Loading...

ଗାନ୍ଧିଜୟନ୍ତିରେ ସ୍ବଚ୍ଛତା ପାଇଁ ପାନ ଛିପ ପୋଛିଲେ ଓଡିଆ ଜିଲ୍ଲାପାଳ । ଗୋଟିଏ ସେୟାର କୋଟିଏ ସମ୍ମାନ

0 166

ଆମେ ସମସ୍ତଙ୍କୁ ଖାଲିଟାରେ ବଦନାମ କରିଥାଉ କି ସେମାନେ ଆମ ଦେଶ ପ୍ରତି କିଛି ବି କାର୍ଯ୍ଯ କରୁ ନାହାନ୍ତୁ । କିନ୍ତୁ ଅସଲ ରେ ଆମେ ମାନେ ହିଁ ଏଥି ପାଇଁ ଦୋଶି । ଆମର ଗୋଟିଏ ସେୟାର ଦେଶ ପାଇଁ ବହୁତ କିଛି ଉନ୍ନତି ର ମାର୍ଗ ଖୋଲି ପାରିବ । ଆପଣ ଏହା ଜାଣିଛନ୍ତି । ତେବେ ଆପଣ ଏହି ପୋଷ୍ଟ କୁ ବହୁତ ପରିମାଣ ରେ ସେୟାର କରନ୍ତୁ ଯେପରି କି ଆମ ଦେଶ ର ସ୍ବଚ୍ଛତା ପ୍ରତି ବହୁତ ଲୋକ ଆଗକୁ ଆସିବେ ।

ଆଜି କାଲି ର ଜୀବନ ଜାପନ ଶୈଳି ରେ ଏପରି କି କାହାରି ପାଖରେ ବି ଟିକିଏ ସମୟ ରହି ନାହିଁ କି ସେ ଆମ ଦେଶ କଣ ନିଜ ଜିଲ୍ଲା ପ୍ରତି ବି ସ୍ବଚ୍ଛତା ର ହାତ ବଢାଇ ପାରିବେ । ଆଜି କାଲି ର ଜୀବନ ଶୈଳି ରେ ବହୁତ ଲୋକ ଏପରି ବି ରହିଛନ୍ତି ଯେଉଁମାନେ କି ନଜ ଜୀବନ ଶୈଳି ରୁ ବି ଟିକିଏ ସମୟ କାଢି ଆମ ଦେଶ ର ସ୍ବଚ୍ଛତା ପ୍ରତି ବହୁତ ଧ୍ୟନ ଦେୁଛନ୍ତି ।

ଆପଣ ମାନେ ଏମିତି ରେ ତ ବହୁତ ଭଲ ଭାବେ ଜାଣିଥିବେ । କି ଆମ ଭାରତ ପ୍ରଧାନ ମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦି ବି ଏହି ଯୋଜନା ପଛରେ ସବୁ ବେଳେ ଯେପରି ଭାବେ ପାଗଳ ଙ୍କ ଭଳି ପଡିଛନ୍ତି ଯ ।ଯେପରି କି ସେ 2019 ସେଷ ସୁଧା ଆମ ଭାରତ ସବୁ କ୍ଷେତ୍ରରେ ସ୍ବଚ୍ଛତା ର ଅଭିଯାନ ପହଁଚାଇ ପାରିବେ ।

ଖାସ ତାଙ୍କର ଏହି କଥାର ଆଜ୍ଞା କୁ ମାନି ଆମ ଓଡିଶା ର ଏପରି ଭାବେ ଗୋଟିଏ ଅଦ୍ଭୁତ ଘଟଣା ଘଟିଛି କେବେ ଆପଣ ଦେଖିଥିବେ କି ଗୋଟିଏ ଆଇପିଏସ ଅଫିସର ଦେଶର ସେବା କରିଥାଏ । କିନ୍ତୁ କେବେ ଖାହାର ପାନ ଛିପ ପୋଛିବାର ଦେଖିଛନ୍ତି । ଏହି ଜଣେ ଅଦ୍ଭୁତ ମଣିଶ ଟିଏ ଆସ୍ତିକ କୁମାର ପାଣ୍ଡେ ।

ଏ ଆମ ଦେଶର ଗୋଟିଏ ସୋଚଟ ଆଇ ପିଏସ ଅଫିସର ଭାବେ ଜଣା ଯଆନ୍ତି । କିନ୍ତୁ ତାଙ୍କ କହିବା ଅନୁସାରେ ଦେଶ ର ପ୍ରତ୍ୟେକ ମଣିଷ ସମାନ ପ୍ରକାରର ଅଟନ୍ତି । ତେଣୁ ସମସ୍ତ ଙ୍କୁ ଏହି ଅଭିଯାନ ରେ ଭାଗ ନେବା ଦରକାର ଅଟେ । ସେ ଜଣେ ସାଧାରଣ ଲୋକ ହୋଇଥାନ୍ତୁ ବା ଗୋଟିଏ ଜିଲ୍ଲାପାଳ ।

ସେମିତି ରେ ଏପରି କହିଛନ୍ତି କି ଏଥିରେ ଲୋକମାନେ ଚାହିଁଲେ ସୋସିଆଲ ମିଡିଆ ମାଧ୍ୟମ ରେ ବହୁତ ପରିମାଣ ରେ ସେୟାର କରି ବି ପ୍ରଚାର କରି ପାରିବେ । ମୁଁ ତ ବାସ ଏପରି ଲୋକ ମାନଙ୍କୁ ଯୁଟ କରିବା ପାଇଁ ଚାହୁଁଛୁ ଯେପରି ସରକାରଙ୍କ ଏହି ଯୋଜନା ରେ ଭାଗ ନେଇ ପାରିବେ ବୋଲି । ଓ ସେ ସେିଥି ପାଇଁ ତାଙ୍କ ଅଞ୍ଚଳ ର ସ୍ବଚ୍ଚତା ପାଇଁ ପାନ ଛିପ ବି ପୋଛିବା ପାଇଁ ପଛୁ ନାହାନ୍ତି ।

Loading...
Loading...