କରେ କରିଥିବା ନିବେଷ ରୁ ଟଙ୍କା ଅସୁରକ୍ଷିତ ରହିପାରେ ।ପରିବାରର ଚିନ୍ତା ସାଥିରେ ଖର୍ଚ୍ଚ ମାମଲାରେ ମଧ୍ୟ ଆଜି ଚିନ୍ତିତ ରହିବେ|ସ୍ଵାସ୍ଥ୍ୟର ବିଶେଷ ଧ୍ୟାନ ରଖିବେ। ଗୃହ ବିବାଦର ସମାଧାନ ବାହାରିବ।ଆପଣଙ୍କ ପାଇଁ ଆଜିର ଶୁଭ ରଙ୍ଗ ନୀଳ ପ୍ରତିକାର- ଗ୍ରାମ ଦେବତୀ ଙ୍କୁ ଜାଇ ଦର୍ଶନ କରନ୍ତୁ ।

ତୁଳା

ତୁଳା ରାଶି ର ବ୍ୟକ୍ତି ବିଶେଷ ଆୟ ଠାରୁ ବ୍ୟୟ ଅଧିକ ହୋଇପାରେ ପ୍ରେମ ସଂମ୍ପର୍କ ସୁଦୃଢ ରହିବ ।କୈଣସି ଦିଗ ରୁ ସାହାଯ୍ଯ ଓ ସହଯୋଗ ପ୍ରାପ୍ତି ନଘଟିଲେ ବି ବାଟ ଚାଲିବାର ତୃପ୍ତି ଆଶ୍ବାଦନ କରିବା ନିଶ୍ଚିତ ।ଉଚ୍ଚ ଶିକ୍ଷା ଯୋଜନା ରେ ଆଗୁସାର ହେବାର ସୁଯୋଗ ପାଇବେ ।ପରିବାରରେ ଖୁସି ଏବଂ ଆନନ୍ଦର ମାହୌଲ ରହିବ। ଆପଣଙ୍କ ପାଇଁ ଆଜିର ଶୁଭ ରଙ୍ଗ ହଳଦିଆ ପ୍ରତିକାର- କୈଣସି ଧାର୍ମିକ କାର୍ଯ୍ଯ ରେ ଯୋଗ ଦିଅନ୍ତୁ ।

ବିଛା

ଏହି ରାଶି ର ବ୍ୟକ୍ତି ମାନେ କର୍ମ କ୍ଷେତ୍ର ରେ ଗତି କ୍ରମଶଃ ହୋଇଯିବ ।ସାମହିକ କ୍ଳାନ୍ତି ଓ ଶୀରୋପୀଡା ଲାଗି ରହିପାରେ ।ଅନେକ ସମସ୍ୟା ର ସମାଧାନ ଦିଗ ଖୋଲିଯିବ ।ସ୍ବାମୀ ଓ ସ୍ତ୍ରୀ ଙ୍କ ସାରିରିକ ପ୍ରିଡା ର ଯୋଗ ରହିଛି।ଉଚ୍ଚ ଅଧିକାରୀ ଆପଣଙ୍କଠାରୁ କାର୍ଯ୍ୟଗୁଡ଼ିକର ପ୍ରଶଂସା ମିଳିବ।ଉଚ୍ଛବର୍ଗ ର ଲୋକ ମାନଙ୍କ ସେହ୍ନ ଶ୍ରଦ୍ଧା ଭାଜନ କରିବେ । ଆପଣଙ୍କ ପାଇଁ ଆଜିର ଶୁଭ ରଙ୍ଗ ଲାଲି ପ୍ରତିକାର- ମା ସୋନ୍ତସି ଙ୍କ ପୂଜା ଅର୍ଚ୍ଚନା କରନ୍ତୁ ।
ଧନୁ

ଏହି ରାଶି ର ବ୍ୟକ୍ତି ବିଶେଷ ସ୍ବପରିବାରଜନଙ୍କ ଭାବମୃର୍ତ୍ତି କୁ ଆଧାର କରି ପତିଆରା ଅକ୍ଷୂର୍ଣ୍ଣ ରଖିହେବ ।ବେଳେ କିନ୍ତୁ ଦେହ ପ୍ରିଡା ସ୍ପୁତିହାନିକ ର କାରଣ ହେବ ।ନିଜ ସ୍ଥି୍ତି ଗତି ଅସ୍ତିତ୍ବ ପ୍ରତି ଦୃଢ ବିଶ୍ବାସ ରହିବା ଓ ପ୍ରଗତି ର ପଥ ପାଇବାରେ ସମର୍ଥ ହେବେ । ନୂଆ ଘରପାଇଁ ଦ୍ରବ୍ୟ କିଣିବାର ସଂଭାବନା ଅଛି।ପ୍ରବଳ ଆର୍ଥିକ କ୍ଷେତି ଲୋକ ମାନଙ୍କ ନିନ୍ଦା ସହିବା କୁ ପଡିବ ।ଆପଣଙ୍କ ପାଇଁ ଆଜିର ଶୁଭ ରଙ୍ଗ ନାରଙ୍ଗୀ ପ୍ରତିକାର-ଘରର ଗୋଟିଏ କୋଣ ରେ ଲାଲ୍ ସୂତା ବାନ୍ଧନ୍ତୁ ।

