Take a fresh look at your lifestyle.

21 ନଭେମ୍ବର ୨୦୧୮ ବୁଧବାର ,ଆଜିର ରାଶିଫଳ – କେମିତି କଟିବ ଆଜି ଆପଣଙ୍କ ଦିନ – ଗଣେଷଙ୍କ ଙ୍କ କୃପାରୁ ଏହି ୪ ଟି ରାଶି ର ଶୁଭ ଦିନ ଆରମ୍ଭ ହେଇଗଲା

0 145

ମେଷ

ଏହି ରାଶି ର ବ୍ୟକ୍ତି ମାନେ ସ୍ବପରିବାରଜନଙ୍କ ଭାବମୃର୍ତ୍ତି କୁ ଆଧାର କରି ପତିଆରା ଅକ୍ଷୂର୍ଣ୍ଣ ରଖିହେବ ।ମାଙ୍ଗଳିକ କାର୍ଯ୍ଯ ରେ ଆୟୋଜନ ଆଖି ଦୃଶିଆ ହୋଇପାରେ ।ବେଳେ କିନ୍ତୁ ଦେହ ପ୍ରିଡା ସ୍ପୁତିହାନିକ ର କାରଣ ହେବ ।ବଚନ କୁ କୁସଳତା ଯୋଗ ନିଜକୁ ଉଚ୍ଛସ୍ଥିତି ରେ ସୁରକ୍ଷିତ ରଖିପାରିବା ସମ୍ଭବପର ଅଟେ ।ସମୟ ବହୁ ଦିଗ ରୁ ଅନୁକୂଳ ହେବ ।ନିଜ ସ୍ଥି୍ତି ଗତି ଅସ୍ତିତ୍ବ ପ୍ରତି ଦୃଢ ବିଶ୍ବାସ ରହିବା ଓ ପ୍ରଗତି ର ପଥ ପାଇବାରେ ସମର୍ଥ ହେବେ ।ପରିଶ୍ରମ ର ଫଳ ଭୋଗ କରିପାରିବେ ଓ ସଂତୁଷ୍ଟିତ ହେବେ ।ପ୍ରତିକାର:-ବେଲକାଠରେ ଚନ୍ଦନ ଘୋରି ଧାରଣ କରନ୍ତୁ।ପ୍ରତିକାର:- ଗୋମାତାର ସେବାକରିବା ଆବଶ୍ୟକ।

ବୃଷ

ବୃଷ ରାଶିର ବ୍ୟକ୍ତି ବିଶେଷ ମାନଙ୍କ କୌଶଳ ଏବଂ ସାହସକୁ ପାଥେୟ କରି ଆପଣଙ୍କ ରାସ୍ତାରେ ଆସୁଥିବା ସବୁ ବାଧାବିଘ୍ନକୁ ଆପଣ ସମାଧାନ କରିବେ । ଏକାଧିକ ପର୍ଯ୍ୟଟନର ମଧ୍ୟ ଆୟୋଜନ ହେବାର ସମ୍ଭାବନା ଆପଣ ନିଜ ପରିବାର ଲୋକଙ୍କୁ ଅଧିକ ସମୟ ଦେବା ଉଚିତ ହେବ ।ମାନସିକ ଏବଂ ଶାରୀରିକ ଆଳସ୍ୟ ହୋଇପାରେ। ଖାଇବା ପିଇବାର ଧ୍ୟାନ ଯଦି ନ ରଖିବେ ତେବେ ସ୍ଵାସ୍ଥ୍ୟ ଖରାପ ହେବାର ପୂରା ସମ୍ଭାବନା ଅଛିସ୍ଵଭାବରେ ଉଗ୍ରତା ରହିବ ସେଥିପାଇଁ ବାଣୀ ଉପରେ ନିୟନ୍ତ୍ରଣ ରଖିବେ|ଦୈନିକ କାର୍ଯ୍ୟଗୁଡ଼ିକରେ ଆପଣ ଙ୍କ ପାଇଁ ଆଜିର ଶୁଭ ରଙ୍ଗ ମାଟିଆ । ପ୍ରତିକାର- ଶନିଦେବ ଙ୍କ ପାଖରେ ତେଲ ଢାଳନ୍ତୁ ।

