Loading...

୨୮ ଅକ୍ଟୋବର ୨୦୧୮ ରବିବାର,ଆଜିର ରାଶିଫଳ – କେମିତି କଟିବ ଆଜି ଆପଣଙ୍କ ଦିନ – ସୂର୍ଯ୍ୟ ଦେବତା ଆଜିଠୁ ଏହି ୪ଟି ରାଶି ଉପରେ କରିଲେ ଶୁଭଦୃଷ୍ଟି

0 226

ମେଷ

ଏହି ରାଶି ର ବ୍ୟକ୍ତି ମାନେଆପଣ ଙ୍କ ମନ ର ଚିନ୍ତା ଧାରା ବଢି ପାରେ ।ବ୍ୟପାର ବଣିଜ କ୍ଷେତ୍ର ରେ ଲାଭ ବାନ ହୋଇପାରନ୍ତି ।ଆପଣ ଙ୍କ ପାଇଁ ଆଜିର ଦିନ ଘାତ ଚନ୍ଦ୍ର ଅଛି ।କୈଣସି କାର୍ଯ୍ଯ କରିବା ପୂ୍ର୍ବରୁ ଥରେ ଭାବି ଚିନ୍ତି କାମ କରନ୍ତୁ ।ପ୍ରେମ ସଂମ୍ପର୍କ ରେ ବାଧା ଉପୁଜି ପାରେ ।ଆପଣ ଙ୍କ ପାଇଁ ଆଜିର ଶୁଭ ରଙ୍ଗ ସବୁଜ । ପ୍ରତିକାର– ଗାଈକୁ କିଛିଖାଦ୍ୟ ଖାଇବାକୁ ଦିଅନ୍ତୁ।

ବୃଷ

ବୃଷ ରାଶିର ବ୍ୟକ୍ତି ବିଶେଷ ମାନଙ୍କ ଭଗବାନ ଗଣେଶ ଙ୍କ ପୁଜା କରାନ୍ତୁ ଖୁସିରେ ଦିନଟି କଟିବ ।ନିଜର ବ୍ୟବସାୟ ରେ କ୍ଷେତୀ ହେବାର ସମ୍ଭାବନା ରହିଛି ଆପଣ ସାଇବାବ ଙ୍କୁ ଦର୍ଶନ କରନ୍ତୁ ସବୁ ସମସ୍ୟା ର ସମାଧାନ ହେବ ।ଆଗରୁ ରହି ଥିବା କାର୍ଯ୍ୟ ସଫଳ ହେବ ବୋଧହୁଏ ଆପଣଙ୍କ ଆଖପାଖ ଲୋକ ମାନଙ୍କ ପାଈଁ ନିଜକୁ ନିରାସ ହେବାକୁ ପଡି ପାରେ ।ଆପଣ ଙ୍କ ପାଇଁ ଆଜିର ଶୁଭ ରଙ୍ଗ ସବୁଜ । ପ୍ରତିକାର:-ବେଲକାଠରେ ଚନ୍ଦନ ଘୋରି ଧାରଣ କରନ୍ତୁ।ପ୍ରତିକାର:- ଗୋମାତାର ସେବାକରିବା ଆବଶ୍ୟକ।

ମିଥୁନ

ମିଥୁନ ରାଶି ର ବ୍ୟକ୍ତି ବିଶେଷ ମାନେ ପରିବାରର ସମସ୍ତ ସଦସ୍ୟ ଙ୍କ ଠାରୁ ଭଲପାଇବା ମିଳି ପାରେ ବନ୍ଧୁ ଙ୍କ ସହ ଝଗଡା ହେବାର ସମ୍ଭାବନା ରହିଛି ପାରିବାର ଏକା ହେବାର ସମୟ ରହିଛି ।ନିଜର ମନରେ ବିଶ୍ବସ ଥିଲେ ଆପଣ ଙ୍କ ସବୁ କାର୍ଯ ସଫଳ ହେବେ । କିଛି ବି କରିବା ପୂର୍ବରୁ ଆପଣ ବଡମାନଙ୍କ ସହ ଟିକିଏ ଆଲୋଚନା କରନ୍ତୁ । ଆପଣ ଙ୍କ ପାଇଁ ଆଜିର ଶୁଭ ରଙ୍ଗ ଗାଡ ଲାଲି । ପ୍ରତିକାର- ହରିଡା ଚନ୍ଦନ ମସ୍ତକରେ ଧାରଣ କରନ୍ତୁ।

