Take a fresh look at your lifestyle.

15 ବର୍ଷ ର ଛାତ୍ର ସହିତ ଶାରିରୀକ ସଂମ୍ପର୍କ ରଖି ଧରା ପଡିଲେ 35 ବର୍ଷ ର ଶିକ୍ଷୟତ୍ରୀ ।

0 110

ଆଜିକା ସମାଜ ରେ ବହୁତ ଏପରି ବି ଲୋକ ରହିଛନ୍ତି ଯେଉଁମାନେ କି ନିଜର ସ୍ବାର୍ଥ କୁ ପୂରଣ କରିବା ପାଇଁ କିଛି ବି କରି ପାରନ୍ତି । ଏପରି କ୍ଷେତ୍ରରେ ପୋଲିସ ଏପରି ଜଣେ ମହିଳା ଙ୍କୁ ଗୀରଫ କରିଛି ଯେକି ନିଜେ ଟିଉସନ କରୁିଥିବା 15 ବର୍ଷ ର ଛାତ୍ର ସହିତ ବହୁତ ଦିନରୁ ଶାରିରୀକ ସଂମ୍ପର୍କ ରଖିଆସୁଥିଲେ ।

ତିନିମାସ ଭିତରେ ଏପରି ବହୁତ ଥର ହୋଇଥିଲା ଯେଉଁଥିରେ ସେମାନେ ବହୁତ ଥର ଏପରି ସଂମ୍ପର୍କ ସ୍ଥାପନ କରିଛନ୍ତି । ଏପରି ଘଟଣଆ ର ପର୍ଦା ଫାସ ହେଲା ଯେତେବେଳ । ପିଲାର ପରିକ୍ଷା ରେ ବହୁତ କମ ମାର୍କ ଆଣିଥିଲା ।

ଏପରି କମ ମାର୍କ ପାଇଁ ଘର ଲୋକ ପିଲାକୁ ଗୋଟିଏ ଅନ୍ୟ ସ୍ଥାନ କୁ ଟିଉସନ ପାଇଁ ପଠାଇବାକୁ ଚାହିଁବାରୁ ଏହାର ପ୍ରତିବାଦ ସେହି ଶିକ୍ଷ୍ୟୟତ୍ରୀ କରିଥିଲେ । କିନ୍ତୁ ଏପରି ଭାବେ ପିଲାର କମ ମାର୍କ ଦେଖି ଘର ଲୋକ ରାଜି ନହେବାରୁ ଶିକ୍ଷ୍ୟୟତ୍ରୀ ଜଣଙ୍କ ଧମକାଇ ଥିଲେ କି ସେ ବିସାକ୍ତ ଖାଦ୍ଯ ଖାଇବେ ବୋଲି ।

ଟିଉସନ ଆସୁଥିବା ପିଲା ଟି ସହିତ ସଂମନ୍ଧ ରଖିବା ପାଇଁ ଜାଣି ସୁଣି ପିଲାକୁ କହୁଥିଲେ କି ସେ ଯେପରି ତାର ସାନ ଭଉଣୀ କୁ ନେଇ ନ ଆସୁ ।ପିଲାର ପରିକ୍ଷା ରେ ଭଲ ନମ୍ବର ନ ଆଣଇବାରୁ ଘର ଲୋକ ଦିର୍ଘ 4 ଦିନ ପର୍ଯ୍ଯନ୍ତ ତାକୁ ଚିଲେଇ ଥିଲେ କିନ୍ତୁ ଏଥି ମଧ୍ଯ ରେ ପିଲା କୁ ପୁଣି ନେବା ପାଇଁ ଶିକ୍ଷ୍ୟୟତ୍ରୀ ଜଣଙ୍କ ପ୍ରତିସୃତି ଦେିଥିଲେ କି ସେ ଏବେ ବହୁତ ଭଲ ପାଠ ପଢାଇବେ ବୋଲି ।

କିନ୍ତୁ ଏପରି ବି ନ ମାନିବା ପରେ ଶିକ୍ଷ୍ୟୟତ୍ରୀ ଜଣଙ୍କ ଏପରି କିଛି ପିଇ ଏକ୍ଟଇଂ କରିଥିଲେ ଯେପରି ବେହୋସ ହୋଇଗଲେ । ଏପରି ଭାବେ ତାଙ୍କର ଏକ୍ଟଇଂ ଦେଖି ଘରର ଲୋକ ତୁରନ୍ତ ପୋଲିସ କୁ ଡାକିଥିଲେ ଓ ସେହି ଶିକ୍ଷ୍ୟୟତ୍ରୀ ଙ୍କ ବିରୁଦ୍ଧ ରେ ଗୋଟିଏ କେସ ଦେଇ ଆରେଷ୍ଟ କରାଇ ଥିଲେ ।

କିନ୍ତୁ ପରେ ସେହି ଛୋଟ ପିଲାଟି କହିଥିଲା କି ଶିକ୍ଷ୍ୟୟତ୍ରୀ ତାଙ୍କ ସହିତ କିପରି ବ୍ୟବହାର କରୁଥିଲେ ଓ ପରିକ୍ଷା ରେ ଏପରି କମ ନମ୍ବର ଆଣିବାର କାରଣ କଣ । ଏପରି କି ସେ କହିଥିଲା କି ଶିକ୍ଷୟତ୍ରୀ ଜଣଙ୍କ ତାଙ୍କୁ ତାର ଛୋଟ ଭଉଣୀ ଙ୍କୁ ଆଣଇବା ପାଇଁ ମନା ଯେବେ କରୁଥିଲେ ତ ସେହି ଶିକ୍ଷୟତ୍ରୀ ଜଣଙ୍କ ତାଙ୍କ ସହିତ ସମନ୍ଧ କରିବା ପାଇଁ ବାଧ୍ୟ କରାଉଥିଲେ ।

ଏପରି କି ସେହି ପିଲା କୁ ଘରେ କହିବା ପାଇଁ ବି ମନା କରିଥିଲେ ।  ତେବେ ଆପଣଙ୍କ ଆଖ ପାଖ ରେ କେବେ ଯଦି ଏପରି କିଛି ହେଉଛି ତେବେ ଆପଣ ତୁରନ୍ତ ପୋଲିସ କୁ ଯାଇ ଖବର ଦିଅନ୍ତୁ ।

Leave A Reply

Your email address will not be published.