Take a fresh look at your lifestyle.

୪୮ ଘଣ୍ଟା ମଧ୍ୟରେ ବାତ୍ୟା ସମ୍ଭାବନା ! ସମୁଦ୍ରକୁ ଯିବା ପାଇଁ ମନା Red Alert ଜାରିହେଲା ସେୟାର କରି ସମସ୍ତଙ୍କୁ ସର୍ତ୍ତକ କରନ୍ତୁ

0 584

ଏବେ ଏକ ବହୁତ ବଡ ଖବର ଆସି ଆମ ପାଖରେ ପହଁଚିଛୁି କି ଓଡ଼ଶା ର ଉପକୂଳ ବର୍ତ୍ତି ଅଂଚଲ ରେ ବହୁତ ବଡ ବାତ୍ୟା ହେବାର ସମ୍ବାବନା ରହିଛି । ଆପଣଙ୍କୁ କହିବା ପାଇଁ ଚାହୁଁଛୁ କି ଗତ ଠାରୁ ଏହା ବହୁତ ବଡ ହେବାରେ ଲାଗି ବୋଲି କହିଛନ୍ତି ପାଣି ପାଗ ବିଷେଶ । ତେବେ ବିଶେଷ ସୂତ୍ରରୁ ଜଣା ପଡିଛି କି ।

ଏହି ଥର ଯେଉଁ ବୋଙ୍ଗପ ସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ଏବେ ଡ୍ରିପେସନର ର ରୂପ ନେବା ରେ ବସିଛି ଓ ଏପରି ବେଳେ ଆପଣ ମାନେ ଜାଣି ପାରୁଥିବେ କି ଗୋଟିଏ ଡ୍ରିପେସନରେ ର ସୃଷ୍ଟି ରେ କେତେ ପରିମାଣରେ ଓଡ଼ଶା କୁ କ୍ଷେତି ସହିବା ପାଇଁ ପଡି ପାରେ । ତେବେ ଆମେ ଆପଣଙ୍କୁ ଏହାବି କହିବା ପାଇଁ ଚାହୁଁଛୁ କି ।

ବର୍ତ୍ତମାନ ସମୟ ରେ ଏହା ଗୋପାଳ ପୁର ଠାରୁ 720 କିଲୋମିଟର ଠାରେ ରହିଛି ବୋଲି ଏହାର ସୂଚନା ପାଣି ପାଗ ବିଷେଶ କହିଛନ୍ତି । ତେବେ ଏହା ର ବି ସୂଚନା ସେମାନେ ଦେଇଛନ୍ତି କି ଆସନ୍ତା 24 ଘଣ୍ଟା ମଧ୍ଯରେ ଏହି ଡ୍ରିପେସନ ଉପକୂଳ ଛୁଇଁବାର ବହୁତ ସମ୍ଭାବନା ରହିଛି ବୋଲି ବି କହିଛନ୍ତି । ଓ ଏହା ସହିତ ଏହାର ବି ସୂଚନା ରହିଛି କି ଏହା ମାତ୍ର 48 ଘଣ୍ଟା ମଧ୍ୟ ରେ ଏକ ବଡ ବାତ୍ୟା ର ରୂପ ବି ନେଇ ପାରେ ବୋଲି କହିଛନ୍ତି

ତେବେ ଏହା ଦକ୍ଷିଣ ଓଡ଼ିଶା ଓ ଉତ୍ତର ଆନ୍ଧ୍ର ପ୍ରଦେଶ ର ଉପକୂଳ ରେ ବହୁତ ବହୁତ ଶିଘ୍ଗ ପହଁଚିବ ବୋଲି ଆମ ଦିଲ୍ଲୀ ସ୍ଥିତ ପାଣି ପାଗ ସେଣ୍ଟର କହିଛନ୍ତି । ଏହାର ପ୍ଭାବ ପାଇଁ ଆସନ୍ତା କାଲି ପ୍ରଥମେ ଦକ୍ଷିଣ ଓଡ଼ିଶା ରେ ବହୁତ ଯୋରରେ ବର୍ଷା ହେବ ଓ ଏହା ସହିତ ପବନ ପ୍ରାୟ 100 ରୁ 200 କିଲୋମିଟର ଭିତରେ ବି ରହି ପାରେ ବୋଲି ସେମାନେ ,ସଂମ୍ପୂର୍ଣ୍ଣ ଭାବେ କହିଛନ୍ତି ।

ଆସନ୍ତା 10 ତାରିଖ ରେ ଏହା ର ବେଗ 70ରୁ 80 କିଲୋ ମିଟର ହୋଇ ବହୁତ ଶିଘ୍ର ବି କମିବାର ସମ୍ଭାବନା ରହିଛି ବୋଲି କୁହା ଯାଇଛି । ଏହା ସହିତ ଓଡ଼ିଶା ସରକାର ଙ୍କୁ ସଂମ୍ପର୍ଣ୍ଣ ଭାବେ କୁହାଯାଇଛି କି ଏହି କିଛି ଦିନ ରେ ମତ୍ସ୍ୟ ଜୀବି ମାନଙ୍କୁ କୈଣସି ପ୍ରକାରର ସମୂଦ୍ର ଭିତର କୁ ଛାଡିବା ର ଆଜ୍ଞା ଦେଇ ନାହାନ୍ତି ।

ଏହା ସହିତ ଏହି କଥା ର ବି ,ସୂଚନା ରହିଛି କି କିଛି କିଛି ସ୍ଥାନ ରେ ବର୍ଷା ସହିତ ବଜ୍ର ପାତ ହେବାର ବି ସମ୍ଭାବନା ରହିଛି ବୋଲି । ତେଣୁ ଆପଣ ମାନଙ୍କୁ ଏହା କୁହାଯାଉଛି କି ଆପଣ ଏହି କିଛି ଦିନ ବହୁତ ଶତର୍କତା ର ସହିତ ରୁହନ୍ତୁ ।

Leave A Reply

Your email address will not be published.