Take a fresh look at your lifestyle.

02 ଓକ୍ଟୋବର କେମିତି କଟିବ ଆଜିର ଦିନ । କେମିତି କଟିବ ଗାନ୍ଧିଜୟନ୍ତି ର ଦିନଟି

0 72

ମେଷ

ଏହି ରାଶି ର ବ୍ୟକ୍ତି ମାନଙ୍କ ପାଇଁ ଆଜି ଦିନ ବହୁତ ଭଲ ରହିଛି ଓ ନିଜର ବ୍ୟବସାୟ ରେ କ୍ଷେତୀ ହେବାର ସମ୍ଭାବନା ରହିଛି ଆପଣ ସାଇବାବ ଙ୍କୁ ଦର୍ଶନ କରନ୍ତୁ ସବୁ ସମସ୍ୟା ର ସମାଧାନ ହେବ । ଆପଣ କେବେ କାହାରି ପାଇଁ ମନରେ ତୃଷ୍ଣତା ରଖିଥିଲେ ତାହାର ପ୍ରକ୍ଷ୍ୟନ କରନ୍ତୁ । ପ୍ରେମ ସଂମ୍ପର୍କ ରେ ବାଧା ଉପୁଜି ପାରେ ।

ବୃଷ

ବୃଷ ରାଶିର ବ୍ୟକ୍ତି ବିଶେଷ ମାନଙ୍କ ପାଇଁ ଆଜି ର ଦି ଗୁଡିକ ମଙ୍ଗଳ ମୟ ନ ହେଲେ ବି ବହୁତ ଭଲ ରେ ଯିବ । ତେବେ ଆପଣ ଆଜିର ଦିନ ରେ ଧାର୍ମିକ ଜିନିଷ ଆଡକୁ ମନ ଟାଣିପାରେ ତେବେ ଏହିଥିରେ ମନ ଦେବା ବହୁତ ଭଲ ଓ ଆପଣ ଏପରି ବି କରନ୍ତୁ କି ମନ୍ଦିରରେ ସାଇ ଭଗବାନଙ୍କୁ ଭୋଗ ଚଢାନ୍ତୁ ଓ ସେହି ଭୋଗ କୁ ଭିକାରୀ ଙ୍କୁ ବାଣ୍ଟି ଦିଅନ୍ତୁ ।

ମିଥୁନ

ମିଥୁନ ରାଶି ର ବ୍ୟକ୍ତି ବିଶେଷ ମାନେ ଆପଣଙ୍କ ପାଇଁ ଆଜିର ଦିନ ରେ ବ୍ୟପାର ବଣିଜ ରେ ମନ ଲଗାନ୍ତୁ କାରଣ ଏହି ଦିନ ରେ କ୍ଷେତି ହେବାର ବହୁତ ସମ୍ଭାବନା ରହିଛି ଓ ଏପରି କି ଭାଇ ଭଉଣୀ ଙ୍କ ସଂମ୍ପର୍କ ରେ ବାଧା ଉପୁଜି ପାରେ । ଆପଣ ଏହି ଦିନ ରେ ବହୁତ ସାବଧାନ ରେ ରହିବା ସହିତ ମାତା ଲକ୍ଷ୍ମୀ ଙ୍କ ପୂଜା ଅର୍ଚ୍ଚନା କରନ୍ତୁ ।

କର୍କଟ

ଏହି ରାଶି ର ବ୍ୟକ୍ତି ବିଶେଷ ମାନଙ୍କ ପାଇଁ ଆଜିର ଦିନ ଟି ବହୁତ ଭଲ ସାବ୍ୟସ୍ଥ ହେବ ଓ ଏହା ସହିତ ଆପଣ ଏହି ଦିନ ମାନଙ୍କରେ ଦୂର ସ୍ଥାନ କୁ ଯାତ୍ରା କରି ପାରନ୍ତି ଏହା ସହିତ ଗୁରୁଜନ ଙ୍କ ଠୁ ବହୁତ ଆଶ୍ରୀବାଦ ମିଳି ପାରିବ । ଆପଣ ସକାଳୁ ଶୀଘ୍ର ଉଠି ସୂର୍ଯ୍ଯ ଦେବ ଙ୍କ ପୂଜା କରିବା ସହିତ ତାଙ୍କୁ ଜଳାଭିଷେକ କରନ୍ତୁ ।

