Loading...

୬ଟି ନୂଆ ରଂଗରେ ଲଂଚ ହେଲା ସବୁଠୁ ସସ୍ଥା ବୁଲେଟ୍‌, ଜାଣନ୍ତୁ ଦାମ

0

ବର୍ତ୍ତମାନ ସମୟରେ ରହିଥିବା ଯୁବପିଢୀ ମାନେ ପ୍ରତିଦିନ ନୁଆ ନୁଆ ଡିଜାଇନ୍ ର ମଟର ବାଇକ ଆଇବା ପାଇିଁ ପସନ୍ଦ କରନ୍ତି । ସମସ୍ତେ ମଟର ବାଇକ ଚଳାଉଛନ୍ତି କିନ୍ତୁ ସେଥି ମଧ୍ୟରେ ରହିଛି ଇର୍ଷା କାରଣ ଯଦି ଆପଣ କମ୍ ଦାମରେ ହିରୋ କିମ୍ବା ହଣ୍ଡା କମ୍ପାନୀର ବାଇକ୍ ବ୍ୟବହାର କରୁଛନ୍ତି ଏବଂ ଆପଣ ଙ୍କର ବନ୍ଧୁ କିମ୍ବା ଚିହ୍ନା ବ୍ୟକ୍ତି ବୁଲେଟ ବ୍ୟବହାର କରୁଥିବେ ତେବେ ତାହା ଦେଖି ଆପଣ ନିଶ୍ଚିତ ଇର୍ଷା କରିଥାନ୍ତି ।

ବୁଲେଟ୍ ମଧ୍ୟରେ ଯେଉଁ ଷ୍ଟାଇଲ ଭରିରହିଥାଏ ତାହା କହିଲେ ଅବକାଶ ହେବ ନାହିଁ । ସମସ୍ତେ ବୁଲେଟ୍ ବାଇକ ଚଲିବା ପାଇିଁ ଇଛା କରନ୍ତି କିନ୍ତୁ ତହାର ଦାମ୍ ଶୁଣିବା ପରେ ଲୋକେ ବୁଲେଟ ର ପାଖ ମାଡନ୍ତି ନାହିଁ ।ଏହି ବୁଲେଟ୍ କେବଳ ଧନିଶାଳୀ ବ୍ୟକ୍ତି ମାନେ ଆଣିବା ପାଇିଁ ପସନ୍ଦ କରନ୍ତି ଗରିବ କିମ୍ବା ମଧ୍ୟମ ଧରଣର ଲୋକ ଆଣିବା ପାଇିଁ ଅସମାର୍ଥ୍ୟ ହୋଇଥାନ୍ତି ।

ଏବେ ବୁଲେଟ ଆପଣ ମାନଙ୍କ ପାଇିଁ ନେଇ ଆସିଛି ନୁତନ ବାତାବରଣ ।

ରୟାଲ ଏନଫିଲ୍ଡ ତରଫରୁ 6 ଟି ବୁଲେଟ୍ ର ରଙ୍ଗ ବାହାରିଛି ପୁରା ଆକର୍ଷଣୀୟ ଅଟେ ।ଏହି 6 ରଙ୍ଗର ବୁଲେଟ୍ ବାହାର କରିବା ସହିତ ତାରା ଦର ଦାମ୍ ମଧ୍ୟ ସସ୍ଥା ହୋଇଛି । ରୟାଲ ଏନଫିଲ୍ଡ ଗ୍ରାହକ ମାନଙ୍କ ପାଇିଁ ଏପରି ବାଇକ୍ ଲଂଚ କରିଛି ଯାହାକୁ ଦେଖିୂବା ପରେ ଆପଣ ମାନେ କିଣିବା ପାଇିଁ ଆକର୍ଷିତ ହୋଇଯିବେ ।

ଅଗଷ୍ଟ ମାସ ୯ ତାରିଖରେ ରୟାଲ ଏନଫିଲ୍ଡ କମ୍ପାନୀ ବୁଲେଟ୍‌ର ନୂଆ ଭେରିଏଣ୍ଟ ଲଂଚ କରିଛି। ବୁଲେଟର ନୂଆ ଭେରିଏଣ୍ଟର ଦାମ ହେଉଛି ୧,୧୨,୦୦୦ ଟଙ୍କା। ବୁଲେଟ୍‌ର ପୂର୍ବ ମଡେଲ ୩୫୦ ତୁଳନାରେ ଏହି ବାଇକ୍‌ର ଦାମ ୯୦୦୦ ଟଙ୍କା କମ ରହିଛି।

ରୟାଲ ଏନଫିଲ୍ଡ 6 ବୁଲେଟ ର ରଙ୍ଗ ବାହାର କରିବା ସହିତ ତାହାର ଦର ଦାମ ମଧ୍ୟ କମେଇଲା ।ଆଗରୁ ବୁଲେଟ ଦାମ ଲକ୍ଷେ ବାର ହଜାର ରହିଥିଲା କିନ୍ତୁ ଏବେ ପୁରୁଣା ମଡେଲ ଅନୁସାରେ ତାହାକୁ 900 ଟଙ୍କା କମ୍ କରାଯାଇଛି । ରୟାଲ ଏନଫିଲ୍ଡ ତରଫରୁ ସିଲଭର,କଳା ଏବଂ ନୀଳ ରଙ୍ଗର ବୁଲେଟ୍ ବର୍ତ୍ତମାନ ସୋସିଆଲ ମିଡିଆରେ ଉବଲବ୍ଧ ହେବ । ନୂଆ ରୟାଲ ଏନ୍‌ଫିଲ୍ଡରେ ଉଭୟ କିକ୍‌ ଷ୍ଟାର୍ଟ ଓ ଇଲେକ୍ଟ୍ରିକ୍‌ ଷ୍ଟାର୍ଟରେ ଲଂଚ କରାଯାଇଛି।

ଆପଣ ମାନେ ଏହି ବୁଲେଟ୍ ଗୁଡିକ ଖୁବ ଶିଘ୍ର ଉପଲବ୍ଧ ହେବାର ଦେଖିବାକୁ ପାଇବେ । ରୟାଲ ଏନ୍‌ଫିଲ୍ଡ ବାଇକର କଲର ଏବଂ ଡିଜାଇନ ମଧ୍ୟ ବଦଳାଇଛି । କିନ୍ତୁ ଏହି ବାଇକର ମାଇଲେଜ ଯାହା ଥିଲା ସେଥିରେ କୌଣସି ଚେଢ୍ଚଚାଞ୍ଚ୍ ହୋଇନାହିଁ । ଖାଲି ଲୋକପ୍ରିୟତା ପାଇିଁ ଏହାର ରଙ୍ଗକୁ ଲଂଚ କରାଯାଇଛି ମାର୍କେଟ୍ କୁ ଗତ କିଛି ମାସ ହେବ ବୁଲେଟ୍‌ ବିକ୍ରି ହ୍ରାସ ପାଇଛି। ଏହି କାରଣରୁ କମ୍ପାନୀ ବାଇକ୍‌ର ମୂଲ୍ୟ କମ୍‌ କରିଛି।

ବନ୍ଧୁଗଣ, ଆଶା କରୁଛୁ ଆମର ଏହି ଆର୍ଟିକେଲଟି ଆପଣଙ୍କୁ ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିବ ତେବେ ଲାଇକ ଏବଂ ସେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଘଟଣାର ଖବର ସହିତ ଅପଡେଟ ରହିବା ପାଇଁ ପେଜ କୁ ଲାଇକ କରନ୍ତୁ ।

Loading...