Take a fresh look at your lifestyle.

48 ବର୍ଷର ବିଧବା ସହିତ 16 ବର୍ଷର ପୁଅ Missed call ରେ ପ୍ରେମ ହେଲା । ବିବାହ ପାଇଁ ବିଧବାର ଗାଁ କୁ ଗଲା ପରେ ଗାଁ ଲୋକ …

0 4,556

ଆପଣ ମାନଙ୍କୁ ଆମର ପୋର୍ଟୋଲ କୁ ବହୁତ ବହୁତ ସ୍ୱାଗତ କରୁଛୁ । ଆଜ୍ଞା ଆପଣ ମାନେ ତ ବହୁତ ସମୟ ରେ ମୋବାଇଲ ପ୍ରେମ ବିଷୟ ରେ ସଂମ୍ପର୍ଣ୍ଣ ଭାବେ ଜାଣିବା ପାଇଁ ପାଇ ଥିବେ । ତେବେ ଏହି ସବୁ ବେଳେ ବହୁତ ଲୋକ ମାନେ ଏପରି ଚେଷ୍ଟା କରି ଥାନ୍ତି କି କେମିତି ସେମାନେ ଗୋଟିଏ ଅଲଗା ନମ୍ବର ରେ ଫୋନ୍ କରି ସେମାନେ ଝିଙ୍କ ସହିତ ଗପ କରି ପାରିବେ ଓ ପଟେଇ ପାରିବେ ।

ତାହା ହିଁ ସବୁ ଆଜିର ଯୁବକ ମାନେ ଖାସ୍ କରି ମୋବାଇଲ୍ ପ୍ରେମ ଦ୍ୱାରା କରି ଥାନ୍ତି । ତେବେ ଏମିତି ରେ ବେଳେ ଆମେ ଆଜି ଆପଣ ମାନଙ୍କୁ ଯେଉଂ ପ୍ରେମ ସଂମ୍ପର୍କ ବିଷୟ ରେ କହିବା ପାଇଁ ଯାଉଛୁ । ତାହା ଏହି ମୋବାଇଲ୍ ପ୍ରେମ କୁ ନେଇ ହୋଇ ଥିବା ବେଳେ କିନ୍ତୁ ଏଠାରେ ଯୁବକ ଜଣଙ୍କ ସଂମ୍ପର୍ଣ୍ଣ ଭାବେ ଫସି ଜାି ଛନ୍ତି । ତେବେ ଆସନ୍ତୁ ଆମେ ଏହି ବିଷୟ ରେ ସଂମ୍ପର୍ଣ୍ଣ ଘଟଣା କଣ ଜାଣି ନେବା ।

ତେବେ ଏମିତି ରେ ଘଟଣା ଅନୁଯାୟୀ ଏଠାରେ ବିବାହ ଅନୁଯାୟୀ କନ୍ୟା ର ବୟସ 60 ତ ବର ବୟସ 16 ବର୍ଷ ଏହି ଘଟଣା ଟି ଆସାମ କାମରୂପ ସୋନ୍ତଲି ରେ ହୋଇ ଥିବା ଏହି ବିବାହ ବେସ୍ ଲୋକ ମାନଙ୍କୁ ମନ ରୋମ କରାଉଛି । ତେବେ ଏହି ଚର୍ଚ୍ଛା ନା ଖାଦ୍ୟ ପେୟ କୁ ନେଇ ନା ସାଜ ସଝ୍ୟ କୁ ନେଇ ବରଂ ଏହା ପାତ୍ର ପାତ୍ରୀ ଙ୍କୁ ନେଇ ହୋଇଛି । ତେବେ ଯୁବକ ଙ୍କ କହିବା କଥା ହେଲା ଏହି ବିବାହ କାହାଣୀ 1 ମାସ ତଲେ ମୋବାଇଲ କଲ୍ ରୁ ଆରମ୍ଭ ହେଲା

ମୋବାଇଲ ର କଥା ବାର୍ତ୍ତା ରୁ ହୋଇ ଥିଲା ପ୍ରେ୍ମ ପରେ ପରେ ବର କନ୍ୟା କୁ ବିବାହ କରିବା ପାଇଁ ଗ୍ରାମ କୁ ଆସି ଥିବା ବେଳେ କନ୍ୟା 60 ବର୍ଷ ର ବିଧବା ବାହାରି ଥିଲେ । ତେବେ ପରେ ପରେ ଏହି ନେଇ ହୋଇ ଥିଲା ହଂଙ୍ଗାମା ଗ୍ରାମ ବାସୀ ମାନେ ବର କୁ ଧରି ଯୋର ଦାର୍ ପିଟି ଥିଲେ । ଏବଂ କାଜି ବର କୁ ଯୋର ଜବରଦସ୍ତ ବିବାହ କରାଇ ଥିଲା । ଏପରି ବେଳେ ନାହବାଳକ ବର କହିଛନ୍ତି କି କେବଳ ଗୋଟିଏ ମାସ ରେ ଏପରି ହୋଇ ଥିଲା ।

https://www.facebook.com/News18Odia/videos/2205121399764689/

ଓ ପରେ ପରେ ସେ ମେତେ ଡାକିଲେ ଓ ମୁଁ ଫସି ଗଲି । ଏଠି ଲୋକ ମାନେ ମୋରକ ଯୋର ଜବର୍ଦସ୍ତ ବିବାହ କରାଇ ଛନ୍ତି । ଏହା ପରେ ଦ୍ୱୀତିୟ ବିବାଦ ବିବାହ ପରେ ଗାଁ ରେ ପହଁଚିବା ପରେ ହୋଇ ଥିଲା । ଏମିତି ବେଳେ ଗାଁ ର ଲୋକ ମାନେ ଆଶ୍ଚର୍ଯ୍ୟ ହୋଇ ଥିଲେ । କିଏ ଏହି କଥା ସୁଣି ହସି ହସି ଗଡି ଜାଇ ଥିଲା ତ ଆଉ କେହି କିଏ ବର କୁ ଗାଳି ଗୁଳଜ କରିବା ଆରମ୍ଭ କରି ଦେଇ ଥିଲେ । ତେବେ ଏହି ପରି ସ୍ଥଳେ ଏବେ ନାବାଳକ ବର ପସ୍ଚ୍ୟାତାପ କରୁଛି ।

Leave A Reply

Your email address will not be published.