Loading...

୮ ଅକ୍ଟୋବର ୨୦୧୮ ସୋମବାର,ଆଜିର ରାଶିଫଳ – କେମିତି କଟିବ ଆଜି ଆପଣଙ୍କ ଦିନ – ମହାଦେବଙ୍କ କୃପା ବରଷିବ ଏହି ୩ ଟି ରାଶି ଉପରେ

Loading...
0 141

ମେଷ

ଏହି ରାଶି ର ବ୍ୟକ୍ତି ମାନେବ୍ୟପାର ବଣିଜ କ୍ଷେତ୍ର ରେ ଲାଭ ବାନ ହୋଇପାରନ୍ତି । ଆପଣ ଙ୍କ ପାଇଁ ଆଜିର ଦିନ ଘାତ ଚନ୍ଦ୍ର ଅଛି । କୈଣସି କାର୍ଯ୍ଯ କରିବା ପୂ୍ର୍ବରୁ ଥରେ ଭାବି ଚିନ୍ତି କାମ କରନ୍ତୁ ।ମହିଳା ମିତ୍ର ଲାଭଦାୟକ ପ୍ରମାଣିତ ହେବେ।ପ୍ରେମ ସଂମ୍ପର୍କ ରେ ବାଧା ଉପୁଜି ପାରେ ।ଆପଣଙ୍କ ପାଇଁ ଆଜିର ଦିନ ରେ ଧନ ଲାଭ ହେବା ର ବି ରହିଛି । ଆଜିର ଶୁଭ ରଙ୍ଗ କଳା । ପ୍ରତିକାର- ପିଲା ମାନଙ୍କୁ ମିଠା ଚକଲେଟ୍ ବାଟନ୍ତୁ ।

ବୃଷ

ବୃଷ ରାଶିର ବ୍ୟକ୍ତି ବିଶେଷ ମାନଙ୍କ ନିଜର ବ୍ୟବସାୟ ରେ କ୍ଷେତୀ ହେବାର ସମ୍ଭାବନା ରହିଛି ଆପଣ ସାଇବାବ ଙ୍କୁ ଦର୍ଶନ କରନ୍ତୁ ସବୁ ସମସ୍ୟା ର ସମାଧାନ ହେବ । ସ୍ଵଭାବରେ ଭାବୁକତା ଏବଂ କାମୁକତାର ପ୍ରବଳତା ଅଧିକ ହୋଇପାରିବେ । ଆପଣ ନିଜର ଘର ସମସ୍ୟା ରେ ବହୁତ ସମୟ ବିତିଯାଇ ପାରେ । ଶୁଭ ରଙ୍ଗ ନୀଳ ପ୍ରତିକାର ବୃଦ୍ଧ ଙ୍କ ସେବା କରନ୍ତୁ ସୁଫଳ ମିଳିବ ।

ମିଥୁନ

ମିଥୁନ ରାଶି ର ବ୍ୟକ୍ତି ବିଶେଷ ମାନେ ପରିବାରର ସମସ୍ତ ସଦସ୍ୟ ଙ୍କ ଠାରୁ ଭଲପାଇବା ମିଳି ପାରେ ବନ୍ଧୁ ଙ୍କ ସହ ଝଗଡା ହେବାର ସମ୍ଭାବନା ରହିଛି ପାରିବାର ଏକା ହେବାର ସମୟ ରହିଛି ।ନିଜର ମନରେ ବିଶ୍ବସ ଥିଲେ ଆପଣ ଙ୍କ ସବୁ କାର୍ଯ ସଫଳ ହେବେ । କାର୍ଯ୍ୟଭାର ସଫଳତା ସହିତ ଯଶ ମଧ୍ୟ ମିଳିବ। ଆପଣଙ୍କ ପାଇଁ ଆଜିର ଶୁଭ ରଙ୍ଗ ଧଳା । ପ୍ରତିକାର- ନିଷା ଓ ମଦ୍ୟ ପାନ କରନ୍ତୁ ନାହିଁ ।

