Loading...

୧୦ମ ପାସଙ୍କ ପାଇଁ ଖୁସି ଖବର: ଡାକ ବିଭାଗରେ ନିଯୁକ୍ତି ନେଇ ପ୍ରକାଶ ପାଇଲା ବିଜ୍ଞପ୍ତି, ୪୦ବର୍ଷ ବୟସ ପର୍ଯ୍ୟନ୍ତ କରିପାରିବେ ଆବେଦନ

Loading...

ପୁଣି ଆସିଲା ଭାରତୀୟ ଡାକସେବା କେନ୍ଦ୍ର ତରଫରୁ ବଡ ଘୋଷଣା । ଦଶମ ପାସ୍ କରିଥିବା ଦେଶର ପ୍ରତ୍ୟେକ ଛାତ୍ର ମାନେ ଡାକସେବା କେନ୍ଦ୍ର ରେ ସାମିଲ ହୋଇ ରୋଜଗାର କ୍ଷମ ହୋଇପାରିବେ । ଅନେକ ପିଲା ଦଶମ ପାସ୍ କରି ଆଉ ଫଡିବା ପାଇିଁ ସୁଯୋଗ ପାଆନ୍ତି ନାହିଁ ସେମାନେ ପରିବାର ଅଭାବକୁ ଆଖି ଆଗରେ ରଖି୍ ଅନ୍ୟ ଘରେ ମୁଲିଆ ଖଟିଥାନ୍ତି । କିଛି ଛାତ୍ର ଦଶମ ପାସ୍ କରି ବାହାର ଗ୍ରସ୍ତ ହୋଇଥାନ୍ତି ।

କିନ୍ତ ଏବେ ଆଉ ବେକାର ବେରୋଜଗାର ହେବାକୁ ପଡିବ ନାହିଁ କାରଣ : ଡାକ ବିଭାଗ ନେଇ ଆସିଛି ଆପଣ ମାନଙ୍କ ପାଇିଁ ସୁବର୍ଣ୍ଣ ସୁଯୋଗ ଯାହାକୁ ହାତଛଡା କରିବା ଅନୁଚିତ୍ । ତେବେ ଆସନ୍ତୁ ଜାଣିବା : ଡାକ ବିଭାଗ ତରଫରୁ କେଉଁ ପଦବି ରହିଛି ଯାହା ଫଳରେ ସେମାନେ କମ୍ ସେମାନେ ରୋଜଗାର କ୍ଷମ ହୋଇପାରିବେ

Image result for indian postଡାକ ବିଭାଗରେ ନିଯୁକ୍ତି ନେଇ ପ୍ରକାଶ ପାଇଛି ବିଜ୍ଞପ୍ତି । Punjab Postal Circle Recruitment 2019 ଏହି ବିଭାଗରେ 851 ଟି ଗ୍ରାମୀଣ ଡାକ ସେବାକ ପଦବୀରେ ନିଯୁକ୍ତି ପାଇିଁ ସରକାର ଏହି ପୋଷ୍ଟ ଟି ବାହାର କରିଛନ୍ତି । ଏହି ପଦବିରେ 18 ବର୍ଷ ରୁ 40 ବର୍ଷ ପର୍ଯ୍ୟନ୍ତ ବୟସ ହୋଇଥିବା ବ୍ୟକ୍ତି ସାମିଲ ହୋଇ ପାରିବେ ଏବଂ ନିଜର କ୍ଷମତା କୁ ହାସଲ କରିପାରିବେ ।

ସୁଚନା ମୁତାବିକ୍ ଏହି ପୋଷ୍ଟ ବେରୋଜଗାର ଙ୍କ ପାଇିଁ ସୁବର୍ଣ୍ଣସୁଯୋଗ ତେଣୁ ଆପଣ ମାନେ ଆଜି ଠୁ ଏହାର ସଦସ୍ୟ ବନିଯାଆନ୍ତୁ । ଏହାରା ନିର୍ଧାରିତ ସମୟ 4/09/19 ତାରିଖ ପର୍ଯ୍ୟନ୍ତ ଚାଲୁ ରହିଛି । ତେବେ ଦଶମ ପାସ୍ କରିଥିବା ପ୍ରାର୍ଥୀ ଆବେଦନ କରିପାରିବେ ।

Image result for job in indian postତେଣୁ ଆମେ ଆପଣ ମାନଙ୍କୁ ପୁଣି ଥରେ କହିରଖୁଛୁ କି ଏହି ପଦବିରେ ସାମିଲ ହେବା ପାଇିଁ ହେଲେ – ଜଣେ ବ୍ୟକ୍ତି ଦଶମ ପାସ୍ କରିଥିବା ଦରକାର ସେ 18 ରୁ 40 ବର୍ଷ ବୟସର ବ୍ୟକ୍ତି ହୋଇଥିବା ଦରକାର । ଏହି ପୋଷ୍ଟରେ 851 ପୋଷ୍ଟ ବାହାରିଛି ଏଥିରୁ ସାଧାରଣ ବର୍ଗର ପିଲାଙ୍କ ପାଇିଁ153 ଟି ଏବଂଇଡବ୍ଲୁଏସ ଶ୍ରେଣୀଙ୍କ ପାଇିଁ 51 ଟି ବାକି ଦଳିତ ଜାତି ମାନଙ୍କ ପାଇିଁ ପ୍ରକାଶିତ ଅଟେ ।

