Take a fresh look at your lifestyle.

ମୃତ୍ୟୁ 3 ଦିନ ପରେ ବି ଚିକିତ୍ସା ବାହାନା ରେ ଲୁଟିଲେ ଡାକ୍ତର । ନ୍ୟାୟ ପାଇଁ ସେୟାର କର

0 2,485

ଏକ ଆଚମ୍ଭିତ ଓ ଡାକ୍ତର ମାନଙ୍କ ପାଇଁ ଏକ ଲଲ୍ଜିତ ଘଟଣା ଟେ ଘଟିଛି । କୁହାଯାଏ କି ଡାକ୍ତର ମନେ ହେଉଛନ୍ତି ଆମ ପାଇଁ ଦ୍ବତୀୟ ଭଗବାନ । କିନ୍ତୁ ଏବେକାର ଡାକ୍ତର ମାନେ ଜାହା କରୁଛନ୍ତି ସେମାନଙ୍କ ଏହି କାର୍ଯ୍ଯ କୁ ଦେଖି ବହୁତ କ୍ରୋଡ ହେବା ପାଇଁ ବି ପଛଉ ନାହାନ୍ତି । ଜନତା । ହଁ ଆଜ୍ଞା ଏହି ଘଟଣା ଟି ନାଗପଟ୍ଟନାମ ଜିଲ୍ଲା ରେ ଜାହାକି ତାମିଲନାଲୁ ରାଜ୍ୟ ରେ ଅବସ୍ଥିତ ଅଟେ ।

ଘଟଣା ମୁତାବକ ଜଣା ପଡିଛି କି ଏକ ମୃତକ ଙ୍କ ଶରୀରକୁ ଘର ଡାକ୍ତର ଖାନା ରେ ରଖି ସେହି ଶରୀରର ଚିକିତ୍ସା ତିନିଦିନ ଯାଏଁ କରାଯାଇଥିଲା । ସେହି ଡାକ୍ତର ଖାନା ର ଡାକ୍ତର ମାନେ ସେଥି ପାଇଁ ବହୁତ ପରିମାଣ ରେ ପଇସା ମଗିଥିଲେ ବୋଲି ଜଣା ପଡିଛି ।

ତେବେ ମୃତକଙ୍କ ନାମ ହେଲା ଏନ୍ ଶେଖର କିଛି ଦିନ ତଳେ ସେ ପାକସ୍ତଳୀ ରୋଗ ରେ ପିଡୀତ ହୋଇଥିଲେ । ଓ ପରେ ସେ ସେହି ଡାକ୍ତର ଖାନା ରେ 5 ଲକ୍ଷ ଟଙ୍କା ଦେଇ ଏଡମିଟ ହୋଇଥିବା ବେଳେ । କିଛି ଦିନ ପରେ ପୁଣି ଚିକିତ୍ସା ଜାରି ରଖିବା ପାଇଁ ସେ 3 ଲକ୍ଷ ଟଙ୍କାର ମାଗିଥିଲେ ଡାକ୍ତର ମାନେ । କିଛି ଏପରି କ୍ଷେତ୍ରରେ ଏହି ଗରିବ ପରିବାର ପାଖରେ ଏତେ ପଇସା ନଥିବାରୁ ।

ସେମାନେ ତୁରନ୍ତ ନେଇଯାଇ ଏକ ସରକାରୀ ଡାକ୍ତର ଖାନା ରେ ରଖିଥିଲେ । କିନ୍ତୁ ସେଠାକାର ଡାକ୍ତରଙ୍କ ଚିକିତ୍ସା କରିବାରୁ ଜଣା ପଡିଥିଲା । ସେହି ବ୍ୟକ୍ତି ଙ୍କ ମୃତ୍ୟୁ ଗତ ତିନି ଦିନ ହେଲା ହୋଇ ସାରିଥିଲା ।

ବର୍ତମାନ ସମୟ ରେ ସେହି ମୃତକ ଙ୍କ ପରିବାର କହିଛନ୍ତି । କି ସେହି ବେସରକାରୀ ଡାକ୍ତର ଖାନା ର ଡାକ୍ତର ମାନେ ଏକ ମୃତ୍ୟୁ ହୋଇ ଯାଇଥିବା ଶରୀର ଚିକିତ୍ସା କରି ପୁରା ଡାକ୍ତର ସମାଜ କୁ ଏକ ପ୍ରତି ଭ୍ରଷ୍ଟିତ କରିଛନ୍ତି ।

ଏହା ସହିତ ମୃତକଙ୍କ ସଂମ୍ପର୍କୀୟ ବା ପୂର୍ବତନ ବିଧାୟକ ପାଲାନୀ ସ୍ବାମୀ ଏହି କଥା ସୁଣିବା ପରେ ଏକ ବହୁତ ବଡ ଆଶ୍ଚର୍ଯ୍ଯ ପ୍ରକଟ କରିଛନ୍ତି । ଓ ଘର ଲୋକ ଜାଇ ପୋଲିସ୍ ରେ ବି ଏଫାୟାର ରୁଜୁ କରିଛନ୍ତି । ତେବେ ଏପରି କ୍ଷେତ୍ରରେ ପୋଲିସ୍ କହିଛି କି ଏହି ମୃତକ ଙ୍କ ପୋଷ୍ଟ ମୋଟମ କରିବା ପରେ ହିଁ ସେମାନେ କୈଣସି ଏକସନ ନେଇ ପାରିବେ ।

ତେବେ ଆଜି କା କ୍ଷେତ୍ରରେ ଯିଏ କି ଆମ ଦୁନିଆର ଦ୍ବତୀୟ ଭଗବାନ ବୋଲି ଆମେ କହିଥାଉ ତାଙ୍କୁ ବି ଏବେ ଆଉ ବିଶ୍ବାସ ନାହିଁ । ଏପରି ଥରେ ନୁହେଁ ଏହି ପରି କାର୍ଯ୍ଯ ଡାକ୍ତର ମାନଙ୍କ ର ବହୁତ ଆଗରୁ ବି ଦଖା ଯାଇଛି । ତେବେ ଆପଣ କୁହନ୍ତୁ ଏହି ପରି ଡାକ୍ତର ମାନଙ୍କୁ କଣ ଦଣ୍ଡ ଦିଆଯିବ ।

Leave A Reply

Your email address will not be published.