୨୦୨୦ ରେ ରାଜଯୋଗ ୩ଟି ରାଶି

ଆସୁଅଛି ୨୦୨୦ ର ନୂଆବର୍ଷ ।ଏହି ନୂଆବର୍ଷ ରେ ତିନୋଟି ରାଶିର କିଛି ପରିବର୍ତନ ଦେଖା ଯିବ । ଏମିତି କିଛି ପରିବର୍ତନ ହେବ ଆପଣ କେବେ ସ୍ୱପ୍ନ ରେ ଭାବିନଥିବେ ଗ୍ରହ ମାନଙ୍କ ଚଳନ ସମୟରେ ଏମିତି ଘଟିଥାଏ । କିନ୍ତୁ ଏହି ତିନୋଟି ରାଶିରେ ଏପରି କିଛି ହେବ ଖୁସି ଖୁସି ଆପଣଙ୍କ ଜୀବନରେ ସବୁ ଦିନ ପାଇଁ ଲାଗି ରହିବ ।

ସିଂହ ରାଶି

ବେଳେବେଳେ ଏମିତି ହୋଇଥାଏ କି ଆମେ ବହୁତ ଚେଷ୍ଟା କରୁ କିମ୍ବା ବହୁତ ପରଶ୍ରମ ପରେ ମଧ୍ୟ ଆମେ ସଫଳତା ପାଇ ନ ଥାଉ। କିନ୍ତୁ ବେଳେବେଳେ ଗ୍ରହ ନକ୍ଷେତ୍ର ମାନଙ୍କର ଚଳନ ହେତୁ ଏମିତି କିଛି ଅଶୁଭ ଗ୍ରହ ମାନଙ୍କ ର ଚଳନ ଯୋଗୁ କିଛି ରାଶି ର ଅନେକ ଅସୁବିଧା ହୋଇଥାଏ । ଏହି ବର୍ଷ ଠୁ ଆପଣ ଆଶା କରିନଥିବା କାର୍ଯ୍ୟ ହଵ ଆପଣ ଯାହା ଚାହିଁବେ ସେଇଆ କରିପାରିବେ ।

ଦ୍ୱିତୀୟଟି ହେଉଛି କୁମ୍ଭ ରାଶି ଆପଣଙ୍କର ଯଦି ଧନର ଅଭାଵ ଥିଲା ତୋ ଆପଣଙ୍କର ଆଉ ଧନର ଅଭାବ ଦେଖା ଦେବ ନାହିଁ । ଆପଣଙ୍କ ଜୀବନରେ ଖୁସି ହି ଖୁସି ଦେଖାଦେବ ଯଦି ଆପଣ ବହୁତ ଦିନରୁ ଗୋଟିଏ କାର୍ଯ୍ୟ କରିବାକୁ ଚାହୁଁଥିଲେ କିନ୍ତୁ ସେହି କାର୍ଯ୍ୟ ଆପଣଙ୍କର ହେଇପାରୁ ନ ଥିଲା ସେହି କାର୍ଯ୍ୟ ଆପଣଙ୍କର ସେହି କାର୍ଯ୍ୟ ଅତି ସହଜରେ ହେଇଯିବ । ଆପଣଙ୍କର ଅଭାଵ ଦେଖା ଦେବ ନାହି।

ତୃତୀୟରେ ହେଉଛି ବୃଷ ରାଶି ଆପଣଙ୍କର ଯଦି ଜବ କ୍ଷେତ୍ରରେ କୌଣସି ଅସୁବିଧା ଲାଗି ରହିଥିଲା ।ବହୁତ ଦିନରୁ ଏହି କାମ ଆପଣଙ୍କର ଦୂର ହେଇଯିବ । ଆପଣଙ୍କ ଜୀବନରେ ବହୁତ କିଛି ପରିବର୍ତନ ଦେଖା ଦେବ ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।