୧୦ ମ ପାସ ପିଲାଙ୍କ ପାଇଁ ଆସିଲା ଖୁସି ଖବର ! ସରକାର ଙ୍କ ବଡ ଘୋଷଣା, ଦରମା ଜାଣିଲେ ଆପଣ ବି ଆଶ୍ଚର୍ଯ୍ୟ ହୋଇଯିବେ

0 5,113

ଓଡ଼ିଶା ର ଛାତ୍ର ଛାତ୍ରୀ ମାନଙ୍କ ପାଇଁ ଆସିଛି ଖୁସି ଖବର। ଯଦି ଆପଣ ଓଡ଼ିଶାର ପିଲା ଅଟନ୍ତି ଓ ଆପଣ ୧୦ ମ ଶ୍ରେଣୀ ପାସ୍ କରିଛନ୍ତି ତେବେ ଆପଣଙ୍କ ପାଇଁ ଏକ ଭଲ ସୁଯୋଗ ରହିଛି। ଆସନ୍ତୁ ଆଜିର ଏହି ଲେଖା ମାଧ୍ୟମରେ ଜାଣିବା ସେମାନଙ୍କ ପାଇଁ କଣ ଏମିତି ଚାକିରିର ସୁଯୋଗ ରହିଛି ଯାହାକୁ ଓଡ଼ିଶାର ସମସ୍ତ ଜିଲ୍ଲାର ପିଲା ମାନେ ଆବେଦନ କରି ପାରିବେ।ତେବେ ଯଦି ଆପଣ ସରକାରୀ ଚାକିରି ଖୋଜୁ ଥାଆନ୍ତି ତେବେ ଆପଣ ଏହାର ଫାଇଦା ଉଠାଇ ପାରିବେ ନାହିଁ କିମ୍ବା ଏହି ସୁଯୋଗ ର ଲାଭ କୁ ନେଇ ପାରିବେ ନାହିଁ  ।

କାରଣ ଏହା ସରକାରୀ ଚାକିରୀ ନୁହେଁ ଏହା ଏକ ବେସରକାରୀ ଚାକିରି ଅଟେ।ଆଦିତ୍ୟ ବିର୍ଲା ଗୃପ୍ ଅଫ୍ ଇଣ୍ଡଷ୍ଟ୍ରୀ ପକ୍ଷରୁ ପିଲା ମାନଙ୍କ ପାଇଁ ସୁଯୋଗ ସୃଷ୍ଟି ହୋଇଛି।

ଏହା ଏକ ବେସରକାରୀ ସଂସ୍ଥା ଅଟେ ଓ ବହୁତ୍ ବଡ଼ କମ୍ପାନୀ ଅଟେ।କିନ୍ତୁ ଏଥିରେ ପିଲା ମାନଙ୍କ ପାଇଁ ମୁଖ୍ୟତଃ ଓଡ଼ିଶାର ସମସ୍ତ ଜିଲ୍ଲାର ପିଲା ମାନଙ୍କ ପାଇଁ ଚାକିରି ପାଇଁ ଆବେଦନ କରିବାର ସୁଯୋଗ ରହିଛି।ଆଦିତ୍ୟ ବିର୍ଲା ଗୃପ୍ ଅଫ୍ ଇଣ୍ଡଷ୍ଟ୍ରୀ ପକ୍ଷରୁ ଏଥିଲାଗି ବିଜ୍ଞପ୍ତି ଜାରି କରା ଯାଇଛି।ତେବେ ଜାଣନ୍ତୁ କଣ ରହିଛି ଏଥିରେ ଲାଭ ଓ କିଭଳି ଭାବରେ ଏହି କମ୍ପାନୀ ନିଯୁକ୍ତି ସୁଯୋଗ ପ୍ରଦାନ କରୁଛି।

ତେବେ ଯଦି ଆପଣ ଏହି ବେସରକାରୀ ସଂସ୍ଥା ରେ ନିଜକୁ ଅନ୍ତର୍ଭୁକ୍ତ କରିବା ପାଇଁ ଚାହୁଛନ୍ତି ତେବେ ଆପଣଙ୍କର ସଠିକ୍ ତଥ୍ୟ ଦେଇ ଉପ ଯୁକ୍ତ ଭାବରେ ଏକ ଭଲ ରିଯୁମ୍ ତିଆରି କରନ୍ତୁ। ଆପଣ ମାନେ ଜାଣିଥିବେ ଆପଣଙ୍କ ରିଜୁମ୍ ଟି ଭଲ ଭାବରେ ହୋଇଥିବା ଦରକାର୍।

କାରଣ ଆପଣଙ୍କ ରିଜୁମ ଆଧାରରେ ହିଁ ସେମାନେ ଆପଣଙ୍କୁ ଚୟନ କରିବେ ଓ ସର୍ଟ ଲିଷ୍ଟେଡ୍ କରିବେ।ତେବେ ଆପଣ ଭଲ ଭାବରେ ଆପଣଙ୍କର ସମସ୍ତ ତଥ୍ୟ ଦେଇ ରିଯୁମ କୁ ପଠାନ୍ତୁ।ଗତ ୩୦ ତାରିଖ ପାଖରୁ ଏହାର ଆବେଦନ ପ୍ରକ୍ରିୟା ଆରମ୍ଭ ହୋଇ ସାରିଛି।

ତେଣୁ ବିଳମ୍ବ ନକରି ଆପଣ ଏଥିରେ ଆବେଦନ କରନ୍ତୁ ଓ ଆବେଦନ ପରେ ସେମାନେ ଆପଣଙ୍କୁ ରିଯୁମ ଦେଖି ଚୟନ କରିବେ ଓ ଲକ୍ ଡାଉନ୍ ଖୋଲିବା ପରେ ସେମାନେ ଆପଣଙ୍କୁ ଇଣ୍ଟର୍ଭ୍ୟୁ ପାଇଁ ଡାକିବେ। ଆପଣ ଏଥିପାଇଁ ଘରେ ରହି ଆବେଦନ କରି ପାରିବେ।

ଆପଣ ସଂପୂର୍ଣ୍ଣ ତଥ୍ୟ ଏହି ପ୍ରଦତ୍ତ ୱେବସାଇଟ https://careers.adityabirla.com/financial.php  ମାଧ୍ୟମରେ ଆପଣ ଏହାର ସବିଶେଷ ବିବରଣୀ ବିଷୟରେ ଜାଣି ପାରିବେ। କେଉଁଠି ନିଯୁକ୍ତି ଓ କେତେ ଦରମା ସବୁକିଛି।କେବଳ ଦଶମ ଶ୍ରେଣୀ ପାସ ନୁହଁ ଗ୍ରାକୁଏସନ୍ ପାସ୍ କରିଥିବା ଛାତ୍ର ଛାତ୍ରୀ ମାନେ ମଧ୍ୟ ଏଥିପାଇଁ ଆବେଦନ କରି ପାରିବେ ଓ ଓଡ଼ିଶା ବାହାର ପିଲା ମଧ୍ୟ ଏଥିରେ ଆବେଦନ କରି ପାରିବେ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave A Reply

Your email address will not be published.