କର୍କଟ

ଏହି ରାଶି ର ବ୍ୟକ୍ତି ବିଷେଶ ମାନେ ଆଗରୁ ସାଇତି ରଖିଥିବା କିଛି ପୁରୁଣା ଜିନିଷ କ୍ଷେତି ହେବର ସମ୍ଭାବନା ରହିଛି ।ନିଜର ଆଳସ୍ୟ ପାଇଁ ଠକି ଯାଇପରନ୍ତି।ବୁଦ୍ଧିମାନର ବ୍ୟକ୍ତି ସହିତ ମିଳାମିଶା ହୋଇପାରେ । ନିଜର ମାନସିକ ଏକାଗ୍ରତା ବଢିବ ଓ କୈଣସି କ୍ଷେତ୍ର ରେ ଆପଣ ମିତ୍ର ଲାଭ କରିବେ । ଆପଣ ମାନଙ୍କ ପାଇଁ ଆଜିର ଶୁଭ ରଙ୍ଗ ନୀଳ ।
ପ୍ରତିକାର- ବୃଦ୍ଧଙ୍କ ସେବା କରନ୍ତୁ ।

ସିଂହ

ଏହି ରାଶି ର ବ୍ୟକ୍ତି ବିଶେଷ ମାନେ କୈଣସି କାରଣ ଯୋଗୁଁ ଆପଣଙ୍କ ମନରେ ଅଶାନ୍ତି ଦେଖାଜାଇପାରେ ନିଜର କୈଣସି କାଳ୍ପନିକ ମନଭାବ ଯୋଗୁଁ ଆପଣ ବସ୍ତତା ହୋଇପାରନ୍ତି ।ବୋଧହୁଏ ଆଜି ଆପଣଙ୍କୁ ନିଜ ଆଖପାଖ ଲୋକଙ୍କ ପାଇଁ ନିରାଶ ହେବାକୁ ପଡ଼େ ।ଆପଣ ଙ୍କ ପାଇଁ ଆଜିର ଦିନ ଟି ଖୁବ୍ ଭଲ ରହିଛି । ଆପଣଙ୍କ ଅନ୍ତରଙ୍ଗ ମୁହୁର୍ତ ଆପଣଙ୍କ ବନ୍ଧୁ ଙ୍କ ସହିତ କଟାଇବାକୁ ଯାଉଛନ୍ତି । ଆଜିର ଶୁଭ ରଙ୍ଗ ଧଳା । ପ୍ରତିକାର- ମନର ସମସ୍ତ ରାଗ କୁ ଦୁର କରନ୍ତୁ ।

କନ୍ୟା

ଏହି ରାଶି ର ବ୍ୟକ୍ତି ବିଶେଷ ମାନେ ବନ୍ଧୁ ଙ୍କ ସହ ଝଗଡା ହେବାର ସମ୍ଭାବନା ରହିଛି ପାରିବାର ଏକା ହେବାର ସମୟ ରହିଛି ।ନିଜର ମନରେ ବିଶ୍ବସ ଥିଲେ ଆପଣ ଙ୍କ ସବୁ କାର୍ଯ ସଫଳ ହେବେ । ନିଜର ମନୋଭାବ ବଦଳାନ୍ତୁ ନଚେତ୍ ଆପଣ ଫସି ପାରନ୍ତି ।ଧାର୍ମିକ ଜିନିଷ ଆଡକୁ ମନ ଟାଣିପାରେ । ବ୍ୟବସାୟ କ୍ଷେତ୍ର ରେ ଲାବବାନ ହେବେ ଭାଇ ଭଉଣୀ ଙ୍କ ସଂମ୍ପର୍କ ରେ ବାଧା ଉପୁଜି ପାରେ । ସୁଭ ରଙ୍ଗ ଲାଲି । ପ୍ରତିକାର- ନିଷା ଓ ମଦ୍ୟ ପାନ କରନ୍ତୁ ନାହିଁ । ପ୍ରତିକାର- ଚଣା ଡାଲି ମନ୍ଦିରରେ ଦାନ କରନ୍ତୁ ।