ମିଥୁନ

ମିଥୁନ ରାଶି ର ବ୍ୟକ୍ତି ବିଶେଷ ମାନେପ୍ରତ୍ୟେକ କାମ ବିଳମ୍ବିତ ସମୟରେ ହେବା କାରଣରୁ ବ୍ୟସ୍ତତା ବୃଦ୍ଧି ପାଇବ । ନିଜ ସମ୍ପର୍କୀୟମାନଙ୍କଠାରୁ ଲାଭ ହେବ ବୋଧହୁଏ ଆଜି ଆପଣଙ୍କୁ ଲାଗିପାରେ କି ଆପଣଙ୍କୁ ସମସ୍ତେ ଭୂଲ୍ ବୁଝୁଛନ୍ତି ।
ଆପଣ ଆପଣଙ୍କ ଘର ଲୋକଙ୍କ ସହ ମଧ୍ୟ ଏକ ଗଭୀର ସମ୍ପର୍କ ମୁଳଦୁଆ ରଖିଛନ୍ତି ।ବିପରୀତ ଲିଙ୍ଗ ପାତ୍ରମାନଙ୍କ ସହିତ ପରିଚୟ କିମ୍ବା ରୋମାନ୍ସର ସମ୍ଭାବନା ଅଛି।ଅଚାନକ ଯାତ୍ରା କରିବାର ସଂଯୋଗ ହେବ। ତାଙ୍କର ପଛରେ ଖର୍ଚ୍ଚ କରିବାକୁ ପଡ଼ିବ। ଆପଣ ଙ୍କ ପାଇଁ ଆଜିର ଶୁଭ ରଙ୍ଗ କଳା । ପ୍ରତିକାର- ଅସହ୍ୟତା ଙ୍କୁ ସାହାଯ୍ୟ କରନ୍ତୁ ।

କର୍କଟ

ଏହି ରାଶି ର ବ୍ୟକ୍ତି ବିଷେଶ ମାନେ ବ୍ୟବସାୟ କ୍ଷେତ୍ର ରେ ଲାବବାନ ହେବେ ଭାଇ ଭଉଣୀ ଙ୍କ ସଂମ୍ପର୍କ ରେ ବାଧା ଉପୁଜି ପାରେ ।ସଂସାରିକ କ୍ଷେତ୍ର ରେ ନିଜର ପ୍ରଭାବ ଦେଖାଇ ଲଜ୍ଜିତ ହୋଇପାରନ୍ତି ।ଆପଣଙ୍କ ମାନସିକ ଚାପ ବଢ଼ିପାରେ ବୋଧହୁଏ ଆପଣଙ୍କ ଆଖପାଖ ଲୋକ ମାନଙ୍କ ପାଈଁ ନିଜକୁ ନିରାସ ହେବାକୁ ପଡି ପାରେ ।ଆପଣ ଙ୍କ ପାଇଁ ଆଜିର ଶୁଭ ରଙ୍ଗ ଧଳା । ପ୍ରତିକାର- ଗ୍ରାମ ଦେବତା ଙ୍କୁ ଜାଇ ଦର୍ଶନ କରନ୍ତୁ ।

ସିଂହ

ଏହି ରାଶି ର ବ୍ୟକ୍ତି ବିଶେଷ ମାନେ ଆଗରୁ ସାଇତି ରଖିଥିବା କିଛି ପୁରୁଣା ଜିନିଷ କ୍ଷେତି ହେବର ସମ୍ଭାବନା ରହିଛି ।ନିଜର ଆଳସ୍ୟ ପାଇଁ ଠକି ଯାଇପରନ୍ତି। ବୁଦ୍ଧିମାନର ବ୍ୟକ୍ତି ସହିତ ମିଳାମିଶା ହୋଇପାରେ । ନିଜର ମାନସିକ ଏକାଗ୍ରତା ବଢିବ ଓ କୈଣସି କ୍ଷେତ୍ର ରେ ଆପଣ ମିତ୍ର ଲାଭ କରିବେ । ଦାମ୍ପତ୍ୟ ସୁଖରେ ବାଧା ଆସିବ। ଆପଣ ଙ୍କ ପାଇଁ ଆଜିର ଶୁଭ ରଙ୍ଗ ଘିଅ । ପ୍ରତିକାର:-ଦିନ ଦୁଃଖୀଙ୍କୁ ଅନ୍ନ ଦାନ ଦିଅନ୍ତୁ।

କନ୍ୟା

ଏହି ରାଶି ର ବ୍ୟକ୍ତି ବିଶେଷ ମାନେ କୈଣସି କାରଣ ଯୋଗୁଁ ଆପଣଙ୍କ ମନରେ ଅଶାନ୍ତି ଦେଖାଜାଇପାରେ ନିଜର କୈଣସି କାଳ୍ପନିକ ମନଭାବ ଯୋଗୁଁ ଆପଣ ବସ୍ତତା ହୋଇପାରନ୍ତି ।ଆପଣ ଙ୍କ ପାଇଁ ଆଜିର ଦିନ ଟି ଖୁବ୍ ଭଲ ରହିଛି । ଆପଣଙ୍କ ଅନ୍ତରଙ୍ଗ ମୁହୁର୍ତ ଆପଣଙ୍କ ବନ୍ଧୁ ଙ୍କ ସହିତ କଟାଇବାକୁ ଯାଉଛନ୍ତି । ଚାକିରି କ୍ଷେତ୍ର ରେ ଆପଣ ସଫଳ ହୋଇପାରନ୍ତି । ଆପଣ ଙ୍କ ପାଇଁ ଆଜିର ଶୁଭ ରଙ୍ଗ ନାରଙ୍ଗୀ । ପ୍ରତିକାର- ବୃଦ୍ଧଙ୍କ ସେବା କରନ୍ତୁ ।