ସିଂହ

ଏହି ରାଶି ର ବ୍ୟକ୍ତି ବିଷେଶ ମାନେ ଆପଣଙ୍କ ମାନସିକ ଚାପ ବଢ଼ିପାରେ ବୋଧହୁଏ ଆପଣଙ୍କ ଆଖପାଖ ଲୋକ ମାନଙ୍କ ପାଈଁ ନିଜକୁ ନିରାସ ହେବାକୁ ପଡି ପାରେ । ଆପଣଙ୍କ ମାନସୀକ ଚାପ ବଢିପାରେ ଏପରି କି ଆପଣଙ୍କ ମନରେ ଅନ୍ୟଙ୍କ ପ୍ରତି ବହୁତ ଘୃଣା ଭାବ ଜାତ ହୋଇପାରେ । ନିଜର ମନୋଭାବ ବଦଳାନ୍ତୁ ନଚେତ୍ ଆପଣ ଫସି ପାରନ୍ତି ।

କନ୍ୟା

ଏହି ରାଶି ର ବ୍ୟକ୍ତି ବିଶେଷ ମାନେ ଆଗରୁ ସାଇତି ରଖିଥିବା କିଛି ପୁରୁଣା ଜିନିଷ କ୍ଷେତି ହେବର ସମ୍ଭାବନା ରହିଛି ।ସଂସାରିକ କ୍ଷେତ୍ର ରେ ନିଜର ପ୍ରଭାବ ଦେଖାଇ ଲଜ୍ଜିତ ହୋଇପାରନ୍ତି । ବୁଦ୍ଧିମାନର ବ୍ୟକ୍ତି ସହିତ ମିଳାମିଶା ହୋଇପାରେ । ତେଣୁ ଆପଣ ସକାଳୁ ଉଠି ମନ୍ଦିରେ ପୂଜା ଦେବା ସହିତ ସୂର୍ଯ୍ଯ ଙ୍କୁ ପାଣି ଦିଅନ୍ତୁ ।

ତୁଳା

ତୁଳା ରାଶି ର ବ୍ୟକ୍ତି ବିଶେଷ ଆପଣଙ୍କ ଅନ୍ତରଙ୍ଗ ମୁହୁର୍ତ ଆପଣଙ୍କ ବନ୍ଧୁ ଙ୍କ ସହିତ କଟାଇବାକୁ ଯାଉଛନ୍ତି । ଚାକିରି କ୍ଷେତ୍ର ରେ ଆପଣ ସଫଳ ହୋଇପାରନ୍ତି । ଯଦି କେହି ପ୍ରେମ ସଂମ୍ପର୍କ ରେ ଲିପ୍ତ ଥାଆନ୍ତି ତେବେ ଆପଣ ସଫଳ ହୋଇପାରନ୍ତି । ନିଜର ଶତୃ ଉପରେ ଆପଣ ବିଜୟ ହାସଲ କରିପାରିବେ ।

ବିଛା

ଏହି ରାଶି ର ବ୍ୟକ୍ତି ମାନେ ଆଗରୁ ରହି ଥିବା କାର୍ଯ୍ୟ ସଫଳ ହେବ ବୋଧହୁଏ ଆପଣଙ୍କ ଆଖପାଖ ଲୋକ ମାନଙ୍କ ପାଈଁ ନିଜକୁ ନିରାସ ହେବାକୁ ପଡି ପାରେ ।ପ୍ରେମ ସଂମ୍ପର୍କ ରେ ବାଧା ଉପୁଜି ପାରେ ।କୈଣସି କାର୍ଯ୍ଯ କରିବା ପୂ୍ର୍ବରୁ ଥରେ ଭାବି ଚିନ୍ତି କାମ କରନ୍ତୁ ।ଆପଣ ଙ୍କ ପାଇଁ ଆଜିର ଦିନ ଘାତ ଚନ୍ଦ୍ର ଅଛି ।