ତୁଳା

ତୁଳା ରାଶି ର ବ୍ୟକ୍ତି ବିଶେଷ କେତେକ ସ୍ଥାନ ରେ ଆପଣ ପ୍ରତିନ୍ଦଦିତା ଦେଖିବା ପାଇଁ ମିଳିବ । ବ୍ୟବସାୟ କ୍ଷେତ୍ର ରେ ଲାବବାନ ହେବେ ଭାଇ ଭଉଣୀ ଙ୍କ ସଂମ୍ପର୍କ ରେ ବାଧା ଉପୁଜି ପାରେ । ଏହାହିଁ ସତ୍ୟ ଯେ ଆମକୁ କାହାଠାରୁ ଅଧିକ ଆଶା ନ ରଖିବା ଉଚ଼ିତ୍ ।ସଂସାରିକ କ୍ଷେତ୍ର ରେ ନିଜର ପ୍ରଭାବ ଦେଖାଇ ଲଜ୍ଜିତ ହୋଇପାରନ୍ତି । ଶୁଭ ରଙ୍ଗ ହଳଦିଆ ।
ପ୍ରତିକାର- ଚଣା ଡାଲି ମନ୍ଦିରରେ ଦାନ କରନ୍ତୁ ।

ବିଛା

ଏହି ରାଶି ର ବ୍ୟକ୍ତି ମାନେ ନିଜର ବ୍ୟବସାୟ ରେ କ୍ଷେତୀ ହେବାର ସମ୍ଭାବନା ରହିଛି ଆପଣ ସାଇବାବ ଙ୍କୁ ଦର୍ଶନ କରନ୍ତୁ ସବୁ ସମସ୍ୟା ର ସମାଧାନ ହେବ ।ଆଗରୁ ରହି ଥିବା କାର୍ଯ୍ୟ ସଫଳ ହେବ ବୋଧହୁଏ ଆପଣଙ୍କ ଆଖପାଖ ଲୋକ ମାନଙ୍କ ପାଈଁ ନିଜକୁ ନିରାସ ହେବାକୁ ପଡି ପାରେ ।ପରିବାରର ସମସ୍ତ ସଦସ୍ୟ ଙ୍କ ଠାରୁ ଭଲପାଇବା ମିଳି ପାରେ ।ପ୍ରତିକାର : ଗାଈକୁ ରୁଟି ଓ ଗୁଡ଼ ଖାଇବାକୁ ଦିଅନ୍ତୁ ଅଧ୍ୟୟନ ଅଭିବୃଦ୍ଧି ଯୋଗ ରହିଛି । ଶୁଭ ରଙ୍ଗ ଧଳା

ଧନୁ

ଏହି ରାଶି ର ବ୍ୟକ୍ତି ବିଶେଷ ଶିକ୍ଷା କ୍ଷେତ୍ରରେ ଆଦୃତି ମମ୍ମାନ ପ୍ରତିଷ୍ଠା ଲାଭ ଭଳି ପ୍ରେରଣା ଦାୟୀ ସୁଯୋଗ ଆସି ପାରେ ।
ସ୍ତ୍ରୀ ଲୋକ ମାନଙ୍କ ପାଇଁ ସ୍ତ୍ରୀ ଜନିତ ରୋଗ ର ସମ୍ଭାବନା ।ପ୍ରେମ ବ୍ୟପାରରେ ବିରହ ଜନିତ ଯନ୍ତ୍ରଣା ହେବ ।କୈଣସି ଦିଗ ରୁ ସାହାଯ୍ଯ ଓ ସହଯୋଗ ପ୍ରାପ୍ତି ନଘଟିଲେ ବି ବାଟ ଚାଲିବାର ତୃପ୍ତି ଆଶ୍ବାଦନ କରିବା ନିଶ୍ଚିତ ।ଆପଣଙ୍କ ପାଇଁ ଶୁଭ ରଙ୍ଗ ନୀଳ ପ୍ରତିକାର ସୂର୍ଯ୍ଯ ଙ୍କୁ ପାଣି ଉଛାଳନ୍ତୁ