ତୁଳା

ତୁଳା ରାଶି ର ବ୍ୟକ୍ତି ବିଶେଷ ନିଜ ସ୍ଥି୍ତି ଗତି ଅସ୍ତିତ୍ବ ପ୍ରତି ଦୃଢ ବିଶ୍ବାସ ରହିବା ଓ ପ୍ରଗତି ର ପଥ ପାଇବାରେ ସମର୍ଥ ହେବେ ।ପରିଶ୍ରମ ର ଫଳ ଭୋଗ କରିପାରିବେ ଓ ସଂତୁଷ୍ଟିତ ହେବେ ।ପ୍ରବଳ ଆର୍ଥିକ କ୍ଷେତି ଲୋକ ମାନଙ୍କ ନିନ୍ଦା ସହିବା କୁ ପଡିବ । ବ୍ୟପାର ବଣିଜ ରେ ଭୟଙ୍କର ପରିସ୍ଥିତି ଉପୁଜିବ । ଅଧିକାଶଂ ସ୍ଥଳ ରେ ସ୍ଥିତି ସୁଦୃଢ ହୋଇ ଉପଲବ୍ଧ ହେବ ।ଛାତ୍ର ଛାତ୍ରୀ ମାନେ ଅତ୍ୟାଧିକ ସାନସିକ ଚାପରେ ରହିବା ସମ୍ଭାବନା ରହିଛି । କାରଣ ଏହି ସମୟ ରେ କର୍ମାନୁଯୋଗୀ ଫଳ ପ୍ରଦ ହେବ ।ଆଜିର ଶୁଭ ରଙ୍ଗ ଆକାଶୀ । ପ୍ରତିକାର- ଶିବଙ୍କ ପାଖରେ ବେଲ ପତ୍ର ଚଢାନ୍ତୁ ।

ବିଛା

ଏହି ରାଶି ର ବ୍ୟକ୍ତି ମାନେ ରାଜନୀତି ଓ ସମାଜ ସେବା କ୍ଷେତ୍ର ରେ ଆପଣ ବହୁତ ଭଲ ସୁଫଳ ପାଇବେ ।ସମ୍ମାନ ପାଇବାର ଯୋଗ ରହିଛି ।ନିଜର ଯୋଜନା ମୁତାବକ କାର୍ଯ୍ୟ କରି ଚାଲନ୍ତିୁ ନିଶ୍ଚିତ ସୁଫଳ ମିଳି ପାରିବ । ସ୍ବାସ୍ଥ କ୍ଷେତ୍ର ରେ ସୁଧାର ଆସିବ ।କୈଣସି ଜାଗା ମନଙ୍କରେ କରିଥିବା ନିବେଷ ରୁ ଟଙ୍କା ଅସୁରକ୍ଷିତ ରହିପାରେ ।ଆପଣ ଙ୍କ ପାଇଁ ଆଜିର ଶୁଭ ରଙ୍ଗ ବାଇଗଣି । ପ୍ରତିକାର- ନିଷା ଓ ମଦ୍ୟ ପାନ କରନ୍ତୁ ନାହିଁ ।

ଧନୁ

ଏହି ରାଶି ର ବ୍ୟକ୍ତି ବିଶେଷ ଗୃହ ବିବାଦର ସମାଧାନ ବାହାରିବ।ଆୟ ଠାରୁ ବ୍ୟୟ ଅଧିକ ହୋଇପାରେ ପ୍ରେମ ସଂମ୍ପର୍କ ସୁଦୃଢ ରହିବ ।କୈଣସି ଦିଗ ରୁ ସାହାଯ୍ଯ ଓ ସହଯୋଗ ପ୍ରାପ୍ତି ନଘଟିଲେ ବି ବାଟ ଚାଲିବାର ତୃପ୍ତି ଆଶ୍ବାଦନ କରିବା ନିଶ୍ଚିତ ।କର୍ମ କ୍ଷେତ୍ର ମଧ୍ୟ ରେ ଦୈଡ ବୃଦ୍ଧି ମଧ୍ୟରେ ଲକ୍ଷ ସ୍ଥଳ ଆଡକୁ ପାଖେଇଯିବେ ।ଆପଣ ଙ୍କ ପାଇଁ ଆଜିର ଶୁଭ ରଙ୍ଗ ସବୁଜ । ପ୍ରତିକାର- ଗ୍ରାମ ଦେବତୀ ଙ୍କୁ ଜାଇ ଦର୍ଶନ କରନ୍ତୁ ।

