Loading...

ଏହି 3 ଟି ଜିଲ୍ଲାରେ ବତ୍ୟା ନୁହଁ ସୁନାମି ଉପକୂଳବର୍ତ୍ତ ଅନ୍ଚଳରେ ଆରମ୍ଭ ହୋଇସାରିଲାଣି ପ୍ରଭାବ ସର୍ତକ କରାଇଲା ପାଣିପାଗ କେନ୍ଦ୍ର

0 159

ତିତିଲି ଏକ ମହା ବାତ୍ୟା ଜାହାକି ବର୍ତ୍ତମାନ ସମୟ ରେ ବହୁତ ଉଗ୍ର ରୂପ ଧାରଣ କରି ସାରିଛି ଓ ଏମିତି ରେ ଆମ ଓଡ଼ିଶା ଆଡକୁ ବହୁତ ଶିଘ୍ର ମାଡି ଆସୁଛି ଯେଉଁଥି ପାଇଁ ଆପଣ କୁହାଜାଉଛି କି । ଆପଣ ମାନେ ଟିକିଏ ସାବଧାନ ରୁହନ୍ତୁ । ଓ ଏମିତି ରେ ବାତ୍ୟା ଠାରୁ କିପରୁ ଭଆବେ ମୁକ୍ତି ପାଇ ପାରିବେ ତାହା ଭାବି ନିଅନ୍ତୁ । ବର୍ତ୍ତମାନ ସମୟ ରେ ଏହା ର ବେଗ ପ୍ରାୟ ଘଣ୍ଟା ପ୍ରତି 7 ରୁ 8 କିଲୋ ମିଟର ରହିଛି ।

ବର୍ତ୍ତମାନ ସମୟ ରେ ଏହାର ଗତି ଅନୁ ଯାଇ ଏହି ତିତିଲି 380 କିଲୋ ମିଟର ପାଖା ପାଖି ରେ ରହିଛି ବୋଲି ସୂଚନା ମିଳିଛି ଓ ଏହା ସହିତ ସାମୁଦ୍ରିକ ଝଡ ର ପ୍ରଭାବ ଏବେ ଏକ ମୂହାଁ ହୋଇ ଓଡ଼ିଶା ନିମନ୍ତେ ଆସୁ ଥିବା ହେତୁ । ଏହା ଖାସ କରି ଓଡ଼ିଶା ର ଉପକୂଳ ବର୍ତ୍ତ ଅଂଚଳ ରେ ଏହା ବେଶି ପ୍ରଭାବ ପକାଇ ବି ବୋଲି କହିଛନ୍ତି ।

ଏହା ସହିତ ଅତ୍ୟାଧିକ ପବନ ହେତୁ ସୁନମୀ ଉଠିବାର ସମ୍ବାବନା ରହିଛି ଖାସ ସେଇଥି ପାଇଁ ଆମେ ଆଜି କହିବା ପାଇଁ ଚାହୁଁଛୁ କି ଏହି ସୁନାମୀ ଖାସ କରି କେଉଁ ଜିଲ୍ଲା ରେ ହେବା ପାଇଁ ଜାଉଛି ଓ ଏହି ଥିରୁ ମୁକ୍ତି ପାଇବା ପାଇଁ କେଉଁ କେଉଁ ଉପାୟ ରହିଛି ଆସନ୍ତୁ ଜାଣିବା ।

ଅତ୍ୟାଧିକ ପବନ ହେତୁ ଏହି ତିନୋଟି ଜିଲ୍ଲା ରେ ସୁନାମୀ ହେବାର ସମ୍ଭାବନା ରହ୍ଛି ଜାହାର ନାମ ହେଲା ପୁରୀ, ଗଞାମ୍,ଜଗତସିଂହପୁର ର ଉପକୂଳ ବର୍ତ୍ତ ଅଂଚଳ ରେ ବହୁତ ଯୋର ରେ ପବନ ହେବା ସହିତ ସୁନାମୀ ଉଠିବା ର ବି ସମ୍ବାବନା ରହିଛି ବୋଲି ଏକ ବିଶେଷ ସୂତ୍ରରୁ ଜଣଆ ପଡିଛି

ଏହା ସହିତ ୟଦି ଆପଣ ଏହି ଥିରୁ ରକ୍ଷା ପାଇବା ପାଇଁ ଚାହୁଁଛନ୍ତି ତେବେ କୈଣସି ଉଚ୍ଛ ସ୍ଥାନ କୁ ଜାଆନ୍ତୁ ନଚେତ ସରକାରଙ୍କ ବାତ୍ୟା ଆଶ୍ରୟ ସ୍ଥଳୀ କୁ ଜାଇ ଆପଣ ସୁରକ୍ଷୀ ରହି ପାରିବେ ।

ଏହା ସହି ଆମ ର ଓଡ଼ିଶା ର ରିଲିଫ କମିସିନର ରିଲିଫ ଦେବା ପାଇଁ ବହୁତ ପ୍ରକାରର ଆୟୋଜନ କରିଛନ୍ତି । ଏହା ସହିତ ଆପଣ ମାନେ ନିଜର ଘୋରଇ ସାରଞମୟ କୁ ନେଇ ବାତ୍ୟା ଆଶ୍ରୟ ସ୍ଥଳୀ କୁ ଜାଆନ୍ତୁ ତେବେ ଆପଣ ଙ୍କ ପାଇଁ ବହୁତ ସୁବାଧା ହୋଇ ପାରିବ ।

ଏହା ସହିତ ଚାଳ ଘରେ ରୁହନ୍ତୁ ନାହିଁ ପକ୍କା ଘର ଦେଖି ରହିବା ପାଇଁ ବି ଚେଷ୍ଟା କରନ୍ତୁ ଯଦି ଆପଣଙ୍କ ପାଖ ଏରିଆରେ କିଛି ବି ବାତ୍ୟା ଆଶ୍ରୟ ସ୍ଥ ଳୀ ନାହିଁ ତେବେ । ଏପରି କରନ୍ତୁ ଅନ୍ୟାନ ସମସ୍ୟା ପାଇଁ ଆପଣ ୧୮୦୦୩୪୫୦୦୬୧, (୦୬୭୪) ୨୪୩୨୨୮୧ ନମ୍ବରେ ଫୋନ କରନ୍ତୁ ।

Loading...
Loading...