କର୍କଟ

ଏହି ରାଶି ର ବ୍ୟକ୍ତି ବିଷେଶ ମାନେ ନିଜର ମନୋଭାବ ବଦଳାନ୍ତୁ ନଚେତ୍ ଆପଣ ଫସି ପାରନ୍ତି ।କେତେକ ସ୍ଥାନ ରେ ଆପଣ ପ୍ରତିନ୍ଦଦିତା ଦେଖିବା ପାଇଁ ମିଳିବ ।ରାସ୍ଥାଘାଟ ରେ ଜଗିଛକି ଜାଆନ୍ତୁ । ଧାର୍ମିକ ଜିନିଷ ଆଡକୁ ମନ ଟାଣିପାରେ ।କୈଣସି ଘରୋଇ ଅସୁବିଧା ଉପୁଜି ପାରେ । ଦୁର ଯାତ୍ରା କରିବାର ସମ୍ବାବନା ରହିଛି ।ଆପଣ ଙ୍କ ପାଇଁ ଆଜିର ଶୁଭ ରଙ୍ଗ କଳା । ପ୍ରତିକାର- ଅସହ୍ୟତା ଙ୍କୁ ସାହାଯ୍ୟ କରନ୍ତୁ ।

ସିଂହ

ଏହି ରାଶି ର ବ୍ୟକ୍ତି ବିଶେଷ ମାନେ ବ୍ୟବସାୟ କ୍ଷେତ୍ର ରେ ଲାବବାନ ହେବେ ଭାଇ ଭଉଣୀ ଙ୍କ ସଂମ୍ପର୍କ ରେ ବାଧା ଉପୁଜି ପାରେ ।ସଂସାରିକ କ୍ଷେତ୍ର ରେ ନିଜର ପ୍ରଭାବ ଦେଖାଇ ଲଜ୍ଜିତ ହୋଇପାରନ୍ତି ।ଆପଣଙ୍କ ମାନସିକ ଚାପ ବଢ଼ିପାରେ ବୋଧହୁଏ ଆପଣଙ୍କ ଆଖପାଖ ଲୋକ ମାନଙ୍କ ପାଈଁ ନିଜକୁ ନିରାସ ହେବାକୁ ପଡି ପାରେ ।ଆପଣ ଙ୍କ ପାଇଁ ଆଜିର ଶୁଭ ରଙ୍ଗ ଧଳା । ପ୍ରତିକାର- ଗ୍ରାମ ଦେବତା ଙ୍କୁ ଜାଇ ଦର୍ଶନ କରନ୍ତୁ ।

କନ୍ୟା

ଏହି ରାଶି ର ବ୍ୟକ୍ତି ବିଶେଷ ମାନେ ଆଗରୁ ସାଇତି ରଖିଥିବା କିଛି ପୁରୁଣା ଜିନିଷ କ୍ଷେତି ହେବର ସମ୍ଭାବନା ରହିଛି ।ନିଜର ଆଳସ୍ୟ ପାଇଁ ଠକି ଯାଇପରନ୍ତି। ବୁଦ୍ଧିମାନର ବ୍ୟକ୍ତି ସହିତ ମିଳାମିଶା ହୋଇପାରେ । ନିଜର ମାନସିକ ଏକାଗ୍ରତା ବଢିବ ଓ କୈଣସି କ୍ଷେତ୍ର ରେ ଆପଣ ମିତ୍ର ଲାଭ କରିବେ । ଦାମ୍ପତ୍ୟ ସୁଖରେ ବାଧା ଆସିବ। ଆପଣ ଙ୍କ ପାଇଁ ଆଜିର ଶୁଭ ରଙ୍ଗ ଘିଅ । ପ୍ରତିକାର:-ଦିନ ଦୁଃଖୀଙ୍କୁ ଅନ୍ନ ଦାନ ଦିଅନ୍ତୁ।