ମକର

ଏହି ରାଶି ର ବ୍ୟକ୍ତି ବିଶେଷ ମାନେ ଉଚ୍ଚ ଶିକ୍ଷା ଯୋଜନା ରେ ଆଗୁସାର ହେବାର ସୁଯୋଗ ପାଇବେ ।ପ୍ରେମ ବ୍ୟପାରରେ ବିରହ ଜନିତ ଯନ୍ତ୍ରଣା ହେବ ।ସ୍ତ୍ରୀ ଲୋକ ମାନଙ୍କ ପାଇଁ ସ୍ତ୍ରୀ ଜନିତ ରୋଗ ର ସମ୍ଭାବନା ।କର୍ମ କ୍ଷେତ୍ର ରେ ଗତି କ୍ରମଶଃ ହୋଇଯିବ ।ଶାରୀରିକ ଏବଂ ମାନସିକ ସ୍ଵାସ୍ଥ୍ୟ ଆଜି ବିଗିଡ଼ି ପାରେ।ଆପଣ ଙ୍କ ପାଇଁ ଆଜିର ଶୁଭ ରଙ୍ଗ ହଳଦିଆ । ପ୍ରତିକାର- ମନର ସମସ୍ତ ରାଗ କୁ ଦୁର କରନ୍ତୁ ।

କୁମ୍ଭ

କୁମ୍ଭ ରାଶି ର ବ୍ଯକ୍ତି ବିଷେଶ ମାନେ ଈଶ୍ଵର ଭକ୍ତି ଏବଂ ପୂଜା-ପାଠରେ ଆଜି ଦିନର ପ୍ରାରମ୍ଭ କରନ୍ତୁ।ସାଙ୍ଗ ଏବଂ ନିଜ ବନ୍ଧୁମାନଙ୍କ ତରଫରୁ ଭେଟ-ଉପହାର ମିଳିବାର ଆନନ୍ଦ ଅନୁଭବ କରିବେ।ଆଜି ଆପଣ ପରିବାର ଲୋକଙ୍କ ସହିତ ସମୟ କଟାଇବେ ଏବଂ ବହୁତ ଖୁସି ହେବେ ।ଭଉଣୀମାନଙ୍କ ତଥା ମିତ୍ରମାନଙ୍କ ସହିତ ଆନନ୍ଦପୂର୍ବକ ସମୟ କଟିବ।କାମରେ ସନ୍ତୋଷର ଭାବନା ଆସିବ। ବୃଦ୍ଧବୃଦ୍ଧାଙ୍କର ସେବାକରୀ ଖାଇବାକୁ ଦିଅନ୍ତୁ।ଏଥିରୁ ଆପଣ ନିଜ ଜୀବନରେ ମଧ୍ୟ ନୂଆ ଭାବନା ଅନୁଭବ କରିବେ ଶୁଭ ରଙ୍ଗ ଗାଡ ଲାଲି । ପ୍ରତିକାର- ହରିଡା ଚନ୍ଦନ ମସ୍ତକରେ ଧାରଣ କରନ୍ତୁ।

ମୀନ

ମୀନ ରାଶି ର ବ୍ୟକ୍ତି ବିଶେଷ ମାନେ ଅନେକ ଅସୁବିଧା କ୍ରମଶଃ ହ୍ରାସ ପାଇବାକୁ ନେଇ ଦୃଢ ଆସାବାଦୀ ଓ ମୋନବଳ ଯୁକ୍ତ ହେବେ ।ଉଚ୍ଛବର୍ଗ ର ଲୋକ ମାନଙ୍କ ସେହ୍ନ ଶ୍ରଦ୍ଧା ଭାଜନ କରିବେ । ଛାତ୍ର ଛାତ୍ରୀ ମାନେ ପରିଶ୍ରମ ଅନୁରୁପ ଫଳ ଲାଭ କରିବେ ।କର୍ମ କ୍ଷେତ୍ର ରେ ସମସ୍ଯା ଲାଗି ରହିବ ।ସ୍ବପରିବାରଜନଙ୍କ ଭାବମୃର୍ତ୍ତି କୁ ଆଧାର କରି ପତିଆରା ଅକ୍ଷୂର୍ଣ୍ଣ ରଖିହେବ ।ଆପଣ ଙ୍କ ପାଇଁ ଆଜିର ଶୁଭ ରଙ୍ଗ ସବୁଜ । ପ୍ରତିକାର– ଗାଈକୁ କିଛିଖାଦ୍ୟ ଖାଇବାକୁ ଦିଅନ୍ତୁ।

Leave A Reply

Your email address will not be published.