Loading...

ଦିପାବଳି ରେ ଜିଓ ଦେଲା ନୁଆ ଅଫର । ମିଳିବ 10 GB ଅଧିକ ଡାଟା । ଜାଣନ୍ତୁ କେମିତି କରିବେ Activate

Loading...
0 1,021

ଭାରତ ରେ ସବୁଠୁ ବଡ ଧନୀ ମୁକେଶ ଆମ୍ବାନୀ ନିଜ କମ୍ପାନୀ ରିଲାଏନ୍ସ ଜିଓ ବହୁତ ଥର ଏମିତି ଲୋକ ମାନଙ୍କୁ ଖିସି କରିବା ପାଇଁ ବହୁତ ଗୁଡିଏ ଅଫର ନେଇ ଆସି ଥାଏ ବୋଲି ଆପଣ ଜାଣିଛନ୍ତି ଏମିତି ବେଳେ 2016 ମସିହା ରୁ ଏହି କମ୍ପାନୀ ଆମ ଭାରତ ରେ ଆଉ କେହି ବି କମ୍ପାନୀ କୁ ଟେଲିକମ୍ ସେବା ରେ ପରିବର୍ତ୍ତିତ କରେଇବା ପାଇଁ ଚାହୁଁ ବୋଲି କହି ଥିଲା ଓ ପରେ ସେ ଏମିତି ବହୁତ କମ୍ପାନୀ କୁ ଯେଉଁମାନେ କି ଲୋକ ମାନଙ୍କ ଠାରୁ ବହୁତ ମାତ୍ରା ରେ କେବଳ ଡାଟା ପାଇଁ ହିଁ ଲୁଟି ନେଉ ଥିଲେ ତେବେ ସେମାନଙ୍କୁ ହଟେଇ ବା ପାଇଁ ବହୁତ ବଡ ଯୋଜନା କରି Airtel , Idea,voda,

ଏମିତି ବହୁତ ଗୁଡିଏ କମ୍ପା ନୀ କୁ ଧୁରେ ମିଶେଇବା ପାଇଁ ଚେଷ୍ଟା କରି ଥିଲା ପରେ ସେ ସେମାନଙଅକୁ ବି ମିଶେଇ ଦେଇଛି ମଧ୍ଯ ଏପରି କି ସେମାନଙ୍କ ପାଖରେ କେବଳ ଏଡଭେଟାଇଜ ଛଡା ଆଉ କିଛି ବି ନାହିଁ । ବୋଲି ଏବେ ଜଣା ପଡିଛି । ସବୁ ଇଉଜର ଏବେ କେବଳ ରିଲାଏନ୍ସ ଜିଓ ଆଡକୁ ହିଁ ଆସିଛନ୍ତି ବୋଲି ଜଣା ପଡିଛି ।

ଏପରି 2016 ପରେ 2018 ସୁଧା ରିଲାଏନ୍ସ ଜିଓ ରେ 80 ପ୍ରତିଶତ ଲୋକ ଯେଉଁମାନେ କି ସ୍ମାଟ ଫୋନ ର ବ୍ୟବହାର କରୁଛନ୍ତି ସେମାନେ ଆସି ଯୋଡି ହୋଇ ସାରିଛନ୍ତି । ଏମିତି ରେ ଦୁଇ ବର୍ଷ ପର୍ଯ୍ଯ ବହୁତ ଭଳ ଭଳ ଅଫର ଦେବା ପରେ ଏବେ ବି ଆପଣଙ୍କ ପାଇଁ ଗୋଟିଏ ନୁଆ ଅଫର ନେଇ ଆସିଛି ତେବେ ଆସନ୍ତୁ ଟିକିଏ ଜାଣି ନେବା କି କଣ ରହିଛି ଏହି ଅଫର । ତେବେ ଏହି ଅଫର ମୁତା ବକ ଏହି ସୋମବାର ଦିନ ମୁକେସ ଆମ୍ବାନୀ କହିଛନ୍ତି କି ଏବେକା ସମୟ ରେ କେବଳ ସହରରେ ନୁହେଁ ବରଂ ଗ୍ରାମାଞ୍ଚଳ ରେ ବହୁତ ଲୋକ ମାନେ ବି ଏହି ଜିଓ ର ବ୍ୟବହାର କରିବା ପାଇଁ ଲାଗିଛନ୍ତି ।

ତେଣୁ ଗ୍ରାଞ୍ଚଳ ରେ ବହୁତ ଲୋକ ମାନେ ଏମିତି ରହିଛନ୍ତି ଯେଉଁମାନଙ୍କ ପାଖରେ ବହୁତ କମ୍ ପଇସା ହେତୁ ସେମାନେ ରିଚାର୍ଜ କରିବା ପାଇଁ ସମର୍ଥନ ହୋଇ ପାରୁ ନାହାଁନ୍ତି ତେଣୁ 2019 ମାର୍ଚ୍ଚ ଠୁ ଜିଓ ଏବେ ଗ୍ରାମାଞ୍ଚଳ ରେ ନିଜର ସିପିସି ରେଟ କୁ କମେଇ ବ ବୋଲି କହିଛି ଏମିତି କି ନିଜର କଷ୍ଟୋମାଇଜ ଅନୁଯାୟୀ ହିଁ ସେ ଅଫର ପ୍ରଦାନ କରିବ ବୋଲି ।

ଏପରି ବେଳେ ବର୍ତ୍ତମାନ ସମୟ ରେ ସେ ଆଉ ଗୋଟିଏ ବି ଅଫର ଦେଉଛୁ ଯେଉଁ ଥିରେ କି ଲୋକ ମାନେ ବହୁତ ଫାଇଦା ଉଠାଇ ପାରୁ ଛନ୍ତି ବୋଲି ଜଣା ପଡିଛି । ଅଫର ଅନୁଯାୟୀ ଜିଓ ର ନିଜ ମୋବାଇଲ୍ କମ୍ପାନୀ LYF, ଓ ଏମିତି କି ଜ୍ଓ ଫୋନ୍ ଉଫରେ ଆପଣ ପାଇ ପାରିବେ ଅଧିକ ଡାଟା ମିଳିବ ବୋଲି । ଏହା ସହିତ ଏହି ମାସ ରେ ଶେଷ ସୁଧା ଏକ ପ୍ରୋମ କୋର୍ଡ ମାଧ୍ୟମ ରେ 10 ଜିବି ର ଡାଟା ମାଗଣା ମିଳିବ ବୋଲି କହିଛନ୍ତି ।

Loading...
Loading...