ତୁଳା

ତୁଳା ରାଶି ର ବ୍ୟକ୍ତି ବିଶେଷ କୈଣସି କାରଣ ଯୋଗୁଁ ଆପଣଙ୍କ ମନରେ ଅଶାନ୍ତି ଦେଖାଜାଇପାରେ ନିଜର କୈଣସି କାଳ୍ପନିକ ମନଭାବ ଯୋଗୁଁ ଆପଣ ବସ୍ତତା ହୋଇପାରନ୍ତି ।ଆପଣ ଙ୍କ ପାଇଁ ଆଜିର ଦିନ ଟି ଖୁବ୍ ଭଲ ରହିଛି । ଆପଣଙ୍କ ଅନ୍ତରଙ୍ଗ ମୁହୁର୍ତ ଆପଣଙ୍କ ବନ୍ଧୁ ଙ୍କ ସହିତ କଟାଇବାକୁ ଯାଉଛନ୍ତି । ଚାକିରି କ୍ଷେତ୍ର ରେ ଆପଣ ସଫଳ ହୋଇପାରନ୍ତି । ଆପଣ ଙ୍କ ପାଇଁ ଆଜିର ଶୁଭ ରଙ୍ଗ ନାରଙ୍ଗୀ । ପ୍ରତିକାର- ବୃଦ୍ଧଙ୍କ ସେବା କରନ୍ତୁ ।

ବିଛା

ଏହି ରାଶି ର ବ୍ୟକ୍ତି ମାନେ ଯଦି କେହି ପ୍ରେମ ସଂମ୍ପର୍କ ରେ ଲିପ୍ତ ଥାଆନ୍ତି ତେବେ ଆପଣ ସଫଳ ହୋଇପାରନ୍ତି । ନିଜର ଶତୃ ଉପରେ ଆପଣ ବିଜୟ ହାସଲ କରିପାରିବେ । ନିଜର ବୁଦ୍ଧିମତା କାରଣ ରୁ ସବୁବେଳେ ଆଗରେ ରହିବେ ।ବିବାଦ କ୍ଷେତ୍ର ରେ ସୁଫଳ ଓ ଚର୍ତୁପାର୍ଶ୍ବ ରୁ ବହୁତ ଭଲ ଖବର ଆସିବାର ସମ୍ଭାବନା ରହିଛି ଆପଣ ଙ୍କ ପାଇଁ ଆଜିର ଶୁଭ ରଙ୍ଗ ଆକାଶୀ । ପ୍ରତିକାର- ଶିବଙ୍କ ପାଖରେ ବେଲ ପତ୍ର ଚଢାନ୍ତୁ ।

ଧନୁ

ଏହି ରାଶି ର ବ୍ୟକ୍ତି ବିଶେଷ ରାଜନୀତି ଓ ସମାଜ ସେବା କ୍ଷେତ୍ର ରେ ଆପଣ ବହୁତ ଭଲ ସୁଫଳ ପାଇବେ ।ସମ୍ମାନ ପାଇବାର ଯୋଗ ରହିଛି ।ନିଜର ଯୋଜନା ମୁତାବକ କାର୍ଯ୍ୟ କରି ଚାଲନ୍ତିୁ ନିଶ୍ଚିତ ସୁଫଳ ମିଳି ପାରିବ । ସ୍ବାସ୍ଥ କ୍ଷେତ୍ର ରେ ସୁଧାର ଆସିବ ।କୈଣସି ଜାଗା ମନଙ୍କରେ କରିଥିବା ନିବେଷ ରୁ ଟଙ୍କା ଅସୁରକ୍ଷିତ ରହିପାରେ ।ଆପଣ ଙ୍କ ପାଇଁ ଆଜିର ଶୁଭ ରଙ୍ଗ ବାଇଗଣି । ପ୍ରତିକାର- ନିଷା ଓ ମଦ୍ୟ ପାନ କରନ୍ତୁ ନାହିଁ ।

