୧ ବର୍ଷର ଝିଅ କୁ ମା ଗୋଟେ ଘରେ ବନ୍ଦ କରି ଚାଲି ଗଲା ,୧୦ ବର୍ଷ ପରେ ଯେତେବେଳେ ଫେରିଲା ତା ଦେଖି ଆଶ୍ଚର୍ଯ୍ୟ ହୋଇଗଲା

0

ଆପଣ ମାନେ ଜାଣିଥିବେ ମା ହେଉଛି ସନ୍ତାନ ମାନଙ୍କର ରକ୍ଷାଦାତା ଗୋଟିଏ ମା ଠାରୁ ସନ୍ତାନ ମାନଙ୍କୁ ଅଧିକ ସେହ୍ନ କେହି ବି ଦେଇପାରିବେ ନାହିଁ ମା ତାର ସନ୍ତାନ କୁ ଏ ସମାଜକୁ ଆଣେ ଏବଂ ନିଜ ପଣତକାନୀ ରେ ତାକୁ ଘୋଡାଇ ଅନ୍ଧାରରୁ ଆଲୋକକୁ ଆଣେ । ତାହାରି କାନୀ ଧରି ଶିଶୁ ବାଟ ଚାଲେ ବଡ ମଣିଷ ହୁଏ ଭ୍ୟବିଷ୍ୟତ ସମ୍ପର୍କରେ ଅବଗତ ହୁଏ । ତେବେ ଏତେ ସବୁ ସ୍ବତ୍ବେ ଜଣେ ଶିଶୁର ମାର୍ଗ ନିର୍ଣ୍ଣୟ ପାଇିଁ ମାର ଆବଶ୍ୟକତା ନିତ୍ୟାନ୍ତ ଜରୁରୀ

ଯଦି ଜଣେ ମା ତାର ସନ୍ତାନ କୁ ଏକା ଛାଡି କୌଣସି ବନ୍ଧ କୋଠରୀ ମଧ୍ୟରେ ରଖି ଚାଲିଯାଏ ତେବେ ସେ ପିଲା ର ଭବିଷ୍ୟତ କଣ ହେବ ସେ କାହାର ସାହାରା ନେଇ ମାଟ ଚାଲିବ । ଆଜି ଆମେ ଠିକ୍ ସେହିପରି ଏକ ଦୁଖଃନୀୟ ଘଟଣା ସମ୍ପର୍କରେ ଆପଣ ମାନଙ୍କୁ ଅବଗତ କରାଇବୁ ।

ଶିଶୁ ଜନ୍ନ ସମୟରେ ସେ ଅନ୍ୟ ଉପରେ ନିର୍ଭର କରେ ତାର ପରିପକ୍ବତା ନ ଆସିବା ଯାଏ ସେ ମା କିମ୍ବା ଅନ୍ୟ ମାନଙ୍କ ଉପରେ ନିର୍ଭର କରିଥାଏ ।ଯଦି ଜନ୍ନର ଏକ ବର୍ଷ ପରେ ଯଦି ମା ଶିଶୁ କୁ ଛାଡିଚାଲିଯାଏ ତେବେ ସେ ଶିଶୁର ଭବିଷ୍ୟତ ଗଠନ କଣ ହୋଇପାରେ ତାହା ଆପଣ ମାନେ କେବେ ଚିନ୍ତା କରିଛନ୍ତି । ସେମିତି ଏକ ଅଭାବନୀୟ ଘଟଣା ଋୁଷ ର ୟାରୋସ୍ଲେୱରରେ ଦେଖିବାକୁ ମିଳିଛି ।

ସେଠାରେ କରୁଣା ମୟୀ ମା ସେ ତାର ଏକ ବର୍ଷ ଶିଶୁ କୁ ଏକ ବନ୍ଧ କୋଠରୀ ମଧ୍ୟରେ ବନ୍ଧ ରଖି ଛାଡି ଚାଲିଯାଇଥିଲେ । ପିଲାଟି ମାର ଅଭାବ କୁ ପରିଲିଖିତ କରି କୋଠରୀ କ୍ରନ୍ଦନ କରିଥାଏ । ଠିକ୍ ଗୋଟିଏ ଦିନ ଜଣେ ବ୍ୟକ୍ତି ସେହି ଘର ସାମ୍ମନା ଦେଇ ଯାଉଥିଲେ ହଟାତ୍ କୌଣସି କାନ୍ଧିବାର ଶଦ୍ଦ ତାଙ୍କୁ ଶୁଣାଗଲା କିନ୍ତୁ ବ୍ୟକ୍ତି ଜଣଙ୍କ ତାହାକୁ ଗୁରୁତ୍ବ ନ ଦେଇ ସିଧା ପଳାଇଗଲେ ।

