Take a fresh look at your lifestyle.

ଜାଣନ୍ତୁ ଏହି ଝିଅ ର ଘର କଉଠି ଓ କଣ ପାଇଁ ଏପରି କରିଥିଲେ । ଭଲ ଲାଗିଲେ ଗୋଟେ ସେୟାର

0 80

ମୁଁ ହିରୋଇନ ନୁହେଁ କିନ୍ତୁ ଗୋଟିଏ ସେୟାର ନିଶ୍ଚିତ କରନ୍ତୁ ବୋଲି କହିଛନ୍ତି । ଭୁବନେଶ୍ବର ନୀମା ରାଉଚ ।
ଆଜି କାଲି ର କ୍ଷେତ୍ରରେ ଆପଣ ବହୁତ ଭଲ ରେ ଜାଣିଥିବେ କି ଟଙ୍କା ର ମୂଲ୍ୟ କେତେ ରହିଛି । ଓ ଏମିତି ରେ ଆମ ପାଖରେ କେତେ ବି ଟଙ୍କା ଥାଉ ନା କାହିଁକି କିନ୍ତୁ ଆମକୁ ସେହି ଟଙ୍କା ବଦଳ ରେ ଟିକିଏ ଧର୍ମ କରିବାର ସଫଳତା ଯେ କିପରି ମିଳିଥାଏ ତାହା ଆପଣଙ୍କୁ କଣ ସମସ୍ତଙ୍କୁ ମିଳିବା ବହୁତ କଷ୍ଚକର ହୋଇଥାଏ ।

ଆଜି କାଲି କ୍ଷେତ୍ରରେ ଦରିଦ୍ରତା ବହୁତ ପରିଣାଣ ରେ ବଢୁଥିବା ବେଳେ କେବେ ଆପଣ ଭାବିଛନ୍ତି କି ପ୍ରତ୍ୟେକ ଦିନ ଆପଣ ନଷ୍ଚ କରୁଥିବା ଖାଦ୍ୟ ରେ ଆପଣ କେତେ ଜଣଙ୍କ ଗରିବ ପିଲା ର ପେଟ ପୁରାଇ ପାରିବେ ବୋଲି । ଖାସ ଏଇଥି ପାଇଁ ଆମେ ଆଜି ଆପଣଙ୍କୁ ଏପରି ଗୋଟିଏ ଝିଅ ର ସଫଳତା ର କାହାଣୀ ସୁଣାଇବା ପାଇଁ ଜାଉଛୁ ।

ଏହି ଝିଅ ଭୁବନେଶ୍ବର ରେ ଗୋଟିଏ ଗରିବ ଘରର ଝିଅ ବହୁତ କଷ୍ଟ ରେ ନିଜେ ପାଠ ପଢି ଆଜି ସେ ଗୋଟିଏ ଚାକିରୀ କରି ପାରିଛି । ବୋଲି ସେ ବହୁତ ଗର୍ବିତ ହୋଇଛି । ଏହି ଝିଅ ର ନାମ ହେଲା । ନୀମା ରାଉଚ ଏ ଛୋଟ ବେଳେ ଭିକ ମାଗିବା ସହିତ ଘରର ପେଟ ପୋଷୁ ଥିଲେ । ଏମିତି ରେ ସେ ଜାଣି ପାରିଥିଲେ କି ଗରିବ ପିଲା ମାନେ କିପରି ଭାବେ କଷ୍ଟ କରି ଚଳିଥାନ୍ତି ।

ସେଇଥି ପାଇଁ ସେ ସେହିଦିନ ରୁ ହିଁ ଗୋଟିଏ ସପଥ କରିଥିଲେ କି ସେ ବଡ ହୋଇ ଏକ ବଡ ଚାକିରି କରିବେ ବୋଲି । ସେହି ଗରିବ ପିଲା ମାନଙ୍କ ପେଟ ପୋଷିବେ ବୋଲି . ତେଣୁ ସେ ଆସି ବହୁତ ପାଠ ପଢୀ ଆଜି ଗୋଟିଏ ସରକାରୀ ସ୍କୁଲ ରେ ଚାକିରୀ କରି ପାରିଛନ୍ତି ।

ଏହା ଦେଖି ବହୁତ ଭଲ ଲାଗୁଛି କି ସେ ନିଜର ଚାକିରି ର ପ୍ରଥମ ଦରମା ରେ ହିଁ ସେ ଗରିବ ପିଲା ମାନଙ୍କୁ ଯେଉଁମାନେ କି ଦିନ ରେ ଗୋଟିଏ ଥର ବି ଠିକ୍ ରେ ଖାଇବା ପାଇଁ ପାଇ ନଥାନ୍ତି । ତେଣୁ ପ୍ରଥମ ଦରମା ରେ ସେ ଗରିବ ମାନଙ୍କୁ ଖାଇବା ପାଇଁ ଦେଇଛନ୍ତି । ଏବେ ତାଙ୍କର ଏହି ଫୋଟ ବହୁତ ପରିମାଣ ରେ ସୋସିଆଲ ମିଡିଆ ରେ ଭାଇରଲ ହେବାରେ ଲାଗିଛି ।ଏପରି କ୍ଷେତ୍ରରେ ସେ କହିଛନ୍ତି ।

କି ମୁଁ ଗୋଟିଏ ହିରୋଇନ୍ ନୁହେଁ କିନ୍ତୁ ଗରିବ ଙ୍କ ସହାୟକ ତେଣୁ ଜଦି ଆପଣଙ୍କ ମନ ରେ ଗରିବଙ୍କ ପାଇଁ ଟକିଏ ବି ଦୟା ଥାଏ ତେବେ ଗୋଟିଏ ସେୟାର କରନ୍ତୁ । ଓ ଗରିବ ଙ୍କୁ ସମ୍ମାନ ଦିଅନ୍ତୁ ।

Leave A Reply

Your email address will not be published.