ଆବେଦନ ଫିସ୍

ଜେନେରାଲ/ ଓବିସି/ପୁରୁଷ ଇଡବ୍ଲୁଏସ ଆଶାୟୀପ୍ରାର୍ଥୀଙ୍କୁ ୧୦୦ ଟଙ୍କା ଫିସ ଦେବାକୁ ହେବ । ତେବେ ଏସସି/ଏସଟି/ପିଡବ୍ଲୁଡି ଏବଂ ମହିଳା ପ୍ରାର୍ଥୀଙ୍କ ପାଇଁ ଆବେଦନ ଫିସ୍ ସଂପୂର୍ଣ୍ଣ ମାଗଣା ରହିଛି ।

ଗୁରୁତ୍ୱପୂର୍ଣ୍ଣ ତାରିଖ

• ଆବେଦନ କରିବାର ତାରିଖ- ୫ ଅଗଷ୍ଟ ୨୦୧୯

• ଆବେଦନ କରିବାର ଶେଷ ତାରିଖ- ସେପ୍ଟେମ୍ବର ୪, ୨୦୧୯

• ଅନଲାଇନ ଆପ୍ଲିକେସନ ଜମା କରିବାର ତାରିଖ- ୫ ଅଗଷ୍ଟ, ୨୦୧୯

• ଅନଲାଇନ ଆପ୍ଲିକେସନ ପୈଠ କରିବାର ଶେଷ ତାରିଖ ରହିଛି ୪ ସେପ୍ଟେମ୍ବର ୨୦୧୯

ଶିକ୍ଷାଗତ ଯୋଗ୍ୟତା

ଆଶାୟୀପ୍ରାର୍ଥୀ କୌଣସି ବି ସୀକ୍ୃତିପ୍ରାପ୍ତ ସଂସ୍ଥା ବା ଅନୁଷ୍ଠାନରୁ ୧୦ ଶ୍ରେଣୀ ପାସ୍ କରିଥିବା ଜରୁରୀ । ଏଠାରେ ଆମେ କହି ରଖୁଛୁ କି, ୧୦ ପାସ୍ କରିଥିବା ପ୍ରାର୍ଥୀଙ୍କ ନିକଟରେ ଉଭୟ ଗଣିତ ଏବଂ ଇଂରାଜୀ ବିଷୟ ଉପରେ ବିଶେଷ ଜ୍ଞାନ ଥିବା ଦରକାର ।

ବୟସ ସୀମା

ଏହି ପଦବୀ ଲାଗି ଆବେଦନ କରିବା ପାଇଁ ଏକ ନିର୍ଦ୍ଦିଷ୍ଟ ବୟସ ସୀମା ମଧ୍ୟ ଧାର୍ଯ୍ୟ କରାଯାଇଛି । ଯେଉଁଥିରେ ସର୍ବନିମ୍ନ ବୟସ ୧୮ ବର୍ଷ ରଖାଯାଇଥିବା ବେଳେ ସର୍ବାଧିକ ୪୦ ବର୍ଷ ରଖାଯାଇଛି ।

କିଭଳି କରିବେ ଆବେଦନ

ଇଚ୍ଛୁକ ଆଶାୟୀପ୍ରାର୍ଥୀ ଡାକ ବିଭାଗର ଆଧିକାରୀକ ୱେବସାଇଟ୍ appost.inକୁ ଯାଇ ଆବେଦନ କରିପାରିବେ । ତେବେ ଆଶାୟୀପ୍ରାର୍ଥୀଙ୍କର ଚୟନ ୧୦ ଶ୍ରେଣୀରେ ରଖିଥିବା ମାର୍କ ଆଧାରରେ କରାଯିବ ।

ଏହି ପୋଷ୍ଟରେ ଦଳିତ ଜାତି ସହିତ ସାଧାରଣ ବର୍ଗର ବ୍ୟକ୍ତି ମାନେ ସାମିଲ ହୋଇପାରେ । ଏହି ପୋଷ୍ଟର ଆବେଦନ ତାରିଖ ଆସନ୍ତା 4-09-19 ରେ ଶେଷ ହେବ .ତେଣୁ ଆଜି ହିଁ ନିକଟସ୍ଥ ଷ୍ଟଡିଓ ଦୋକାନ ଯାଇ ଫର୍ମ ଏପ୍ଲାୟ କରିଦିଅନ୍ତୁ । ବିଶେଷ କଥା ସାଧାରଣ ବର୍ଗର ବ୍ୟକ୍ତି ମାନେ ଏଥିରେ ଆବେଦନ କରିଲେ ତାଙ୍କୁ 100 ଟଙ୍କା ପିସ୍ ଭରିବାକୁ ହେବ ।

ବନ୍ଧୁଗଣ, ଆଶା କରୁଛୁ ଆମର ଏହି ଆର୍ଟିକେଲଟି ଆପଣଙ୍କୁ ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିବ ତେବେ ଲାଇକ ଏବଂ ସେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଘଟଣାର ଖବର ସହିତ ଅପଡେଟ ରହିବା ପାଇଁ ପେଜ କୁ ଲାଇକ କରନ୍ତୁ ।

Loading...
Loading...