ପୁଣି ପରବର୍ତ୍ତୀ ଦିନ ସେହି ବ୍ୟକ୍ତି ଘର ସାମ୍ମନା ଦେଇ ଗତାଗତ କରୁଥିବା ସମୟରେ ଠିକ୍ ଜଣେ ଶିଶୁର ଆବାଜ ତାଙ୍କୁ ଶୁଣାଗଲା ଯାହା ଫଳରେ ସେ ସେଠାକୁ ନଯାଇ ତୁରନ୍ତ ପୁଲିସ କୁ ଇନଫର୍ମ କରିଥିଲେ । ପୁଲିସ ବ୍ୟକ୍ତି ଙ୍କ ର ସୁଚନା ପାଇ ଘଟଣା ସ୍ଥଳରେ ପହଞ୍ଚିଥିଲେ ପରେ ପିଲାକୁ ଉଦ୍ଦାର କରିଥିଲେ । କିନ୍ତୁ ପିଲାର ଅସଲି ପରିଚୟ ତାଙ୍କର ପରିବାର ଖୁଜ ଖବର ମଧ୍ୟ ପାଇନଥିଲେ ।

ପୁଲିସ ଶିଶୁ ପାଇବା ପରେ ପିଲାର ଅବସ୍ଥା ସେତେ ସୁଚନୀୟ ନଥିଲା ଯାହାଫଳରେ ସେ ତାକୁ ଗୋଟିଏ ହସ୍ପିଟାଲରେ ଭର୍ତି କରିଥିଲେ । ସୁଚନା ଅନୁଯାୟୀ ପିଲାର ନାମ ପରେ ଲିଜା ଛାୟା ବୋଲି ଜଣାପଡିଥିଲା । ଲିଜା ଯେଉଁ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ ସେଠାରେ ଇନା ନାମକ ଜଣେ ମହିଳା ଥିଲେ ସେହି ମହିଳା ଜଣଙ୍କ ଲିଜା ପାଳିବେ ବୋଲି ପୁଲିସ ପାଖରୁ ଶିଶୁ କୁ ଆଣିଥିଲେ ।

ଇନା ସେହି ଶିଶୁ କୁ ନେଇ ନିଜ ସନ୍ତାନ ପରି ପାଳି ପୋଷି ବଡ ମଣିଷ କରିଛନ୍ତି ଏବେ ଲିଜା ରାତା ରାତି ଜଣେ ବଡ ମଡେଲ ବନିଛି ।ଯେତେବେଳେ ଲିଜାର ରଚ୍ଚା ସମ୍ପର୍କରେ ତାଙ୍କ ପରିବାର ଲୋକ ଜାଣିବାକୁ ପାଇଲେ ସେତେବେଳେ ତାଙ୍କ ମା ତାଙ୍କୁ ଦେଖା କରିବା ପାଇଁ ଚେଷ୍ଟା କରିଥିଲେ . କିନ୍ତୁ ତାଙ୍କ ମା ଙ୍କୁ ଦେଖା କରିବା ପାଇିଁ ଅରାଜି ରହିଛନ୍ତି ।

କାରଣ ସେ ଏକ ବର୍ଷ ହୋଇଥିବା ବେଳେ ତାଙ୍କ ମା ତାଙ୍କୁ ଘର ମଧ୍ୟରେ ବନ୍ଧ କରି ଛାଡି ଚାଲିଯାଇଥିଲେ ତେବେ ସେ ବା କେମିତି ତାଙ୍କୁ ଦେଖା କରିଥାନ୍ତେ । ଏବେ ଇନା ତାଙ୍କ ପାଇିଁ ସବୁକିଛି ଇନା ଜନ୍ମ ଦେଲା ମା ନ ହେଲେ ମଧ୍ୟ ନିଜ ସନ୍ତାନ ପରି ପତିପୋଷଣ କରିଛନ୍ତି ।Inspire Post From – Newstrend ଯଦି ଆପଣ ଙ୍କୁ ଆମଏହି ପୋଷ୍ଟଟି ଭଲ ଲାଗିଲା ତେବେ ଆମ ଫେସବୁକ୍ ପେଜୁକୁ ଲାଇକ୍ କରନ୍ତୁ ଏବଂ ସେୟାର କରନ୍ତୁ Friend s’ ଓ ଫେମିଲି ଙ୍କ ସହିତ ଓ ପୋଷ୍ଟଟି କିଭଳି ଲାଗିଲା ଆମଙ୍କୁ କମେଣ୍ଟ କରି ଜଣାନ୍ତୁ ।

Leave A Reply

Your email address will not be published.