ମକର

ଏହି ରାଶି ର ବ୍ୟକ୍ତି ବିଶେଷ ମାନେ ଗୃହ ବିବାଦର ସମାଧାନ ବାହାରିବ।ଆୟ ଠାରୁ ବ୍ୟୟ ଅଧିକ ହୋଇପାରେ ପ୍ରେମ ସଂମ୍ପର୍କ ସୁଦୃଢ ରହିବ ।କୈଣସି ଦିଗ ରୁ ସାହାଯ୍ଯ ଓ ସହଯୋଗ ପ୍ରାପ୍ତି ନଘଟିଲେ ବି ବାଟ ଚାଲିବାର ତୃପ୍ତି ଆଶ୍ବାଦନ କରିବା ନିଶ୍ଚିତ ।କର୍ମ କ୍ଷେତ୍ର ମଧ୍ୟ ରେ ଦୈଡ ବୃଦ୍ଧି ମଧ୍ୟରେ ଲକ୍ଷ ସ୍ଥଳ ଆଡକୁ ପାଖେଇଯିବେ ।ଆପଣ ଙ୍କ ପାଇଁ ଆଜିର ଶୁଭ ରଙ୍ଗ ସବୁଜ । ପ୍ରତିକାର- ଗ୍ରାମ ଦେବତୀ ଙ୍କୁ ଜାଇ ଦର୍ଶନ କରନ୍ତୁ ।

କୁମ୍ଭ

କୁମ୍ଭ ରାଶି ର ବ୍ଯକ୍ତି ବିଷେଶ ମାନେ ଉଚ୍ଚ ଶିକ୍ଷା ଯୋଜନା ରେ ଆଗୁସାର ହେବାର ସୁଯୋଗ ପାଇବେ ।ପ୍ରେମ ବ୍ୟପାରରେ ବିରହ ଜନିତ ଯନ୍ତ୍ରଣା ହେବ ।ସ୍ତ୍ରୀ ଲୋକ ମାନଙ୍କ ପାଇଁ ସ୍ତ୍ରୀ ଜନିତ ରୋଗ ର ସମ୍ଭାବନା ।କର୍ମ କ୍ଷେତ୍ର ରେ ଗତି କ୍ରମଶଃ ହୋଇଯିବ ।ଶାରୀରିକ ଏବଂ ମାନସିକ ସ୍ଵାସ୍ଥ୍ୟ ଆଜି ବିଗିଡ଼ି ପାରେ।ଆପଣ ଙ୍କ ପାଇଁ ଆଜିର ଶୁଭ ରଙ୍ଗ ହଳଦିଆ । ପ୍ରତିକାର- ମନର ସମସ୍ତ ରାଗ କୁ ଦୁର କରନ୍ତୁ ।

ମୀନ

ମୀନ ରାଶି ର ବ୍ୟକ୍ତି ବିଶେଷ ମାନେ ଶିକ୍ଷା କ୍ଷେତ୍ରରେ ଆଦୃତି ମମ୍ମାନ ପ୍ରତିଷ୍ଠା ଲାଭ ଭଳି ପ୍ରେରଣା ଦାୟୀ ସୁଯୋଗ ଆସି ପାରେ ।ସାମହିକ କ୍ଳାନ୍ତି ଓ ଶୀରୋପୀଡା ଲାଗି ରହିପାରେ ।ପରିବାରରେ ଶୁଭ କାର୍ଯ୍ଯ ଅନୁଷ୍ଠିତ ହେବ ।ଅଧ୍ୟୟନ ଅଭିବୃଦ୍ଧି ଯୋଗ ରହିଛି ।ନୂତନ କର୍ମ ନିଯୁକ୍ତି ପାଇବେ। ଧାର୍ମିକ କାର୍ଯ୍ୟରେ ରୁଚି ବୃଦ୍ଧି ହେବ ଆପଣ ଙ୍କ ପାଇଁ ଆଜିର ଶୁଭ ରଙ୍ଗ ଗାଡ ଲାଲି । ପ୍ରତିକାର- ହରିଡା ଚନ୍ଦନ ମସ୍ତକରେ ଧାରଣ କରନ୍ତୁ।

Loading...
Loading...