ମକର

ଏହି ରାଶି ର ବ୍ୟକ୍ତି ବିଶେଷ ଶିକ୍ଷା କ୍ଷେତ୍ରରେ ଆଦୃତି ମମ୍ମାନ ପ୍ରତିଷ୍ଠା ଲାଭ ଭଳି ପ୍ରେରଣା ଦାୟୀ ସୁଯୋଗ ଆସି ପାରେ ।
ସ୍ତ୍ରୀ ଲୋକ ମାନଙ୍କ ପାଇଁ ସ୍ତ୍ରୀ ଜନିତ ରୋଗ ର ସମ୍ଭାବନା ।ପ୍ରେମ ବ୍ୟପାରରେ ବିରହ ଜନିତ ଯନ୍ତ୍ରଣା ହେବ ।କୈଣସି ଦିଗ ରୁ ସାହାଯ୍ଯ ଓ ସହଯୋଗ ପ୍ରାପ୍ତି ନଘଟିଲେ ବି ବାଟ ଚାଲିବାର ତୃପ୍ତି ଆଶ୍ବାଦନ କରିବା ନିଶ୍ଚିତ ।ଆପଣଙ୍କ ପାଇଁ ଶୁଭ ରଙ୍ଗ ନୀଳ ପ୍ରତିକାର ସୂର୍ଯ୍ଯ ଙ୍କୁ ପାଣି ଉଛାଳନ୍ତୁ ।

କୁମ୍ଭ

କୁମ୍ଭ ରାଶି ର ବ୍ଯକ୍ତି ବିଷେଶ ମାନେ ରାଜନୀତି ଓ ସମାଜ ସେବା କ୍ଷେତ୍ର ରେ ଆପଣ ବହୁତ ଭଲ ସୁଫଳ ପାଇବେ । ବିବାଦ କ୍ଷେତ୍ର ରେ ସୁଫଳ ଓ ଚର୍ତୁପାର୍ଶ୍ବ ରୁ ବହୁତ ଭଲ ଖବର ଆସିବାର ସମ୍ଭାବନା ରହିଛି । ପର୍ଯ୍ୟଟନ ପାଇଁ ମିତ୍ର ତଥା ପରିଜନମାନଙ୍କ ସହିତ ଯୋଜନା ବନି ପାରିବ।ନିଜର ବୁଦ୍ଧିମତା କାରଣ ରୁ ସବୁବେଳେ ଆଗରେ ରହିବେ । କଥା ରେ କଥା ରେ ଅତି ରାଗୁଥିଲେ ଟିକିଏ ସାନ୍ତ ରହନ୍ତୁ । ଆପଣଙ୍କ ପାଇଁ ଭଲ ରହିବ । ଶୁଭ ରଙ୍ଗ ଘିଅ । ପ୍ରତିକାର ବିଧି ବିଧାନକୁ ମାନି ଚାଲନ୍ତୁ ।

ମୀନ

ଏହି ରାଶି ର ବ୍ୟକ୍ତି ବିଶେଷ ମାନେ ଆୟ ଠାରୁ ବ୍ୟୟ ଅଧିକ ହୋଇପାରେ ପ୍ରେମ ସଂମ୍ପର୍କ ସୁଦୃଢ ରହିବ ।କୈଣସି ଜାଗା ମନଙ୍କରେ କରିଥିବା ନିବେଷ ରୁ ଟଙ୍କା ଅସୁରକ୍ଷିତ ରହିପାରେ ।ଳିକଜିଆରୁ ଭବିଷ୍ୟତରେ ଅସୁବିଧ ହିଁ ହେବ । ସ୍ବାସ୍ଥ କ୍ଷେତ୍ର ରେ ସୁଧାର ଆସିବ । ଆପଣ ନିଜର ମାନସିକ ଅବସ୍ଥା କୁ ଟିକିଏ ଯଗି ଛକି ଚଳନ୍ତୁ । ଏପରି କି ସମସ୍ତଙ୍କ ପାଖରେ ମାନବିକତା ଦେଖାନ୍ତୁ । ଆଜିର ଶୁଭ ରଙ୍ଗ ଆକାଶୀ । ପ୍ରତିକାର ମଥା ରେ ଚନ୍ଦନ ଲଗାନ୍ତୁ ।

Loading...
Loading...