ଧନୁ

ଏହି ରାଶି ର ବ୍ୟକ୍ତି ବିଶେଷ ଆପଣ ଙ୍କ ମନ ର ଚିନ୍ତା ଧାରା ବଢି ପାରେ । ସମ୍ମାନ ପାଇବାର ଯୋଗ ରହିଛି ।ନିଜର ଯୋଜନା ମୁତାବକ କାର୍ଯ୍ୟ କରି ଚାଲନ୍ତିୁ ନିଶ୍ଚିତ ସୁଫଳ ମିଳି ପାରିବ ।କୈଣସି ଦିଗ ରୁ ସାହାଯ୍ଯ ଓ ସହଯୋଗ ପ୍ରାପ୍ତି ନଘଟିଲେ ବି ବାଟ ଚାଲିବାର ତୃପ୍ତି ଆଶ୍ବାଦନ କରିବା ନିଶ୍ଚିତ ।

ମକର

ଏହି ରାଶି ର ବ୍ୟକ୍ତି ବିଶେଷ ମାନେ ଉଚ୍ଚ ଶିକ୍ଷା ଯୋଜନା ରେ ଆଗୁସାର ହେବାର ସୁଯୋଗ ପାଇବେ । ସ୍ତ୍ରୀ ଲୋକ ମାନଙ୍କ ପାଇଁ ସ୍ତ୍ରୀ ଜନିତ ରୋଗ ର ସମ୍ଭାବନା ।କର୍ମ କ୍ଷେତ୍ର ରେ ଗତି କ୍ରମଶଃ ହୋଇଯିବ ।କର୍ମ ପ୍ରରଣା ରେ ଉଦ୍ ବୃଦ୍ଧି ହେବ ।

କୁମ୍ଭ

କୁମ୍ଭ ରାଶି ର ବ୍ଯକ୍ତି ବିଷେଶ ମାନେ ସ୍ବପରିବାରଜନଙ୍କ ଭାବମୃର୍ତ୍ତି କୁ ଆଧାର କରି ପତିଆରା ଅକ୍ଷୂର୍ଣ୍ଣ ରଖିହେବ ।ମାଙ୍ଗଳିକ କାର୍ଯ୍ଯ ରେ ଆୟୋଜନ ଆଖି ଦୃଶିଆ ହୋଇପାରେ ।ନିଜ ସ୍ଥି୍ତି ଗତି ଅସ୍ତିତ୍ବ ପ୍ରତି ଦୃଢ ବିଶ୍ବାସ ରହିବା ଓ ପ୍ରଗତି ର ପଥ ପାଇବାରେ ସମର୍ଥ ହେବେ ।

ମୀନ

ମୀନ ରାଶି ର ବ୍ୟକ୍ତି ବିଶେଷ ମାନେ ଅଧିକାଶଂ ସ୍ଥଳ ରେ ସ୍ଥିତି ସୁଦୃଢ ହୋଇ ଉପଲବ୍ଧ ହେବ । ଅଧିକାଶଂ ସ୍ଥଳ ରେ ସ୍ଥିତି ସୁଦୃଢ ହୋଇ ଉପଲବ୍ଧ ହେବ ।ଛାତ୍ର ଛାତ୍ରୀ ମାନେ ଅତ୍ୟାଧିକ ସାନସିକ ଚାପରେ ରହିବା ସମ୍ଭାବନା ରହିଛି । ଅନେକ ସମସ୍ୟା ର ସମାଧାନ ଦିଗ ଖୋଲିଯିବ ।

Leave A Reply

Your email address will not be published.