ମକର

ଏହି ରାଶି ର ବ୍ୟକ୍ତି ବିଶେଷ ମାନେ ଅଧିକାଶଂ ସ୍ଥଳ ରେ ସ୍ଥିତି ସୁଦୃଢ ହୋଇ ଉପଲବ୍ଧ ହେବ ।ଛାତ୍ର ଛାତ୍ରୀ ମାନେ ଅତ୍ୟାଧିକ ସାନସିକ ଚାପରେ ରହିବା ସମ୍ଭାବନା ରହିଛି । ସୁନ୍ଦର ବସ୍ତ୍ର କିମ୍ବା ବସ୍ତ୍ରାଭୂଷଣ କ୍ରୟ କରିବେ। କାରଣ ଏହି ସମୟ ରେ କର୍ମାନୁଯୋଗୀ ଫଳ ପ୍ରଦ ହେବ ।ହଠାତ୍ ଆସିଥିବା ସମସ୍ୟା ଆପଣଙ୍କୁ କୌଣସି ବ୍ୟସ୍ତତାରେ ପକାଇଦେବ । ଆପଣଙ୍କ ପାଇଁ ଆଜିର ଶୁଭ ରଙ୍ଗ ସବୁଜ ପ୍ରତିକାର- ଶନିଦେବ ଙ୍କ ପାଖରେ ତେଲ ଢାଳନ୍ତୁ ।
କୁମ୍ଭ

କୁମ୍ଭ ରାଶି ର ବ୍ଯକ୍ତି ବିଷେଶ ମାନେ ଆଜି ଆପଣ ପରିବାର ଲୋକଙ୍କ ସହିତ ସମୟ କଟାଇବେ ଏବଂ ବହୁତ ଖୁସି ହେବେ ।ଏଥିରୁ ଆପଣ ନିଜ ଜୀବନରେ ମଧ୍ୟ ନୂଆ ଭାବନା ଅନୁଭବ କରିବେ ।କୌଶଳ ଏବଂ ସାହସକୁ ପାଥେୟ କରି ଆପଣଙ୍କ ରାସ୍ତାରେ ଆସୁଥିବା ସବୁ ବାଧାବିଘ୍ନକୁ ଆପଣ ସମାଧାନ କରିବେ । ଆପଣ ନିଜ ପରିବାର ଲୋକଙ୍କୁ ଅଧିକ ସମୟ ଦେବା ଉଚିତ ହେବ ।ଆପଣଙ୍କ ପାଇଁ ଆଜିର ଶୁଭ ରଙ୍ଗ କଳା ପ୍ରତିକାର- ହରିଡା ଚନ୍ଦନ ମସ୍ତକରେ ଧାରଣ କରନ୍ତୁ।

ମୀନ

ମୀନ ରାଶି ର ବ୍ୟକ୍ତି ବିଶେଷ ମାନେଖାଇବା ପିଇବାର ଧ୍ୟାନ ଯଦି ନ ରଖିବେ ତେବେ ସ୍ଵାସ୍ଥ୍ୟ ଖରାପ ହେବାର ପୂରା ସମ୍ଭାବନା ଅଛି। ସ୍ଵଭାବରେ ଉଗ୍ରତା ରହିବ ସେଥିପାଇଁ ବାଣୀ ଉପରେ ନିୟନ୍ତ୍ରଣ ରଖିବେ|ଦୈନିକ କାର୍ଯ୍ୟଗୁଡ଼ିକରେ ଅନୁକୂଳ ପରିସ୍ଥିତି ନିର୍ମିତ ହେବାରୁ ଆଶ୍ୱସ୍ତି ଅନୁଭବ କରିବେ।। କୌଟୁମ୍ବିକ କ୍ଲେଶ ଆପଣଙ୍କ ମନକୁ ବ୍ୟଥିତ କରିପାରେ।ଆପଣଙ୍କ ପାଇଁ ଆଜିର ଶୁଭ ରଙ୍ଗ ଗୋଲାପି ପ୍ରତିକାର- କେଶର ହଳଦୀ ଚନ୍ଦନ ମସ୍ତକରେ ଧାରଣ କରନ୍ତୁ।

Leave A Reply

Your email address will not be published.